Browsing Category

ମନୋରଞ୍ଜନ

ମୋ ପରି ଶରୀର ସମସ୍ତଙ୍କ ଭାଗ୍ୟରେ ନଥାଏ ! ଏପରି ବୟାନ ଦେଇ ପୁଣି ଚର୍ଚ୍ଚାରେ ଅଭିନେତ୍ରୀ ସାନା ଖାନ

ବିଗବସ ସିଜିନ୍ ୬ର ପ୍ରତିଯୋଗୀ ସାନା ଖାନ୍ ତାଙ୍କର ବୟାନବାଜିକୁ ନେଇ ଥାଆନ୍ତି ଚର୍ଚ୍ଚାରେ । କିଛି ଦିନ ପୂର୍ବରୁ ତାଙ୍କ ସିନେମା ‘ୱଜା ତୁମ ହୋ’ ହୋଇଛି ରିଲିଜ୍ । ଏହି ସିନେମାରେ ସାନା ଟେଲିଭିଜନର ଲୋକପ୍ରିୟ ଅଭିନେତା ଗୁରମିତ ଚୌଧୁରୀଙ୍କ ବିପକ୍ଷରେ ନାୟିକା ଭୂମିକାରେ ଅଭିନୟ କରିଛନ୍ତି ।…
Read More...

ଅଜୟ ଦେବଗନ୍ ମୋତେ ଅସଭ୍ୟ ଭାଷାରେ ଗାଳି କରିଛନ୍ତି ! କରଣ ଜୋହରଙ୍କ ଚାଂଚଲ୍ୟକର ବୟାନ୍

ବିଗତ କିଛି ଦିନ ହେବ କରଣ ଜୋହରଙ୍କ ବହି ‘ଆନ ଅନସୁଇଟେବୁଲ ବୟ’କୁ ନେଇ ସେ ବହୁତ ଚର୍ଚ୍ଚାରେ ଅଛନ୍ତି । ଏହି ବହିରେ ସେ ତାଙ୍କ ଜୀବନ ସହ ଯୋଡି ହୋଇଥିବା ଅନେକ ଅଜଣା କଥାର ଖୁଲାସା କରିଛନ୍ତି ଯାହା ଜାଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବେ । ସେ ଏହି ବହିରେ ସିନେ ଜଗତର ତାଙ୍କର ସବୁଠାରୁ ପ୍ରିୟ…
Read More...

ବଲିଉଡର ନୂଆ ଯୋଡି ! ପ୍ରଥମ ଥର ପାଇଁ ଏକାଠି ନଜର ଆସିବେ ରଣବୀର ସିଂ ଓ ଆଲିଆ ଭଟ୍ଟ

ବଲିଉଡର ଦୁଇ ଲୋକପ୍ରିୟ କଳାକାର ଏକାଠି ପରଦାରେ ନଜର ଆସିବେ । ଲୋକପ୍ରିୟ ଅଭିନେତା ରଣବୀର ସିଂ ଓ ଚୁଲବୁଲି ନାୟିିକା ଆଲିଆ ଭଟ୍ଟ ଖୁବ ଶୀଘ୍ର ସ୍କ୍ରିନ ଶେୟାର କରିବେ ବୋଲି ସୂଚନା ମଳିଛି । ଉଭୟେ ‘ଗୁଲି ବୟ’ ସିନେମାରେ ପ୍ରଥମ ଥର ପାଇଁ ଏକାଠି ଅଭିନୟ କରିବେ । ଏହି ସିନେମାରେ ନିର୍ଦ୍ଦେଶନା…
Read More...

