Browsing Category

ନ୍ୟୁଜ୍

ମୋଦୀଙ୍କୁ ଅଟୋଗ୍ରାଫ୍ ମାଗିଲେ ବାଇଡେନ । କହିଲେ, ଆମେରିକାରେ ରହିଛନ୍ତି ଆପଣଙ୍କର ଜବରଦସ୍ତ ପ୍ରଶଂସକ

କନକ ବ୍ୟୁରୋ : ଜି-୨୦ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ଅନ୍ୟଦେଶର ନେତାମାନଙ୍କ ସମ୍ମାନ କେତେ ଉଚ୍ଚରେ ତାହା ଦେଖିବାକୁ ମିଳିଛି । ବିଶେଷ ଭାବେ ବିଶ୍ୱର ସବୁଠାରୁ ବିକଶିତ ରାଷ୍ଟ୍ର କୁହାଯାଉଥିବା ଆମେରିକାର ସର୍ବୋଚ୍ଚ ନେତା ତଥା ରାଷ୍ଟ୍ରପତି ଯେତେବେଳେ…
Read More...

ନୂଆ ସଂସଦ ଭବନ ଉଦଘାଟନକୁ ନେଇ ଆସିଲା ରାହୁଲ ଗାନ୍ଧୀଙ୍କ ବୟାନ । କହିଲେ ପ୍ରଧାନମନ୍ତ୍ରୀ ନୁହଁନ୍ତି ବରଂ ରାଷ୍ଟ୍ରପତି…

କନକ ବ୍ୟୁରୋ : ମେ’୨୮ ତାରିଖରେ ନୂଆ ସଂସଦ ଭବନକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ହେଲେ ଆଜି ଏହା ଉପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି କି ନୂଆ ସଂସଦ ଭବନର ଉଦଘାଟନ ପ୍ରଧାନମନ୍ତ୍ରୀ ନୁହଁନ୍ତି ବରଂ ରାଷ୍ଟ୍ରପତି କରିବା ଉଚିତ୍ । ସଂସଦ…
Read More...

ଓଡିଶା ସିମକାର୍ଡକୁ ପାକିସ୍ତାନରେ ଅପରେଟ ଘଟଣା : ମାଷ୍ଟରମାଇଣ୍ଡ ପଠାଣି ସାମନ୍ତ ଲେଙ୍କାର ୨ ସହଯୋଗୀ ଅଟକ

କନକ ବ୍ୟୁରୋ : ଓଡିଶା ସିମକାର୍ଡର ପାକିସ୍ତାନ ସହ ଲିଙ୍କ ଘଟଣାର ମାଷ୍ଟରମାଇଣ୍ଡ ପଠାଣି ସାମନ୍ତ ଲେଙ୍କାର ୨ ସହଯୋଗୀ ଅଟକ । ଦେଶବିରୋଧୀ କାର୍ଯ୍ୟ କରୁଥିବା ଅଭିଯୋଗରେ ୨ ଜଣଙ୍କୁ ଯାଜପୁରରୁ ଉଠାଇଲା ଏସଟିଏଫ । ସେହିପରି ଖୁବଶୀଘ୍ର ଅଭିଯୁକ୍ତଙ୍କ ମୋବାଇଲ ଫୋନକୁ ଫରେନସିକ୍ ଲ୍ୟାବକୁ ପଠାଯିବ…
Read More...

ଜି-୭ ଶିଖର ସମ୍ମିଳନୀରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଭେଟିଲେ ମୋଦୀ । କହିଲେ, ଏହି ଯୁଦ୍ଧ ମାନବତାର ପ୍ରସଙ୍ଗ

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ଜି-୭ ଶିଖର ସମ୍ମିଳନୀରେ ୟୁକ୍ରେନ ଓ ଋଷ ମଧ୍ୟରେ ଲାଗିଥିବା ଯୁଦ୍ଧକୁ ନେଇ ନିଜର ଆଭିମୁଖ୍ୟ ରଖିଛନ୍ତି । ସେ କହିଛନ୍ତି କି ଏବେ ସମୟର ସ୍ଥିତି ରାଜନୀତି କିମ୍ବା ଅର୍ଥ ବ୍ୟବସ୍ଥା ପ୍ରସଙ୍ଗ ନୁହେଁ ବରଂ ଗତ ଏକ ବର୍ଷରୁ ଅଧିକ ସମୟ…
Read More...

ଜି-୭ ଶିଖର ସମ୍ମିଳନୀରେ ମୋଦୀ ପିନ୍ଧିଲେ ନିଆରା ଜ୍ୟାକେଟ, ଜ୍ୟାକେଟ ପ୍ରସ୍ତୁତିରେ ବ୍ୟବହାର ହୋଇଥିବା ସାମଗ୍ରୀକୁ ନେଇ…

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଦେଶ ଗସ୍ତ ବେଳେ କିଛି ନା କିଛି ନିଆରା ପୋଷାକ ପରିଧାନକୁ ନେଇ ଚର୍ଚ୍ଚାରେ ଥାନ୍ତି । ହେଲେ ଏବେ ଜି-୭ ଶିଖର ସମ୍ମିଳନୀରେ ମୋଦୀ ପିନ୍ଧିଥିବା ଜ୍ୟାକେଟକୁ ନେଇ ବେଶ୍ ଚର୍ଚ୍ଚା ହେବାରେ ଲାଗିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜ-୭…
Read More...

