Browsing Category

ଦିଲ୍ଲୀ ଲଢେଇ

କାଶୀ ବିଶ୍ୱନାଥଙ୍କ ମନ୍ଦିରରେ ରୁଦ୍ରାଭିଷେକ ପରେ ବିଜେପି କର୍ମୀଙ୍କୁ ମୋଦିଙ୍କ ସମ୍ବୋଧନ: କହିଲେ, ପ୍ରଧାନମନ୍ତ୍ରୀ…

କନକ ବ୍ୟୁରୋ: ୨୦୧୯ ନିର୍ବାଚନରେ ମହାବିଜୟ ପରେ କାଶୀ ଜନତାଙ୍କୁ କୃତଜ୍ଞତା ଜଣାଇଛନ୍ତି ନରେନ୍ଦ୍ର ମୋଦି । ସେ କହିଛନ୍ତି ମୁଁ ବିଜେପି କାର୍ଯ୍ୟକର୍ତାଙ୍କ ଆଦେଶକୁ ପାଳନ କରେ । ସେମାନଙ୍କ ସନ୍ତୋଷ ମୋ ଜୀବନମନ୍ତ୍ର । ପ୍ରଧାନମନ୍ତ୍ରୀ ହେଲେ ବି ମୁଁ ଦଳର ସାଧାରଣ କର୍ମୀ । ସଭାରେ ମୋଦି…
Read More...

ହିନ୍ଦୀ ହାର୍ଟଲାଣ୍ଡରେ ପରାଜୟ ପାଇଁ ୩ ବଡ ନେତାଙ୍କ ଉପରେ ରାହୁଲ ଅସନ୍ତୁଷ୍ଟ । ଗେହଲଟ, କମଲନାଥ ଓ ଚିଦାମ୍ୱରମ୍,…

କନକ ବ୍ୟୁରୋ: ସାଧାରଣ ନିର୍ବାଚନରେ କଂଗ୍ରେସ ଶୋଚନୀୟ ପରାଜୟ ବରଣ କରିଛି । ଆଉ ଏହି ସମୟରେ ସିଡବ୍ଲୁସି ବୈଠକରେ ମନ୍ଥନ ହୋଇଛି । ସବୁଠାରୁ ବଡ କଥା ହେଲା ଛତିଶଗଡ, ମଧ୍ୟପ୍ରଦେଶ ଓ ରାଜସ୍ଥାନ ଭଳି ରାଜ୍ୟରେ ବି କଂଗ୍ରେସର ପ୍ରଦର୍ଶନ ଭଲ ହୋଇନାହିଁ । ଏହି ସମୟରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ…
Read More...

ଆଜି ବସୁଛି ବିଜେପି ସଂସଦୀୟ ଦଳ ବୈଠକ । ଏନଡିଏ ସାଂସଦଙ୍କୁ ୧୦୦ ଦିନର ଏଜେଣ୍ଡା ନିର୍ଦ୍ଧାରଣ ପାଇଁ ଦିଆଯିବ ମାର୍ଗଦର୍ଶନ

କନକ ବ୍ୟୁରୋ: ଆଜି ବସୁଛି ବିଜେପି ସଂସଦୀୟ ଦଳ ବୈଠକ । ଏହି ବୈଠକରେ ନରେନ୍ଦ୍ର ମୋଦିଙ୍କୁ ସଂସଦୀୟ ଦଳ ନେତା ଭାବେ ନିର୍ବାଚିତ କରିବା ପାଇଁ କେବଳ ଔପଚାରିକତା ରହିଯାଇଛି । ବିଜେପି ବୈଠକ ପରେ ଏନଡିଏ ବୈଠକ ଅନୁଷ୍ଠିତ ହେବ । ଏନଡିଏ ବୈଠକରେ ଶିବସେନା ସୁପ୍ରିମୋ ଉଦ୍ଧବ ଠାକ୍ରେ, ଲୋକ ଜନଶକ୍ତି…
Read More...