ଖଣ୍ଡଗିରି ଯାତ୍ରା ମୈଦାନରେ ଶକ୍ତି କପୁରଙ୍କ ରୋମାଂଟିକ ଡ୍ୟାନ୍ସ ଆଉ ବିହାରୀ ଡାଇଲଗରେ ଦୁଲୁୁକିଲା ମଂଚ

କନକ ବ୍ୟୁରୋ : ଖଣ୍ଡଗିରି ଯାତ୍ରା ମୈଦାନରେ ନଟି ବୟ ବନାମ ବ୍ୟାଡ ଗାର୍ଲ । ନଟିବୟ ଶକ୍ତି କାପୁରଙ୍କ ରୋମାଂଟିକ ଡ୍ୟାନ୍ସ ଆଉ ବିହାରୀ ଡାଇଲଗରେ କଂପୁଛି ଖଣ୍ଡଗିରି ମେଳା । ଖଣ୍ଡଗିରି ଯାତ୍ରାରେ ରାଜ କରିଚାଲିଛନ୍ତି ବଲିଉଡର ଭେଟେରାନ୍ ଆକ୍ଟର ଶକ୍ତିକାପୁର । ବଲିଓଡର ସେକ୍ସି କୁଇନ ରାକ୍ଷୀ…
Read More...

ସଂଞ୍ଜୟ ଦତଙ୍କ ବାୟୋପିକରେ ନର୍ଗିସଙ୍କ ଭୂମିକାରେ ନଜର ଆସିବେ ମନିଷା କୋଇରାଲା

ସଂଞ୍ଜୟ ଦତଙ୍କ ଜୀବନୀକୁ ନେଇ ନିର୍ମାଣ ଚାଲିଥିବା ସିନେମାରେ ଆଉ ଏକ ନୂଆ ଖବର ଶୁଣିବାକୁ ମିଳିଛି । ସଂଞ୍ଜୟଙ୍କ ମା ନର୍ଗିସ ଦତଙ୍କ ଭୂମିକାରେ ମନିଷା କୋଇରାଲା ଅଭିନୟ କରିବେ । ମନିଷା କୋଇରାଲାଙ୍କ ଅଭିନୟକୁ ନେଇ ସିନେମାର ନିର୍ଦ୍ଦେଶକ ରାଜ କୁମାର ହିରାନୀ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି…
Read More...

ରିଲ୍ ନାୟକଙ୍କ ରିୟଲ୍ ଆକ୍ସନ୍ ! ନାୟିକାଙ୍କୁ ନିଆଁ ଘେରରୁ ରକ୍ଷା କଲେ କୁଶାଲ୍ ଟଣ୍ଡନ୍

ରିଲର ନାୟକ ରିୟଲରେ ଦେଖାଇଛନ୍ତି ନିଜର ହିରୋପନ୍ତି । ଆଉ ନିଆଁ ଘେରରୁ ରକ୍ଷା କରିଛନ୍ତି ନାୟିକାଙ୍କୁ । ଘଟଣାଟି ଘଟିଛି ଲୋକପ୍ରିୟ ସିରିୟଲ୍ ‘ବେହଦ୍’ର ସୁଟିଂ ସେଟରେ । ଯେଉଁଥିରେ ନାୟକ କୁଶାଲ୍ ଟଣ୍ଡନ୍ ଅଭିନେତ୍ରୀ ଜେନିଫର ୱିଙ୍ଗେଟଙ୍କୁ ସିନେମା ଷ୍ଟାଇଲରେ ନିଆଁରୁ ରକ୍ଷା କରିଛନ୍ତି ।…
Read More...

ମାଧବନ ହେବେ ପାଇଲଟ ! ସିନେମା ‘ଚନ୍ଦା ମାମା ଦୂର କେ’ ରେ ନଜର ଆସିବେ

ପାଇଲଟ ହେବେ ଅଭିନେତା ଆର ମାଧବନ । ପ୍ରକୃତ ଘଟଣାଟି ହେଲା ଏକ ବାୟୋପିକ ସିନେମା ତଥା ‘ଚନ୍ଦା ମାମା ଦୂର କେ’ ମାଧ୍ୟମରେ ମାଧବନ ବଲିଉଡକୁ ଫେରୁଛନ୍ତି ବୋଲି ଖବର ଏବେ ଶୁଣିବାକୁ ମିଳିଛି । ଆଉ ଯେଉଁଥିରେ ସେ ଜଣେ ପାଇଲଟ ଭୂମିକାରେ ନଜର ଆସିବେ । ତେବେ ଏହି ଚ୍ୟାଲେଞ୍ଜିଙ୍ଗ ରୋଲ ମିଳିଥିବା…
Read More...