ଶ୍ରୀମନ୍ଦିରରେ ଫିଙ୍ଗାହେଲା ଦୁଇ ଶହ ହାଣ୍ଡି ମହାପ୍ରସାଦ : ପ୍ରବେଶ କଟକଣା ପାଇଁ ହଇରାଣ ହେଲେ ହଜାର ହଜାର ଶ୍ରଦ୍ଧାଳୁ

କନକ ବ୍ୟୁରୋ : ଶ୍ରୀମନ୍ଦିରରେ ଫିଙ୍ଗାହେଲା ଦୁଇ ଶହ ହାଣ୍ଡି ମହାପ୍ରସାଦ । ପ୍ରବେଶ କଟକଣା ପାଇଁ ହଇରାଣ ହେଲେ ହଜାର ହଜାର ଶ୍ରଦ୍ଧାଳୁ । ମନ୍ଦିରକୁ ନଯାଇପାରିବାରୁ ଅବଢ଼ା କିଣି ପାରିନଥିଲେ ଶ୍ରଦ୍ଧାଳୁ । ଫଳରେ ମହାପ୍ରଭୁଙ୍କ ମହାପ୍ରସାଦ ବିକ୍ରି ହୋଇନପାରି ନଷ୍ଟ ହେବା ଭଳି ଅଭାବନୀୟ…
Read More...

ରିଷି ସୁନକଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ : ଦୁଇ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା

କନକ ବ୍ୟୁରୋ : ବ୍ରିଟେନ୍ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଜାପାନ ହିରୋସୀମାରେ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି । ବିଭିନ୍ନ ପ୍ରସଙ୍ଗରେ ଦୁଇ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇଛି । ବ୍ୟବସାୟ, ବିଜ୍ଞାନ ଆଦି ପ୍ରସଙ୍ଗରେ ଦୁଇ…
Read More...

ମଣିଷଙ୍କ ସହ କୋଠା ଘରେ ରହୁଛି, ପରିବାରର ସଦସ୍ୟଙ୍କ ପରି ଚଳୁଛି ବାଛୁରୀ ବଜରଙ୍ଗୀ…

କନକ ବ୍ୟୁରୋ: ବାଛୁରୀର ନାଁ ବଜରଙ୍ଗୀ । ପଶୁ ନୁହେଁ ପୁଅ ପରି ବଢିଛି । ମଣିଷଙ୍କ ସହ କୋଠା ଘରେ ରହୁଛି... ସବୁ ମଣିଷ ପଶୁଙ୍କ ପ୍ରତି ନିର୍ଦ୍ଦୟ ହୁଅନ୍ତିନି କି ସମସ୍ତେ ପଶୁଙ୍କୁ ଘୃଣା କରନ୍ତିନି । କିଛି ଲୋକ ଏମିତି ଥାଆନ୍ତି ଯେଉଁମାନେ ପଶୁଙ୍କୁ ଏତେ ମାତ୍ରାରେ ଭଲପାଆନ୍ତି ଯେ, ପଶୁଙ୍କୁ…
Read More...

ନୂଆପଡା ଗସ୍ତରେ ଫାଇଭଟି ସଚିବ : ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କରିବେ ସମୀକ୍ଷା

କନକ ବ୍ୟୁରୋ : ନୂଆପଡ଼ା ଗସ୍ତରେ ୫ଟି ସଚିବ । ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି । ୧୩ଟି ସ୍ଥାନ ପରିଦର୍ଶନ କରିବା ସହ ଫାଇଭଟି ସ୍ଥାନରେ ସିଧାସଳଖ ଲୋକଙ୍କ ସହ ଆଲୋଚନା କରିବେ ୫ଟି ସଚିବ। ଜଳସେଚନ, ଶିକ୍ଷା, ସ୍ବାସ୍ଥ୍ୟ ସେବା, ଗମନାଗମନ ଭଳି…
Read More...

ଥିଲାବାଲାଙ୍କ ପାଇଁ ନୁହେଁ, ନଥିଲା ବାଲାଙ୍କ ପାଇଁ ଟିଫିନ୍ ଷ୍ଟଲ୍ । ଯେଉଁଠି ଲାଗେ ଭୋକିଲା ପେଟଙ୍କ ଭିଡ ।

କନକ ବ୍ୟୁରୋ: ଭୋକିଲା ପେଟ, ଅଭାବର ଆଖି, ଆଶାର ଚାହାଣୀ- କିଏ ଜଣେ ଆସିବ ଗଣ୍ଡେ ଖାଇବାକୁ ଦେବ । ସମାଜରେ ଅନେକ ଲୋକ ଅଛନ୍ତି ଯେଉଁମାନେ ଅନ୍ୟ ଉପରେ ନିର୍ଭର କରି ରୁହନ୍ତି । ସେମାନଙ୍କ ହାତକୁ ଅନେଇ ରହିଥାନ୍ତି । କିନ୍ତୁ ଆଜିର ଏ ସ୍ୱାର୍ଥପର ସମାଜରେ କିଏ ବା କାହାକୁ ସାହାଯ୍ୟ କରିବ । ଏଠି…
Read More...