Browsing Category

ନ୍ୟୁଜ୍

ପ୍ରୋଜେକ୍ଟ ଫାଇଲ୍ ଚିରି ଦେଲେ ବାବୁ: ତାତି ନିଆଁ ହୋଇଗଲେ ସ୍ୱାଧୀନ ଜିଲ୍ଲା ପରିଷଦ ସଭ୍ୟ ଦିବ୍ୟଦାନ ସୁନା

କନକ ବ୍ୟୁରୋ: ବାବୁ ଚିରି ଦେଲେ ପ୍ରୋଜେକ୍ଟ ଫାଇଲ୍ । ପ୍ରସ୍ତାବ ସଂପର୍କୀତ କାଗଜ ଚିରି ଦେବାରୁ ଡିଆରଡିଏ ପିଏ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ପିଏଙ୍କ କାର୍ଯ୍ୟାଳୟରେ ତାଲା ପକାଇ ଦେଇଛନ୍ତି ସ୍ୱାଧିନ ଜିଲ୍ଲା ପରିଷଦ ସଭ୍ୟ । ଏଭଳି ଏକ ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲାରୁ । ନନ୍ଦାହାଣ୍ଡି…
Read More...

ଦିନକ ପରେ ଶ୍ରୀଜିଉଙ୍କ ସ୍ନାନ ପୂର୍ଣ୍ଣିମା: ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ନେଇ ପୁଲିସର…

କନକ ବ୍ୟୁରୋ: ଦିନକ ପରେ ଶ୍ରୀଜିଉଙ୍କ ସ୍ନାନ ପୂର୍ଣ୍ଣିମା । ରବିବାରରେ ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ନେଇ ପୁଲିସ ପକ୍ଷରୁ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । କେନ୍ଦ୍ରାଂଚଳ ଆଇଜି ଆଶିଷ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକରେ ସ୍ନାନ ପୂର୍ଣ୍ଣିମା…
Read More...

କଲେଜର ଏ କି ଅଜବ ଶିକ୍ଷା ବ୍ୟବସ୍ଥା? ସାତ୍ନକୋତ୍ତର ୪ଟି ସେମିଷ୍ଟରୁ ୩ଟି ସେମିଷ୍ଟରର ରେଜଲ୍ଟ ପ୍ରକାଶ କଲେ, ଚତୁର୍ଥ…

କନକ ବ୍ୟୁରୋ: କଲେଜର ଏ କି ଅଜବ ବ୍ୟବସ୍ଥା । ଜଣେ ଛାତ୍ରୀ ସାତ୍ନକୋତର ୪ଟି ଯାକ ସେମିଷ୍ଟର ଦେଲେ । ୩ଟି ସେମିଷ୍ଟର ପରୀକ୍ଷା ଫଳ ପ୍ରକାଶ ବି ପାଇଛି । ହେଲେ ଚତୁର୍ଥ ସେମିଷ୍ଟର ପରୀକ୍ଷା ଫଳ ପ୍ରକାଶ ପାଇବା ବେଳକୁ ସମ୍ପୃକ୍ତ ଛାତ୍ରୀ ଜଣ କଲେଜର ଅସଲି ଛାତ୍ରୀ ନୁହନ୍ତି ବୋଲି ଦର୍ଶାଇ ତାଙ୍କ…
Read More...

