Browsing Category

ମନୋରଞ୍ଜନ

‘ବଦ୍ରିନାଥ କି ଦୁଲହନିଆ’ର ନୂଆ ଗୀତ ରିଲିଜ ! ‘ତମ୍ମା ତମ୍ମା’ର ରିମିକ୍ସରେ ନଜର ଆସିଛି ବରୁନ ଓ ଆଲିଆଙ୍କ ମ୍ୟାଜିକାଲ…

ବଲିଉଡ୍ ସିନେମା ‘ବଦ୍ରିନାଥ କି ଦୁଲହନିଆ’ର ରିଲିଜ ଡେଟ ପାଖେଇ ଆସୁଥିବାବେଳେ ଏବେ ଆସିଛି ଏହାର ପୁଣି ଏକ ନୂଆ ଗୀତ । ତେବେ ୯୦ ଦଶକର ସୁପରହିଟ ଗୀତ ‘ତମ୍ମା ତମ୍ମା’ର ମଜା ପୁଣି ଥରେ ନେଇପାରିବେ ଦର୍ଶକ । ଗୀତରେ ରହିଛି ବଲିଉଡ ଯୋଡି ବରୁନ ଧୱନ ଓ ଆଲିଆ ଭଟ୍ଟଙ୍କ ମ୍ୟାଜିକାଲ କେମେଷ୍ଟ୍ରି ।…
Read More...

ଖଣ୍ଡଗିରିରେ ଯାତ୍ରାପାର୍ଟିଙ୍କ ଭିତରେ ଚାଲିଛି ମହାସମର ! “ନଟି ବୟ’ ବନାମ “ଟିପିଟିପି ବର୍ଷା…

ଖଣ୍ଡଗିରିରେ ଯାତ୍ରାପାର୍ଟିଙ୍କ ଭିତରେ ଚାଲିଛି ମହାସମର, ଯାତ୍ରା ମୈଦାନରେ "ନଟି ବୟ' ବନାମ "ଟିପିଟିପି ବର୍ଷା ପାଣି'। ଗୋଟିଏ ପଟେ ବଲିଉଡର ଦମଦାର ଖଳନାୟକଙ୍କ ଦମଦାର ଆକ୍ସନ ସିନ ଚାଲିଥିବା ବେଳେ,ଅନ୍ୟପଟେ ତୁଳସୀ ଗଣନାଟ୍ୟର ମତୁଆଲା କଲାଭଳି ନୃତ୍ୟରେ ବିମୋହିତ ହୋଇଛନ୍ତି ଦର୍ଶକ ।…
Read More...

ବଲିଉଡରେ ସାହିଦଙ୍କ ଭାଇ ଇଶାନ !

ବଲିଉଡ ଜଗତରେ ପାଦ ରଖିଲେ ଅଭିନେତା ସାହିଦ କପୁରଙ୍କ ଭାଇ ଇଶାନ ଖଟର । ତେବେ ଇରାନୀ ସିନେମା ନିର୍ଦ୍ଦେଶକ ମାଜିଦଙ୍କ ପ୍ରଥମ ବଲିଉଡ ସିନେମା ‘ଦ କ୍ଲାଉଡ’ରେ ଇଶାନଙ୍କ ଅଭିନୟ ଦେଖିବାକୁ ମିଳିବ । ତେବେ ‘ବରଲିନ ଫିଲ୍ମ ଫେଷ୍ଟିଭାଲ’ରେ ସିନେମାର ପ୍ରଥମ ପୋଷ୍ଟର ରିଲିଜ ହୋଇଛି । ଅନ୍ୟପଟେ ଏହି…
Read More...

‘ଥଗ ଅଫ ହିନ୍ଦୋସ୍ତାନ’ ସିନେମାରେ ନଜର ଆସି ପାରନ୍ତି ଶ୍ରଦ୍ଧା !

ବଲିଉଡ୍ ଆଗାମୀ ସିନେମା ‘ଥଗ ଅଫ ହିନ୍ଦୋସ୍ତାନ’ରେ ନଜର ଆସି ପାରନ୍ତି ଶ୍ରଦ୍ଧା କପୁର । କାରଣ ନିଜର ଆଗାମୀ ଏହି ସିନେମାଟି ପାଇଁ ଅମୀର ଏବେ ଷ୍ଟାରଖୋଜ ଆରମ୍ଭ କରିଦେଇଛନ୍ତି । ତେବେ ସୂଚନା ମୁତାବକ, ଅମୀର ଏଥିପାଇଁ ବାଗୀ ଗର୍ଲ ଶ୍ରଦ୍ଧା କପୁରଙ୍କୁ ସାଇନ କରେଇପାରନ୍ତି । ତେବେ ନିକଟରେ…
Read More...

ବିବାହ ବନ୍ଧନରେ ବାନ୍ଧି ହେଲେ ନୀଲ! ମୁମ୍ବାଇର ଜଣେ ନାମକରା ଶିଳ୍ପପତିଙ୍କ ଝିଅକୁ କଲେ ବିବାହ

ବିବାହ ବନ୍ଧନରେ ବାନ୍ଧି ହେଲେ ବଲିଉଡ ଜଗତର ବହୁ ପ୍ରତିକ୍ଷିତ ଅଭିନେତା ନୀଲନୀତିନ ମୁକେଶ । ବଲିଉଡର ଏହି ଅଭିନେତାଙ୍କ ବିବାହ ଉଦୟପୁରରେ ସଂପନ୍ନ ହୋଇଛି । ଆଉ ତାଙ୍କର ଜୀବନସାଥୀ ହୋଇଛନ୍ତି ରୁକ୍ମଣୀ । ନୀଲ ଅଭିନୟ ଜଗତ ସହ ସମ୍ପୃକ୍ତ ଥିବା ବେଳେ ମୁମ୍ବାଇର ଜଣେ ପ୍ରଭାବଶାଳୀ ଶିଳ୍ପପତିଙ୍କ…
Read More...