ବାରବାଟୀ-କଟକରେ କମାଲ କଲା କଂଗ୍ରେସ । ବିଜେଡି ହେଭିୱେଟ୍ ଦେବାଶିଷଙ୍କୁ ପରାସ୍ତ କରି ବିଜୟୀ ଟୀକା ପିନ୍ଧିଲେ କଂଗ୍ରେସ…

କନକ ବ୍ୟୁରୋ: କଟକ ବାରବାଟୀରେ କମବ୍ୟାକ୍ କଲା କଂଗ୍ରେସ । କଟକ-ବାରବାଟୀରେ କଂଗ୍ରେସ ପ୍ରାର୍ଥୀ ମହମ୍ମଦ ମୋକିମ୍ ‘ହାତ’କୁ କଲେ ମଜବୁତ । ବିଜେଡି ହେଭିୱେଟ ଦେବାଶିଷ ସାମନ୍ତରାୟଙ୍କୁ ୪ ହଜାର ୧୧୧ ଖଣ୍ଡ ଭୋଟ୍ ବ୍ୟବଧାନରେ ପରାସ୍ତ କରି ବିଧାୟକ ଭାବେ ନିର୍ବାଚିତ ହେଲେ ମହମ୍ମଦ ମୋକିମ । ଯେଉଁ…
Read More...

ଗାନ୍ଧିନଗରର ଗାଦି ସମ୍ଭାଳିବ ଗେରୁଆ ଦଳ । ୫ ଲକ୍ଷରୁ ଅଧିକ ଭୋଟ୍ ସହ ବିଶାଳ ବିଜୟ ଅଭିମୁଖେ ଅମିତ ଶାହା । 

କନକ ବ୍ୟୁରୋ : ବିଜେପି ଭୀଷ୍ମ ପିତାମହ ଲାଲକୃଷ୍ଣ ଆଡଭାନୀଙ୍କ ରେକର୍ଡ ଭାଙ୍ଗିଲେ ବିଜେପି ଚାଣକ୍ୟ ଅମିତ୍ ଶାହା । ପ୍ରଥମ ଥର ପାଇଁ ଗାନ୍ଧିନଗରରୁ ନିର୍ବାଚନ ଲଢି ଗାଦି ସମ୍ଭାଳିବାକୁ ଯାଉଛନ୍ତି ବିଜେପି ସଭାପତି । ବର୍ତ୍ତମାନର ଟ୍ରେଣ୍ଡ ମୁତାବକ, ଗାନ୍ଧିନଗରକୁ ଗେରୁଆ ରଙ୍ଗରେ ରଙ୍ଗୀନ କରି ୫…
Read More...

ମତଗଣନା ପୂର୍ବରୁ କର୍ମୀଙ୍କୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଆହ୍ୱାନ। କର୍ମୀଙ୍କୁ ଟିପ୍ସ ଦେଇ କହିଲେ, ଆସନ୍ତା…

କନକ ବ୍ୟୁରୋ: ଜାତୀୟ ସ୍ତରରେ ସର୍ଭେ ସଂସ୍ଥାର ଏଗଜିଟ ପୋଲ୍ ପୂର୍ବାନୁମାନ ଆସିବା ପରେ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଏଗଜିଟ ପୋଲ ପୂର୍ବାନୁମାନ ଅନୁସାରେ ଏନଡିଏକୁ ବହୁମତ ମିଳିଛି । ତେବେ କଂଗ୍ରେସ ଅଧ୍ୟକ୍ଷ ଦଳୀୟ କର୍ମୀଙ୍କ ଉଦ୍ଦେଶ୍ୟରେ…
Read More...