ପାଚେରୀରେ ଚାପି ହୋଇଗଲା ସ୍ୱପ୍ନ: ମୂଲ ଲାଗିବାକୁ ଯାଇ ଚାଲିଗଲା ଜୀବନ

କନକ ବ୍ୟୁରୋ: ବଣ୍ଡା ମେଧାବୀ ଛାତ୍ରୀ କର୍ମା ମୁଦୁଲି ମୁଲ ଲାଗିବା ଘଟଣା ସାରା ରାଜ୍ୟ ରେ ଚାଂଚଲ୍ୟ ଖେଳାଇ ଥିବା ବେଳେ ସେଇ ମାଲକାନଗିରି ଜିଲ୍ଲାରେ ପୁଣି ଜଣେ ଯୁକ୍ତ ଦୁଇ ବାଣିଜ୍ୟ ଛାତ୍ର ମୁଲ ଲାଗିବାକୁ ଯାଇ ପ୍ରାଣ ହରାଇଛନ୍ତି । ଅନ୍ୟ ଜଣେ ଦଶମ ପାସ ଛାତ୍ରୀ ପରିବାର ସହ ମୁଲ ଲାଗିବା…
Read More...

ପଞ୍ଚାୟତ ଅଫିସର ନାହିଁ ନିଜସ୍ୱ ଘର: ଭଡା ଘରେ ଚାଲିଛି କଣାସ ବ୍ଲକର ୧୦ଟି ପଞ୍ଚାୟତ କାର୍ଯ୍ୟାଳୟ

କନକ ବ୍ୟୁରୋ: ସରକାର ଭୂମିହିନଙ୍କୁ ଜମି ଯୋଗାଇ ଦେଉଛନ୍ତି, ଘର ପାଇଁ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି, କିନ୍ତୁ ସରକାରୀ କାର୍ଯ୍ୟାଳୟ ପାଇଁ ଜାଗା ନାହିଁ କି ଘର ନାହିଁ । ତେଣୁ ଭଡା ଘରେ ଚାଲିଛି ପଂଚାୟତ ଅଫିସ । ପୁରୀ ଜିଲ୍ଲା କଣାସ ବ୍ଲକରେ ୧୦ଟି ପଂଚାୟତର ନିଜସ୍ୱ କାର୍ଯ୍ୟାଳୟ ନାହିଁ ।…
Read More...

ଆଜି ରାତି ୧୦ରୁ କାଲି ଦିନ ୨ଟା ଯାଏଁ ଦର୍ଶନ ବନ୍ଦ: ସ୍ନାନପୂର୍ଣ୍ଣିମା ନୀତିକୁ ନେଇ ଆରମ୍ଭ ହେଲା ପ୍ରସ୍ତୁତି

କନକ ବ୍ୟୁରୋ: ଦିନକ ପରେ ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଶ୍ରୀଜିଉଙ୍କ ଗଜବେଶ ଦର୍ଶନ କରିବା ପାଇଁ ଭକ୍ତଙ୍କ ମନେରେ ପ୍ରବଳ ଉତ୍ସାହ। ସେଥିପାଇଁ ଏବେ ରାଜ୍ୟ ଏବଂ ବାହାର ରାଜ୍ୟରୁ ଶ୍ରଦ୍ଧାଳୁମାନଙ୍କ ଆଗମନ ହେବାରେ ଲାଗିଛି। ପୁରୀରେ ଭକ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।…
Read More...

ଦିଲ୍ଲୀ ଅବକାରୀ ନୀତି ମାମଲାରେ ସିସୋଦିଆଙ୍କୁ ଆଶ୍ୱସ୍ତି, ପତ୍ନୀଙ୍କୁ ଭେଟିବାକୁ କୋର୍ଟ ଦେଲେ ଅନୁମତି

କନକ ବ୍ୟୁରୋ : ଦିଲ୍ଲୀ ଅବକାରୀ ନୀତି ମାମଲା ସହିତ ଜଡିତ ଅର୍ଥ ହେରଫେର ମାମଲାରେ ଦିଲ୍ଲୀ ସରକାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ କୋର୍ଟ ତରଫରୁ ଆଶ୍ୱସ୍ତି ମିଳିଛି । କୋର୍ଟଙ୍କ ଅନୁମତି ମୁତାବକ ସିସୋଦିଆ ଜୁନ ୩ ତାରିଖ ସକାଳ ୧୦ଟାରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ପତ୍ନୀଙ୍କୁ…
Read More...

