Browsing Category

ନ୍ୟୁଜ୍

ଗୋଟିଏ ଶବ, ହେଲେ ଏକାଧିକ ଦାବିଦାର: ବାପା ପହଁଚିବା ପୂର୍ବରୁ ପୁଅର ଶବ ଆଉ କିଏ ନେଇ ଯାଇଥିବା ଅଭିଯୋଗ

କନକ ବ୍ୟୁରୋ: କରମଣ୍ଡଳ ଦୁର୍ଘଟଣାକୁ ୬ଦିନ ବିତିଥିବା ବେଳେ ଗୋଟିଏ ପରେ ଗୋଟିଏ କରୁଣ କାହାଣୀ ସାମ୍ନାକୁ ଆସୁଛି । ଆତ୍ମୀୟ ସ୍ୱଜନଙ୍କୁ ଖୋଜି ଖୋଜି କିଏ ପଶ୍ଚିମବଙ୍ଗରୁ ଆସିଛି ତ ପୁଣି କିଏ ବିହାରରୁ ଧାଇର୍ଁଆସିଛି । ହେଲେ ବିଡମ୍ବନା ହେଉଛି ଏମ୍ସରେ ପହଂଚିବା ପରେ ଅନେକ ଲୋକଙ୍କୁ ନିଜ ପରିବାର…
Read More...

ସତ ବାହାର କରିବାକୁ ସିବିଆଇର କସରତ: ଦ୍ୱିତୀୟ ଦିନରେ ବାହାନଗାରେ ସିବିଆଇର ୧୦ ଜଣିଆ ଟିମର ଛାନଭିନ୍ 

କନକ ବ୍ୟୁରୋ: ବାହାନଗା ଷ୍ଟେସନର ପ୍ୟାନେଲ୍ ଭିତରକୁ ଯାଇ ଛାନଭିନ କରିଛି । ଡାଟା ଲଗର ଓ ବିଭିନ୍ନ କାଗଜପତ୍ରର ଯାଂଚ କରାଯିବା ସହ ଦୁର୍ଘଟଣା ଦିନ ଦାୟିତ୍ୱରେ ଥିବା ରେଳ ଅଧିକାରୀ ଓ କର୍ମଚାରୀଙ୍କୁ ତଦନ୍ତ ପରିସରକୁ ନିଆଯାଇଛି । ସେପଟେ ସିବିଆଇ ଏଫଆଇଆରରେ କାହିିଁକି ଷଡଯନ୍ତ୍ର ଦଫା…
Read More...

ମମତାଙ୍କ ପରେ ଅଭିଯୋଗ ଆଣିଲେ ନୀତୀଶ ସରକାର: ବିହାରର ୮୮ ଜଣ ନିଖୋଜ ଥିବା କଲେ ଦାବି

କନକ ବ୍ୟୁରୋ: ବାହାନଗା ଟ୍ରେନ୍ ଦୁର୍ଘଟଣାରେ ପଶ୍ଚିମବଂଗର ୩୧ଜଣ ନିଖୋଜ ଥିବା ମମତା ବାନାର୍ଜୀ କହିବାର ଦିନକ ପରେ, ବିହାର ସରକାରର ମନ୍ତ୍ରୀ ଶାହନୱାଜ୍ ଆଲମ ସମାନ ଅଭିଯୋଗ ଆଣିଛନ୍ତି । ଟୁଇଟ୍ କରି ଲେଖିଛନ୍ତି, ବିହାରର ୪୩ଜଣଙ୍କର ମୃତ୍ୟୁ ହୋଇଛି । ୪୪ଜଣ ଆହତ ହୋଇଥିବାବେଳେ ୮୮ଜଣ ନିଖୋଜ…
Read More...

ଟ୍ରେନରେ କଟି ୬ ଶ୍ରମିକଙ୍କ ମୃତ୍ୟୁ ଘଟଣା: ମୃତକଙ୍କ ନିକଟତମ ଆତ୍ମୀୟଙ୍କୁୁ ୫ ଲକ୍ଷ ଟଙ୍କାର ଅନୁକମ୍ପାରାଶି ଘୋଷଣା

କନକ ବ୍ୟୁରୋ: ଆଜି ଅପରାହ୍ନରେ ଯାଜପୁର ରୋଡ ଷ୍ଟେସନରେ ଟ୍ରେନରେ କଟି ୬ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପାଞ୍ଚ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ…
Read More...

ଖରିଫ ଫସଲ ଚାଷୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ ଉପହାର । ବର୍ଷ ୨୦୨୩-୨୪ ପାଇଁ ଖରିଫ ଶସ୍ୟ ଉପରେ ଏମ୍ଏସପି ବା…

କନକ ବ୍ୟୁରୋ : ଡାଲିର ବଢୁଥିବା ଦରଦାମକୁ ନଜରରେ ରଖି କେନ୍ଦ୍ର ସରକାରଙ୍କ ବଡ ନିଷ୍ପତି ନେଇଛନ୍ତି । ଖରିଫ ଫସଲ ଶସ୍ୟ ଉପରେ ଏମ୍ଏସପି ବା ସର୍ବନିମ୍ନ ସହାୟକ ମୂଲ୍ୟ ବଢାଇବାକୁ ନିଷ୍ପତି ନେଇଛି କେନ୍ଦ୍ର କ୍ୟାବିନେଟ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ୍…
Read More...

