Browsing Category

ଜୀବନଚର୍ଯ୍ୟା

ପ୍ରାତଃଭ୍ରମଣ ସମୟରେ କରନ୍ତୁ ନାହିଁ ଏହି ସବୁ ଭୁଲ ! ଧ୍ୟାନ ଦିଅନ୍ତୁ . . .

ଫିଟନେସ ପାଇଁ ଲୋକ ଅନେକ ପ୍ରକାରର ବ୍ୟାୟାମ କରିଥାନ୍ତି । ଏଥିରେ ସନ୍ତୁୁଳିତ ଖାଦ୍ୟ ଖାଇବା ଏବଂ ନିୟମିତ ବ୍ୟାୟାମ ମଧ୍ୟ ସାମିଲ ରହିଛି । ପ୍ରାତଃଭ୍ରମଣରେ ମଧ୍ୟ ଶରୀରକୁ ସୁସ୍ଥ ରଖିବାରେ ମହତ୍ୱପୂର୍ଣ୍ଣ ଯୋଗଦାନ ରହିଛି । ଲୋକ ଜିମ୍ ଓ ଯୋଗଠାରୁ ପ୍ରାତଃଭ୍ରମଣକୁ ଅଧିକ ପ୍ରଧାନ୍ୟ ଦିଅନ୍ତି,…
Read More...

ବିନା ମେକଅପରେ ସୁନ୍ଦର ଦିଶିବେ କିପରି ? ଆପଣଙ୍କୁ କିଛି ଘରୋଇ ଟିପ୍ସ

ଯୁବତୀ ଓ ମହିଳାମାନେ ବିନା ମେକ-ଅପରେ ବାହାରକୁ ଯାଆନ୍ତି ନୁହେଁ । କିନ୍ତୁ ବର୍ତ୍ତମାନ ବ୍ୟସ୍ତବହୁଳ ଜୀବନରେ ମେକ-ଅପ ନେବା ପାଇଁ ବି ସମୟ ମିଳୁନାହିଁ । ତେବେ ଏଭଳି ସ୍ଥତିରେ ଅତି ସହଜରେ ଅପାଣ ମେକ-ଅପ ନ ନେଇ ବି ସୁନ୍ଦରୀ ଦିଶି ପାରିବେ । ତେବେ ମେକ-ଅପରୁ କ୍ଷାନ୍ତ ରହିବାକୁ ପ୍ରଥମେ ଅଡ଼ୁଆ…
Read More...

କେଶକୁ ରଙ୍ଗ କରୁଛନ୍ତି କି ? ଏହା ପୂର୍ବରୁ ଜାଣି ରଖନ୍ତୁ କିଛି ସାଧାରଣ କଥା

ଆଜିକାଲି କେଶକୁ ବିଭିନ୍ନ ରଙ୍ଗରେ ସଜାଇବା ଏକ ଫ୍ୟାଶନ ହୋଇଯାଇଛି । କେହି କେହି ସଂପୂର୍ଣ୍ଣ କେଶକୁ ରଙ୍ଗକରୁଛନ୍ତି ତ ଆଉ କେହି ହାଇ ଲାଇଟ କରୁଛନ୍ତି । ତେବେ କେଶକୁ ରଙ୍ଗ କରିବା ଯେତିକି ସହଜ ଦେଖାଯାଉଛି ତାହା ବାସ୍ତବରେ ସେତିକି ସହଜ ନୁହେଁ । ଏହା ସହିତ ଯୋଡ଼ି ହୋଇ ଅନେକ କାରଣ ରହିଛି,…
Read More...

ଆବଶ୍ୟକତା ଠାରୁ ଅଧିକ ଲୁଣ ଖାଉଛନ୍ତି କି ? ସାବଧାନ, ଅନେକ ରୋଗର ଶିକାର ହୋଇପାରନ୍ତି . .