ନିଜ ସର୍ଭେ ରିପୋର୍ଟରେ ବି ଫେଲ ହେଲା କଂଗ୍ରେସ । ୟୁପିଏକୁ ପଛରେ ପକାଇ ଆଗରେ ରହିଲା ଏନଡିଏ

କନକ ବ୍ୟୁରୋ : ସରିଲା ନିର୍ବାଚନ । ଆଉ ଏହାପରେ ଆସିଲା ଏକଜିଟ ପୋଲ ରିପୋର୍ଟ । ଦେଶର ମୁଡ କଣ ରହିଛି? ଆଗାମୀ ଦିନରେ କିଏ ନିର୍ବାଚନରେ ବିଜୟୀ ହେବେ ଆଜିକୁ ନେଇ ସର୍ଭେ କରାଯାଏ । ଚଳିତଥର ମଧ୍ୟ ବିଭିନ୍ନ ସଂସ୍ଥା ଓ ଗଣମାଧ୍ୟମ ନିଜର ଏକଜିଟ ପୋଲ କରିଥିଲେ । କେବଳ ତାହା ନୁହେଁ ବିଭିନ୍ନ ମଧ୍ୟ…
Read More...

ବିଜେପି ଦଫ୍ତରରେ ନେତାଙ୍କ ମେଳି । ଫଳାଫଳ ପୂର୍ବରୁ କ୍ଷମତା ପାଇଁ ବଡ କସରତ, ଏକାଠି ହେଉଛନ୍ତି ବିଜେପିର ତୁଙ୍ଗ ନେତା ।

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ଫଳାଫଳକୁ ଆଉ ମାତ୍ର ୪୮ ଘଣ୍ଟାର ସମୟ ବାକି ରହିଛି । ଆଉ ଫଳାଫଳ ଆସିବା ପୂର୍ବରୁ କସରତ ଆରମ୍ଭ କରିଦେଇଛନ୍ତି ରାଜନୈତିକ ଦଳ । ଏନଡିର ସହଯୋଗୀ ଦଳ ନେତାଙ୍କ ବୈଠକ ଆଉ କିଛି ସମୟ ପରେ ବସିବ । ଏଥିପାଇଁ ବିଜେପି ଦଫ୍ତରରେ ନେତାଙ୍କ ଭିଡ ଦେଖିବାକୁ ମିଳିଲାଣି ।…
Read More...

ସିଦ୍ଧରମୈୟାଙ୍କ ଉପରେ ବର୍ଷିଲେ କଂଗ୍ରେସ ନେତା ରୋଶନ ବେଗ୍। କହିଲେ, ରାଜ୍ୟ ସରକାର ଗଠନର ପ୍ରଥମ ଦିନରୁ ହିଁ ସେ ନିଜକୁ…

କନକ ବ୍ୟୁରୋ: କର୍ଣ୍ଣାଟକ କଂଗ୍ରେସରେ କନ୍ଦଳ । ଅସନ୍ତୋଷ ପ୍ରକାଶ କଲେ କଂଗ୍ରେସ ନେତା ରୋଶନ ବେଗ୍ । ରାଜ୍ୟ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ଉପାରେ ବର୍ଷିଛନ୍ତି ବେଗ୍ । ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କୁ କାମ କରିବାକୁ ଦିଆଯାଉ…
Read More...

ଦେଶରେ ନିର୍ବାଚନ ସରିଲା । ବନ୍ଦ ହେଲା ନମୋ ଟିଭି

କନକ ବ୍ୟୁରୋ : ୨୦୧୯ ଲୋକସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ ମାର୍ଚ୍ଚ ୨୬ ତାରିଖରେ ଯେମିତି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ସମସ୍ତଙ୍କ ଟିଭିରେ ‘ନମୋ ଟିଭି’ ଚ୍ୟାନେଲର ଆବିର୍ଭାବ ଘଟିଥିଲା, ଠିକ୍ ସେମିତି ଢ଼ଙ୍ଗରେ ଗତକାଲି ଏକଜିଟ ପୋଲରେ ‘ନମୋ’ (ନରେନ୍ଦ୍ର ମୋଦି) ଆଉ ଥରେ ପ୍ରଧାନମନ୍ତ୍ରୀ…
Read More...