ଚାମ୍ପିୟନ୍ ହେବା ପରେ କାହିଁକି ଟ୍ରଫି ଉଠାଇଥିଲେ ରାଇଡୁ ଆଉ ଜାଡେଜା? କାହିଁକି ଆଇପିଏଲ୍ ଟ୍ରଫି ଉଠାଇ ନଥିଲେ…

କନକ ବ୍ୟୁରୋ: ଆଇପିଏଲ୍ ଫାଇନାଲ କଥା ତ ଆପଣଙ୍କୁ ନିଶ୍ଚୟ ମନେଥିବ । ଗୁଜରାଟ ଟାଇଟନ୍ସକୁ ହରାଇ ଏଥର ପଞ୍ଚମ ଥର ପାଇଁ ଟ୍ରଫି ଜିତିଥିଲା ଚେନ୍ନାଇ ସୁପର କିଙ୍ଗସ୍ । ଆଉ ଧୋନୀ ପୁଣିଥରେ କ୍ୟାପଟେନ୍ ସାଜି ନିଜ ଦଳକୁ ଚାମ୍ପିୟନ୍ କରାଇଥିଲେ । ହେଲେ ଫାଇନାଲ ମ୍ୟାଚରେ ଚାମ୍ପିୟନ୍ ହେବା ପରେ, ଏକ…
Read More...

ବସ୍ତିରୁ ଭୁବନେଶ୍ୱର ଟପ୍ପର । ଶ୍ରମିକ କାମ କରି ବଡ ସଫଳତା । ଧନ ନୁହେଁ, ପାଠ ପାଇଁ ଦରକାର ପଡେ ମନ । ସଂଘର୍ଷ ଭିତରେ…

କନକ ବ୍ୟୁରୋ: ପରୀକ୍ଷା ତ ଅନେକ ଦିଅନ୍ତି । ସଫଳତା ତ ଅନେକ ପାଆନ୍ତି । ହେଲେ କାଗଜ, କଲମର ଏ ଜୀବନ ଭିତରେ ସଂଘର୍ଷର ଉତ୍ତର ଦେଇ ସଫଳତା ପାଇବାର ସ୍ୱପ୍ନ ବୋଧହୁଏ ଖୁବ୍ କ୍ୱଚିତ୍ ଲୋକ ଦେଖିଥାନ୍ତି । ଏ ହେଉଛି ସେମିତି କିଛି ଖବର... କହନ୍ତି ଜୀବନର ପାଦେ ପାଦେ ପ୍ରତି କ୍ଷଣରେ ପରୀକ୍ଷା ଦେଇ…
Read More...

ହସ୍ପିଟାଲ ବେଡରେ ମୃତ୍ୟୁ ସହ ଲଢୁଛି ବାପଛେଉଣ୍ଡ ଝିଅ ମୋନାଲିସା । ଆପଣଙ୍କର ଛୋଟିଆ ସହାୟତା ମୋନାଲିସାକୁ ଦେବ ନୂଆ ଜୀବନ…

କନକ ବ୍ୟୁରୋ : ମୃତ୍ୟୁ ସହ ସଂଘର୍ଷ କରୁଛି ମୋନାଲିସା, ବାସ୍ ଆପଣଙ୍କ ସହାୟତା ମିଳିଲେ ବଞ୍ଚିଯିବ ବାପଛେଉଣ୍ଡ ଝିଅର ଜୀବନ । ଯିଏ ପ୍ରତିଦିନ ଅନ୍ୟଙ୍କ ଜୀବନ ବଞ୍ଚାଇବାରେ ସାଥ୍ ଦେଉଥିଲା, ଏବେ ସିଏ ନିଜେ ପ୍ରତିଦିନ ମୃତ୍ୟୁ ସହ ଲଢେଇ କରୁଛି । ୧୫ ଦିନ ହେବ ପ୍ରତିଦିନ ଚାଲିଛି ମୃତ୍ୟୁ ସହ…
Read More...