ଭାଇଜାନଙ୍କ କ୍ୟାମ୍ପରେ ଭିଲିଆନ ! ହୋମପ୍ରଡକ୍ସନ ନିର୍ମିତ ସିନେମାରେ ନଜର ଆସିବେ ସିଦ୍ଧାର୍ଥ

ବଲିଉଡ ଭାଇଜାନଙ୍କ କ୍ୟାମ୍ପରେ ଭିଲିଆନଙ୍କ ପ୍ରବେଶ । ଖବର ଅନୁସାରେ ଏବେ ଅଭିନେତା ସିଦ୍ଧାର୍ଥ ମାଲୋହୋତ୍ରାଙ୍କ ଉପରେ ସଲମାନ ଖାନଙ୍କ ଶୁଭ ଦୃଷ୍ଟି ପଡିଛି । ହୋମପ୍ରଡକ୍ସନ ନିର୍ମିତ ଆଗାମୀ ସିନେମା ପାଇଁ ସିଦ୍ଧାର୍ଥଙ୍କୁ ସଲମାନ ସାଇନ କରେଇଥିବା ଜଣାପଡିଛି । ତେବେ ସିନେମା ‘ଏକ ଭିଲିଆନ’ରେ…
Read More...

ଏକାଠି ହୋଇପାରନ୍ତି ହ୍ରିତିକ ଓ ସୁଜୈନ !

ଦିନକୁ ଦିନ କମୁଛି ହ୍ରିତିକ ରୋଶନ ଓ ସୁଜୈନଙ୍କ ମଧ୍ୟରେ ଦୂରତା । ଛାଡପତ୍ରପରେ ପରସ୍ପରଠାରୁ ଦୂରେଇଯାଇଥିବା ଏହି ଦୁଇ ଯୋଡି ତଥା ହ୍ରିତିକ ଓ ସୁଜୈନ ଏବେ ସାଧାରଣତଃ ଅଧିକାଂଶ ସମୟରେ ଏକାଠି ନଜର ଆସୁଛନ୍ତି । ତେବେ ନିକଟରେ ସୁଜୈନ ଇନଷ୍ଟାଗ୍ରାମରେ କିଛି ଫଟୋ ସେୟାର କରିଛନ୍ତି । ଯେଉଁଥିରେ…
Read More...

ଜଲିଉଡରେ ବଲିଉଡ୍ ଜଲୱା : ଖଣ୍ଡଗିରି ପେଣ୍ଡାଲରେ ଆଇଟମ୍ କୁଇନ୍ ରାକ୍ଷୀ ସାୱନ୍ତଙ୍କ ଠୁମକା

କନକ ବ୍ୟୁରୋ : ଯଲିଉଡରେ ବଲିଉଡର ଠୁମକା । ଗତକାଲି ଖଣ୍ଡଗିରି ଯାତ୍ରାରେ ସାମିଲ ହୋଇଛନ୍ତି ଆଇଟମ୍ ଗର୍ଲ ରାକ୍ଷୀ ସାୱନ୍ତ । ସେ ଯାତ୍ରା ସଚ୍ଚିଦାନନ୍ଦର ମଂଚ ଉପରେ ନାଚିଛନ୍ତି । ତାଙ୍କୁ ଦେଖିବାକୁ ପ୍ରବଳ ଭିଡ ଜମିଥିବା ବେଳେ ଯାତ୍ରା ହାଉସଫୁଲ ରହିଥିଲା ।
Read More...