Browsing Category

ନ୍ୟୁଜ୍

ସର୍ଦ୍ଦାର ରାଜା ମେଡିକାଲ କଲେଜ ନାମଲେଖା ବିବାଦ : ସୁପ୍ରିମକୋର୍ଟରେ ୨ କୋଟି ଟଙ୍କା ଦାଖଲ କଲା ସେଲଭମ ଟ୍ରଷ୍ଟ

କଳାହାଣ୍ଡି : ସର୍ଦ୍ଦାର ରାଜା ମେଡିକାଲ କଲେଜ ନାମଲେଖା ବିବାଦରେ ସୁପ୍ରିମକୋର୍ଟରେ ୨ କୋଟି ଟଙ୍କା ଦାଖଲ କଲା ସେଲଭମ ଟ୍ରଷ୍ଟ । ଗତ ଏପ୍ରିଲ ୧୯ ତାରିଖରେ ତାମିଲନାଡୁର ସେଲଭମ ଏଜୁକେସନାଲ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟକୁ ସର୍ଦ୍ଦାର ରାଜା ମେଡିକାଲ କଲେଜ ଛାତ୍ରଛାତ୍ରୀଙ୍କ ନାମଲେଖା ବାବଦ କ୍ଷତି…
Read More...

ଇଓଡବ୍ଲୁରେ ହାଜର ହେଲେ ଡାକ୍ତର ମୋତିଲାଲ ଗୈାଡ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଇଓଡବ୍ଲୁରେ ହାଜର ହୋଇଛନ୍ତି ଡାକ୍ତର ମୋତିଲାଲ ଗୈାଡ । ଏହାପରେ ଆଜି କୋର୍ଟରେ ତାଙ୍କୁ ହାଜର କରି ୫ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଂଚ । ଶନିବାର ରାଜ୍ୟ ଭିଜିଲାନ୍ସ ମୋତିଲାଲଙ୍କ ୮ଟି ଆଡ୍ଡାରେ ଚଢାଉ କରିବା ପରେ ରବିବାର ତାଙ୍କୁ ଆନ୍ଧ୍ରପ୍ରଦେଶରୁ…
Read More...

ପପୁଙ୍କୁ ଜାମିନ ଆବେଦନ ଶୁଣାଣି ଘୁଂଚିଲା

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : କମେଡିି କିଙ୍ଗ ପପୁ ପମପମଙ୍କ ଜାମିନ ଆବେଦନର ଶୁଣାଣି ଘୁଂଚିଲା । ନାବାଳିକାଙ୍କୁୁ କାଷ୍ଟିଂକାଉଚ୍ ଅଭିଯୋଗରେ, ଗତ ଜୁନ୍ ୩୦ ତାରିଖରେ ହାସ୍ୟ ଅଭିନେତା ପପୁ ପମପମଙ୍କୁ ଗିରଫ କରିଥିଲା କମିଶନରେଟ୍ ପୁଲିସ । ପପୁଙ୍କ ସହଯୋଗୀ ଗିଟୁଙ୍କ ସହ ତାଙ୍କୁ ପୁରୀରୁ…
Read More...

କେନ୍ଦ୍ରମନ୍ତ୍ରୀଙ୍କ ଗାଡିକୁ ଆକ୍ରମଣ ଘଟଣାର ତାତି : ରାଜ୍ୟ ସରକାରଙ୍କ ବିରୋଧରେ ରାଜଭବନ ଆଗରେ ବିଜେପିର ବିକ୍ଷୋଭ ଓ…

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବରଗଡ଼ରେ କେନ୍ଦ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ଓ ସାଧ୍ୱୀ ନିରଞ୍ଜନ ଜ୍ୟୋତିଙ୍କ ଗାଡ଼ି ଉପରେ ଆକ୍ରମଣ ଘଟଣାରେ ଆଜି ରାଜଭବନ ଆଗରେ ବିକ୍ଷୋଭ କରିବ ବିଜେପି । ଗତ ୨୯ ତାରିଖରେ ରାଜ୍ୟବ୍ୟାପୀ ବ୍ଲକ୍ ସ୍ତରରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ବେଳେ ଆଜି ରାଜଧାନୀରେ…
Read More...

କଣ କଲା ସେ : ଜେଲ୍ ଭିତରେ ବି ବନ୍ଦ ହୋଇନି ପପୁଙ୍କ କମେଡି

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ଝାରପଡା ଜେଲର ଚାରିକାନ୍ଥ ଭିତରେ ଏବେ ‘କଣ କଲା ସେ’ ଡାଏଲଗର କ୍ରେଜ୍ । ପପୁ ନିଜ ୱାର୍ଡରୁ ବାହାରିବା ମାତ୍ରେ ଅନ୍ୟ କଏଦୀ ପପୁଙ୍କୁ ମାରୁଛନ୍ତି ତାଙ୍କରି ଡାଏଲଗ୍ । କହୁଛନ୍ତି, ‘କଣ କଲା ସେ’ । ଆଉ ପପୁ କୁଆଡେ ଜବାବ ଦେଉଛନ୍ତି ‘ଜେଲକୁ ଆସି ମଲା ସେ’।…
Read More...