କୁହାଯାଏ ଲୁଣ ବିନା ଖାଦ୍ୟର କୌଣସି ମାନେ ନଥାଏ । ଲୁଣ ବିନା ଖାଦ୍ୟର ସ୍ୱାଦ ନଥାଏ । ଖାଦ୍ୟରେ ଲୁଣର ଏକ ପ୍ରମୁଖ ଭୂମିକା ରହିଛି । ଖାଦ୍ୟରେ ଲୁଣ କମ ବ୍ୟବହାର ହୋଇଥିଲେ ତାହାକୁ ପୁନର୍ବାର ବ୍ୟବହାର କରାଯାଇ ପାରବ, କିନ୍ତୁ ଆବଶ୍ୟକତା ଠାରୁ ଅଧିକ ହୋଇଥିଲେ,ତାହାକୁ ଖାଇବା ସମ୍ଭବ ହୋଇନଥାଏ ।…
Read More...

ଶୀତଦିନରେ ତ୍ୱଚାକୁ କୋମଳ ରଖିବାକୁ ଚାହୁଁଛନ୍ତି କି ? 

ଶୀତ ଦିନରେ ତ୍ୱଚାକୁ ଯତ୍ନ ନେବା ଭାରି କଷ୍ଟ ଲାଗେ । କାରଣ ଜଳ ବି ଥଣ୍ଡା ଲାଗେ । ଯେଉଁଥି ପାଇଁ ଶୀତଦିନେ ଆମେ ତ୍ୱଚାର ଯତ୍ନ ଠିକ ଭାବେ ନେଇପାରିନଥାଉ । ଯାହା ଫଳରେ ତ୍ୱଚା ଶୁଷ୍କ ଓ ରୁକ୍ଷ ଦେଖାଯାଏ । କିନ୍ତୁ ଆପଣ ଏହି ତ୍ୱଚାକୁ ସ୍ଫଟ ରଖିବାକୁ ଚାହୁଁଛନ୍ତି କି ? ତେବେ ଆସନ୍ତୁ ଜାଣିବା,…
Read More...

କ୍ୟାନସରର କମାଇବ ଅମୃତଭଣ୍ଡା ! ଜାଣନ୍ତୁ କେତେ ଉପକାରୀ ?

ଦୈନନ୍ଦିନ ଜୀବନରେ ସୁସ୍ଥ ରହିବା ପାଇଁ ବିଭିନ୍ନ ପ୍ରକାର ଖାଦ୍ୟ ଆମେ ଖାଇଥାଉ । ତେବେ ସେହି ଖାଦ୍ୟ ମଧ୍ୟରୁ ଅମୃତଭଣ୍ଡା ମଧ୍ୟ ଗୋଟିଏ । ଅମୃତଭଣ୍ଡା ପ୍ରାୟ ସମସ୍ତେ ଖାଆନ୍ତି, କିନ୍ତୁ ଏହି ଅମୃତଭଣ୍ଡାରେ ରହିଥିବା ପୋଷକତତ୍ୱ ବିଷୟରେ କମଲୋକ ଜାଣିଥାନ୍ତି । ଯାହା ତ୍ୱଚା ପାଇ ବହୁ ଉପକାରୀ ।…
Read More...

ନକରାତ୍ମକ ଭାବକୁ କିପରି ଦୂରେଇବେ ? ଆପଣାନ୍ତୁ ୪ ଟି ଉପାୟ

ଜୀବନରେ ହାର ଜିତ ଲାଗି ରହିଥାଏ । ଯଦି ଆପଣଙ୍କୁ ଜୀବନରେ କେବେ ହାରର ସାମ୍ନା କରିବାକୁ ପଡେ ତେବେ ନିରାଶ ନହୋଇ ଏହାକୁ ଏକ ପରୀକ୍ଷା ଭାବନ୍ତୁ । ଆସନ୍ତୁ ଜାଣିବା ଏପରିସ୍ଥଳେ ଆପଣ ଆଗକୁ କିପରି ବଢିବେ । ୧. ରାଗକୁ କେବେ ଦବାନ୍ତୁ ନାହିଁ । ଯଦି କେବେ କାନ୍ଦିିବାକୁ ଇଚ୍ଛା ହୁଏ ତେବେ…
Read More...