ଜାହ୍ନବୀ ଏବଂ ଖୁସିଙ୍କ ସେଲଫି ଉଠାଇବା ଉପରେ କଟକଣା ଲଗାଇଲେ ଶ୍ରୀଦେବୀ

ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ ବଲିଉଡରେ ନିଜର ପ୍ରବେଶକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛନ୍ତି । ସେ ତାଙ୍କର ପ୍ରଥମ ସିନେମା ପାଇଁ ଖୁବ୍ ଜୋରରେ ପ୍ରସ୍ତୁତି ଚଳାଇଛନ୍ତି । ଏହାବ୍ୟତୀତ ଜାହ୍ନବୀଙ୍କ ବଲିଉଡରେ ପ୍ରବେଶକୁ ନେଇ ପିତା ବୋନି କପୁର, ଏବଂ ମାତା ଶ୍ରୀଦେବୀ ମଧ୍ୟ ସମସ୍ତ…
Read More...

ବଲିଉଡର କ୍ରେଜ ଖଣ୍ଡଗିରି ଯାତ୍ରାରେ : ଅମିଶା ପଟେଲଙ୍କୁ ଦେଖିବା ପାଇଁ ଦର୍ଶକଙ୍କ ଭିଡ

କନକ ବ୍ୟୁରୋ : ବଲିଉଡର କ୍ରେଜ କମିନାହିଁ ଚଳିତ ବର୍ଷ ଖଣ୍ଡଗିରିରେ । ଶକ୍ତି କାପୁର, ରାକ୍ଷୀ ସାୱନ୍ତଙ୍କ ପରେ ଅମିଶା ପଟେଲଙ୍କ ଯୋଗଦାନ ଜଲିଉଡରେ ବଲିଉଡର ତଡକା ଲଗାଇଛି । ଖଣ୍ଡଗିରି ମେଳାର ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ଦିନରେ ବେଶ ଚର୍ଚ୍ଚାରେ ଥିଲା କଳିଙ୍ଗ ଗଣନାଟ୍ୟ । ଅମିଶା ପଟେଲଙ୍କୁ…
Read More...

ବିରାଟ କରିବେ ‘ଫିଲୋରୀ’ର ପ୍ରମୋଶନ !

ବଲିଉଡ୍ ସିନେମା ‘ଫିଲୋରୀ’କୁ ନେଇ ଅନୁଷ୍କା ଶର୍ମା ଅଧିକ ଉତ୍ସାହିତ ଥିବାର ଖବର ଶୁଣିବାକୁ ମିଳିଛି । ଖାଲି ସେତିକି ନୁହେଁ ଆଉ ମଧ୍ୟ ଶୁଣିବାକୁ ମିଳିଛି କି ଅନୁଷ୍କାଙ୍କ ଏହି ସିନେମାର ପ୍ରମୋସନରେ ନଜର ଆସିବେ ତାଙ୍କର ପ୍ରେମିକ ବିରାଟ କୋହଲି । ଏହି ଦୁଇଜଣ ତାଙ୍କ ପ୍ରେମ ସଂପର୍କକୁ…
Read More...

ସିନେମା ଜଗତରେ ମଧ୍ୟ ରହିଛି ପକ୍ଷପାତ ! ଖୁଲାସା କଲେ ବଲିଉଡ୍ ନାୟିକା ହୁମା କ୍ୟୁରେସୀ

ବଲିଉଡ ସିନେମା ଜଗତରେ ପକ୍ଷପାତ ରହିଛି । ଏହାକୁ ଯଦି ଜଣେ ଖଣ୍ଡନ କରେ ତାହେଲେ ତାହା ମିଛ । କିନ୍ତୁ ଏହାର ଅର୍ଥ ନୁହେଁ ଯେ ଜଣେ ପରିଶ୍ରମ ନକରି ସୁଯୋଗ ପାଇଯାଆନ୍ତି । ଏଠାରେ ଥିବା ଲୋକେ ବହୁ ପରିଶ୍ରମୀ ବୋଲି କହିଛନ୍ତି ଅଭିନେତ୍ରୀ ହୁମା କ୍ୟୁରେସୀ । ଏକ ସାକ୍ଷାତକାରରେ ହୁମା କହିଛନ୍ତି…
Read More...

କିଙ୍ଗ୍ ଖାନଙ୍କ ନକଲ କରି ଟ୍ରେନରୁ ଖସି ପଡିଲେ ରଣବୀର ସିଂ ! ସୋସିଆଲ ମିଡିଆରେ ଭିଡିଓ ହେଲା ଭାଇରାଲ

ବଲିଉଡ ଅଭିନେତା ରଣବୀର ସିଂ ସିନେମାରେ ^òଜର ଅଭିନୟ ସହ ତାଙ୍କ ଅଜବଗଜବ କାରନାମା ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ସେ ସବୁବେଳେ କୌଣସି ନା କୌଣସି ବଲିଉଡ ନାୟକଙ୍କ ନକଲ କରୁଥିବାର ଦେଖାଯାଏ । କେବଳ ଏତିକି ନୁହଁ ସେ ଏପରି ଅଜବ ହରକତର ଭିଡିଓ ତିଆରି କରି ସୋସିଆଲ ମିଡିଆରେ ମଧ୍ୟ ଶେୟାର…
Read More...