ଶାସକଙ୍କୁ ସାତ୍ ଖୁନ୍ ମାଫ୍ : ପ୍ରଦୀପ ମାଝୀଙ୍କୁ ଗିରଫ କଲେ ଦେବେଶ୍ ବେଳେ ଚୁପ୍

ବରଗଡ : ଦୁଇ ଦୁଇଜଣ କେନ୍ଦ୍ରମନ୍ତ୍ରୀଙ୍କ ଉପରେ ଆକ୍ରମଣ । ବରଗଡରେ ବିଜେଡିର ହଙ୍ଗାମା । ରାଜ୍ୟ ବନାମ କେନ୍ଦ୍ର ବିବାଦର ଉଗ୍ର ହିଂସାତ୍ମକ ଚିତ୍ର । କୁହାଯାଉଛି ,ଏ ଆକ୍ରମଣ ପଛର ମାଷ୍ଟର ମାଇଣ୍ଡ ହେଉଛନ୍ତି ବିଜେଡି ବିଧାୟକ ଦେବେଶ ଆଚାର୍ଯ୍ୟ । ଯାହାଙ୍କ ବିରୋଧରେ ଲାଗିଛି ଆଇପିସିର ଧାରା…
Read More...

ଉଦ୍ଧାର ହୋଇଛି କିଲର ଭାଲୁର ମୃତଦେହ

ଜୟପୁର : ଆଜି ଉଦ୍ଧାର ହୋଇଛି କିଲର ଭାଲୁର ମୃତଦେହ । ଭାଲୁଟି ଗତକାଲି ଜୟପୁର ନୂଆପାଟ ଗାଁର ଜଣଙ୍କୁ ଆକ୍ରମଣ କରି ମାରିଦେଇଥିବାବେଳେ ଆଉ ଜଣକୁ ଗୁରୁତର ଭାବେ ଆହତ କରିଥିଲା । ଗତକାଲି ନୂଆପାଟ ଗ୍ରାମର ଡମାଇ ନାୟକ ଜଂଗଲକୁ ଛତୁ ଆଣିବାକୁ ଯାଇଥିଲେ  । ଏହି ସମୟରେ ଜଂଗଲୀ ଭାଲୁଟିର କବଳରେ…
Read More...

କ୍ୟାପିଟାଲ ହସ୍ପିଟାଲରେ ଏକାକୀ ଲଢୁଛି ଭୁବନେଶ୍ୱର ବିସ୍ମୟ : ସେପଟେ କମିସନରେଟ୍ ପୁଲିସ୍ ଆରମ୍ଭ କରିଛି ତନାଘନା

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : କ୍ୟାପିଟାଲ ହସ୍ପିଟାଲର ଏସଏନସିୟୁ ଭିତରେ ଭୁବନେଶ୍ୱରର ବିସ୍ମୟ । ପାଖରେ ମାଆ ନାହିଁ । ତେଣୁ ଡାକ୍ତରୀ ବିଜ୍ଞାନର ଅତ୍ୟାଧୁନିକ ଯନ୍ତ୍ର ମାପୁଛି ତା ହୃତସ୍ପନ୍ଦନକୁ । ଆଉ ସେ ସେମିତି ନିସ୍ତେଜ୍ ହୋଇ ପଡି ରହିଛି ବେଡ୍ ଉପରେ । ମାଆ ଥାଇବି ମାଆ ଛେଉଣ୍ଡ…
Read More...

ଡାକ୍ତର ମୋତିଲାଲ ଗୌଡ ଅର୍ଥ ହେରଫେର ମାମଲା : ରାଜ୍ୟ ସରକାରଙ୍କê ଟାର୍ଗେଟ କଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ଡାକ୍ତର ମୋତିଲାଲ ଗୌଡ ଅର୍ଥ ହେରଫେର ମାମଲାରେ ପ୍ରତିକ୍ରିୟା ରଖିଛି ବିଜେପି । ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର କହିଛନ୍ତି, ମୋତିଲାଲ କରିଥିବା ସମସ୍ତ କେଳେଙ୍କାରୀ ରାଜ୍ୟ ସରକାରଙ୍କ ପୃଷ୍ଠ ପୋଷକତାରେ ହୋଇଛି । ସରକାରୀ ଗେଜେଟ୍ ଜାଲିଆତି ରାଜ୍ୟ…
Read More...

ଡାକ୍ତର ମୋତିଲାଲ ଗୈାଡ ଗିରଫ

କଟକ ବ୍ୟୁରୋ , କନକ ନ୍ୟୁଜ୍ : ଡାକ୍ତର ମୋତିଲାଲ ଗୌଡ ଗିରଫ । ମିଥ୍ୟା ସରକାରୀ ବିଜ୍ଞପ୍ତି ମାମଲାରେ ଟଙ୍କା ହଡପ ଅଭିଯୋଗର ମୁଖ୍ୟ ଅଭିଯୁକ୍ତ ଡାକ୍ତର ମୋତିଲାଲ ଗୌଡଙ୍କୁ କ୍ରାଇମବ୍ରାଂଚ ଗିରଫ କରିଛି । ମୋତିଲାଲଙ୍କୁ ଆନ୍ଧ୍ର ପ୍ରଦେଶର ବିଜୟନଗରମ୍ ଓ ବିଶାଖାପାଟଣା ଅଂଚଳରୁ ଗିରଫ କରାଯାଇଛି ।…
Read More...