୪୮ ଘଂଟାରେ କେରଳ ଛୁଇଁପାରେ ମୌସୁମୀ, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସିବା ପାଇଁ ପାଗ ଅନୁକୂଳ ଥିବା ପାଣିପାଗ…

କନକ ବ୍ୟୁରୋ : ୪୮ ଘଂଟାରେ କେରଳ ଛୁଇଁପାରେ ମୌସୁମୀ । ମୌସୁମୀ ଆସିବା ପାଇଁ ପାଗ ଅନୁକୂଳ ରହିଥିବା କହିଛନ୍ତି ପାଣିପାଗ ବିଜ୍ଞାନୀ । ଆରବ ସାଗରରେ ସୃଷ୍ଟି ବାତ୍ୟାକୁ ନେଇ ମୌସୁମୀ ଆସିବାରେ ବିଳମ୍ବ ହେଉଥିବା କୁହାଯାଉଛି । ସାଧାରଣତ ଜୁନ ୧ରେ କେରଳ ଆସୁଥିବା ମୌସୁମୀ ୭ ସୁଦ୍ଧା ବି…
Read More...

ବାଲେଶ୍ୱର ବାହାନଗା ରେଳଦୁର୍ଘଟଣାପରେ ପୁଣି ଗଡ଼ିଲା କରମଣ୍ଡଳ ଏକ୍ସପ୍ରେସ । କୋଲକାତା ସାଲିମାରରୁ ଚେନ୍ନାଇ ସେଂଟ୍ରାଲକୁ…

କନକ ବ୍ୟୁରୋ : ବାହାନଗା ଭୟଙ୍କର ଟ୍ରେନ ଦୁର୍ଘଟଣା କଥା ଏବେ ବି ମନରୁ ଲିଭିନି । ଟ୍ରେନ ଦୁର୍ଘଟଣା କଥା ଭାବିଲେ ଛାତିଥରି ଉଠୁଛି । ତେବେ ଦୁର୍ଘଟଣାର ୬ ଦିନ ପରେ ପୁଣି ସ୍ୱାଭାବିକ ହୋଇଛି କରମଣ୍ଡଳ ଏକ୍ସପ୍ରେସ ଚଳାଚଳ । ଦୁର୍ଘଟଣା ପରେ ପଶ୍ଚିମବଙ୍ଗର ସାଲିମାରରୁ ଚେନ୍ନାଇକୁ ଗଡ଼ିଛି କରମଣ୍ଡଳ…
Read More...

କ୍ଷତିପୂରଣ ନୁହେଁ ଚାକିରି ଦିଅ… ଟ୍ରେନ ଦୁର୍ଘଟଣାରେ ରୋଜଗାରିଆ ଲୋକଙ୍କୁ ହରାଇ ଥିବା ପରିବାରକୁ ଚାକିରି…

କନକ ବ୍ୟୁରୋ: ଆଖିରୁ ଲୁହ ଶୁଖୁନି । ଆପଣାର ଲୋକ ଆଉ ଫେରିବେନି ଭାବି ଥରି ଉଠୁଛନ୍ତିି ଆତ୍ମୀୟ ସ୍ୱଜନ । କୁନି ଝିଅ ବାପାକୁ ଖୋଜୁଛି । ଛୋଟ ଝିଅଟିକୁ, ଉତ୍ତର ଦେଇପାରୁନାହାନ୍ତି, ଟ୍ରେନ୍ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଇଥିବା ଖଇରା ବ୍ଲକ ସିଙ୍ଗିପୁର ଗାଁର ବିକ୍ଷିପ୍ତ ପ୍ରଧାନଙ୍କ ପତ୍ନୀ…
Read More...

ଅନିଶ୍ଚିତା ଭିତରେ ନୀତୀଶ କୁମାରଙ୍କ ପାଟନା ଥିଓରି । ବିରୋଧୀଦଳ ବୈଠକ ହଠାତ ସ୍ଥଗିତ ପରେ ରାଜନୈତିକ ମହଲରେ ହଲଚଲ

କନକ ବ୍ୟୁରୋ : ଦିନ ସ୍ଥିର ହୋଇଥିଲା, ସ୍ଥାନ ବି ଘୋଷଣା ହୋଇଥିଲା । ବସିଥାନ୍ତା ବିରୋଧୀ ଦଳ ବୈଠକ । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜଧାନୀ ପାଟନାରେ ବୈଠକ ପାଇଁ ସବୁ ପ୍ରକାର ପ୍ରସ୍ତୁତି ମଧ୍ୟ କରିଥିଲେ । ଶେଷ ସମୟରେ ସବୁ କିଛି ଓଲଟପାଲଟ ହୋଇଛି । ଜୁନ ୧୨ରେ ବସିିବାକୁ ଥିବା…
Read More...

ରାଜସ୍ଥାନ କଂଗ୍ରେସକୁ ଲାଗିପାରେ ଝଟକା, ହାତ ଛାଡି ନୂଆ ଦଳ ଗଠନ କରିପାରନ୍ତି ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ

କନକ ବ୍ୟୁରୋ : ଗତ ସପ୍ତାହରେ ହାତ ମିଶାଇ ମନ ମିଶିଯାଇଛି ବୋଲି ସଂକେତ ଦେଇଥିଲେ । ଲାଗୁଥିଲା କଂଗ୍ରେସ ହାଇକମାଣ୍ଡଙ୍କ ହସ୍ତକ୍ଷେପ ପରେ ବୋଧହୁଏ କଂଗ୍ରେସର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଓ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ମଧ୍ୟରେ ସବୁ କିଛି ଠିକ୍ ହୋଇଯାଇଛି । କିଛି ଦିନ ନପୁରୁଣୁ…
Read More...