ହାର୍ଟକୁୁ ସୁସ୍ଥ ରଖିବେ କିପରି ? ଜାଣନ୍ତୁ କ’ଣ ଖାଇବେ ?

ହାର୍ଟକୁ ସୁସ୍ଥ ରଖିବା ପାଇଁ କେବଳ ବ୍ୟାୟାମ ନୁହେଁ, ଖାଦ୍ୟପେୟ ପ୍ରତି ଧ୍ୟାନ ଦେବା ଜରୁରୀ । ଏଥିପାଇଁ ଭିଟାମିନ ତଥା ସୁଷମ ଖାଇବା ଆବଶ୍ୟକ । ଏହି ତାଲିକାରେ ଆପଣ ବାଦାମକୁ ସାମିଲ କରନ୍ତୁ ନା ! ଲଣ୍ଡନ ୟୁନିଭର୍ସିଟିର ଖାଦ୍ୟ ବିଶେଷଜ୍ଞଙ୍କର କହିବା ଅନୁସାରେ ବାଦାମରେ ଏଭଳି ପୋଷଣ ରହିଛି…
Read More...

ଶୀତର ପ୍ରକୋପରୁ ରକ୍ଷା ପାଇଁ ଆପଣାନ୍ତୁ ଏହି ୫ଟି ଜିନିଷ ! ଥଣ୍ଡାରୁ ମୁକ୍ତି ପାଇବେ

ଶୀତ ସମୟରେ ବଡ ଅସହ୍ୟ ବୋଧ ହୁଏ । ଘରୁ ବାହାରିବାକୁ ଇଚ୍ଛା ହୁଏନି । କମ୍ବଳ ଭିତରୁ ଉଠିବାକୁ ମନ ହୁଏନି । ଥଣ୍ଡାରେ କମ୍ପୁଥିବାର ସମସ୍ତଙ୍କୁ ଦେଖିଥିବେ । ଏହି ସମୟରେ ଲୋକେ ସ୍ୱେଟର ଆଦି ବସ୍ତ୍ର ପିନ୍ଧିଥାନ୍ତି । କିନ୍ତୁ ଶୀତ ବସ୍ତ୍ର ପିନ୍ଧିବା ସତ୍ୱେ ବି ଥଣ୍ଡା ଅନୁଭବ ହୋଇଥାଏ । ଏଥିରୁ…
Read More...

ଫ୍ରିଜରେ ରହୁଥିବା ଖାଦ୍ୟ ଖାଉଛନ୍ତି କି ? ଜାଣନ୍ତୁ କଣ ହେବ ଅସୁବିଧା

‘ସଣ୍ଡେ ହୋ ୟା ମଣ୍ଡେ ରୋଜ ଖାଓ ଅଣ୍ଡେ’ ଏହା ତ ଆପଣ ଶୁଣିଥିବେ । ଅଣ୍ଡା ଖାଇବାକୁ କିଏ ବା ଭଲ ନ ପାଏ । କିନ୍ତୁ ଅଣ୍ଡା ଖାଇବା ବେଳେ ଅପଣଙ୍କୁ କିଛି ସାବଧାନତା ଅବଲମ୍ବନ କରିବାକୁ ପଡିବ । ଅଣ୍ଡା ଏକ ସୁପର ଫୁଡ । ଏହାକୁ ଖାଇବା ଦ୍ୱାରା ପ୍ରୋଟିନ, କ୍ୟାଲସିୟମ ଓ ଓମେଗା ୩ ଫ୍ୟାଟି ଏସିଡ…
Read More...