Browsing Category

ମନୋରଞ୍ଜନ

ବିବାହ ବନ୍ଧନରେ ବାନ୍ଧି ହେଲେ ନୀଲ! ମୁମ୍ବାଇର ଜଣେ ନାମକରା ଶିଳ୍ପପତିଙ୍କ ଝିଅକୁ କଲେ ବିବାହ

ବିବାହ ବନ୍ଧନରେ ବାନ୍ଧି ହେଲେ ବଲିଉଡ ଜଗତର ବହୁ ପ୍ରତିକ୍ଷିତ ଅଭିନେତା ନୀଲନୀତିନ ମୁକେଶ । ବଲିଉଡର ଏହି ଅଭିନେତାଙ୍କ ବିବାହ ଉଦୟପୁରରେ ସଂପନ୍ନ ହୋଇଛି । ଆଉ ତାଙ୍କର ଜୀବନସାଥୀ ହୋଇଛନ୍ତି ରୁକ୍ମଣୀ । ନୀଲ ଅଭିନୟ ଜଗତ ସହ ସମ୍ପୃକ୍ତ ଥିବା ବେଳେ ମୁମ୍ବାଇର ଜଣେ ପ୍ରଭାବଶାଳୀ ଶିଳ୍ପପତିଙ୍କ…
Read More...

ଜାହ୍ନବୀ ଏବଂ ଖୁସିଙ୍କ ସେଲଫି ଉଠାଇବା ଉପରେ କଟକଣା ଲଗାଇଲେ ଶ୍ରୀଦେବୀ

ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ ବଲିଉଡରେ ନିଜର ପ୍ରବେଶକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛନ୍ତି । ସେ ତାଙ୍କର ପ୍ରଥମ ସିନେମା ପାଇଁ ଖୁବ୍ ଜୋରରେ ପ୍ରସ୍ତୁତି ଚଳାଇଛନ୍ତି । ଏହାବ୍ୟତୀତ ଜାହ୍ନବୀଙ୍କ ବଲିଉଡରେ ପ୍ରବେଶକୁ ନେଇ ପିତା ବୋନି କପୁର, ଏବଂ ମାତା ଶ୍ରୀଦେବୀ ମଧ୍ୟ ସମସ୍ତ…
Read More...

ବଲିଉଡର କ୍ରେଜ ଖଣ୍ଡଗିରି ଯାତ୍ରାରେ : ଅମିଶା ପଟେଲଙ୍କୁ ଦେଖିବା ପାଇଁ ଦର୍ଶକଙ୍କ ଭିଡ

କନକ ବ୍ୟୁରୋ : ବଲିଉଡର କ୍ରେଜ କମିନାହିଁ ଚଳିତ ବର୍ଷ ଖଣ୍ଡଗିରିରେ । ଶକ୍ତି କାପୁର, ରାକ୍ଷୀ ସାୱନ୍ତଙ୍କ ପରେ ଅମିଶା ପଟେଲଙ୍କ ଯୋଗଦାନ ଜଲିଉଡରେ ବଲିଉଡର ତଡକା ଲଗାଇଛି । ଖଣ୍ଡଗିରି ମେଳାର ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ଦିନରେ ବେଶ ଚର୍ଚ୍ଚାରେ ଥିଲା କଳିଙ୍ଗ ଗଣନାଟ୍ୟ । ଅମିଶା ପଟେଲଙ୍କୁ…
Read More...

ବିରାଟ କରିବେ ‘ଫିଲୋରୀ’ର ପ୍ରମୋଶନ !

ବଲିଉଡ୍ ସିନେମା ‘ଫିଲୋରୀ’କୁ ନେଇ ଅନୁଷ୍କା ଶର୍ମା ଅଧିକ ଉତ୍ସାହିତ ଥିବାର ଖବର ଶୁଣିବାକୁ ମିଳିଛି । ଖାଲି ସେତିକି ନୁହେଁ ଆଉ ମଧ୍ୟ ଶୁଣିବାକୁ ମିଳିଛି କି ଅନୁଷ୍କାଙ୍କ ଏହି ସିନେମାର ପ୍ରମୋସନରେ ନଜର ଆସିବେ ତାଙ୍କର ପ୍ରେମିକ ବିରାଟ କୋହଲି । ଏହି ଦୁଇଜଣ ତାଙ୍କ ପ୍ରେମ ସଂପର୍କକୁ…
Read More...

ସିନେମା ଜଗତରେ ମଧ୍ୟ ରହିଛି ପକ୍ଷପାତ ! ଖୁଲାସା କଲେ ବଲିଉଡ୍ ନାୟିକା ହୁମା କ୍ୟୁରେସୀ

ବଲିଉଡ ସିନେମା ଜଗତରେ ପକ୍ଷପାତ ରହିଛି । ଏହାକୁ ଯଦି ଜଣେ ଖଣ୍ଡନ କରେ ତାହେଲେ ତାହା ମିଛ । କିନ୍ତୁ ଏହାର ଅର୍ଥ ନୁହେଁ ଯେ ଜଣେ ପରିଶ୍ରମ ନକରି ସୁଯୋଗ ପାଇଯାଆନ୍ତି । ଏଠାରେ ଥିବା ଲୋକେ ବହୁ ପରିଶ୍ରମୀ ବୋଲି କହିଛନ୍ତି ଅଭିନେତ୍ରୀ ହୁମା କ୍ୟୁରେସୀ । ଏକ ସାକ୍ଷାତକାରରେ ହୁମା କହିଛନ୍ତି…
Read More...

କିଙ୍ଗ୍ ଖାନଙ୍କ ନକଲ କରି ଟ୍ରେନରୁ ଖସି ପଡିଲେ ରଣବୀର ସିଂ ! ସୋସିଆଲ ମିଡିଆରେ ଭିଡିଓ ହେଲା ଭାଇରାଲ

ବଲିଉଡ ଅଭିନେତା ରଣବୀର ସିଂ ସିନେମାରେ ^òଜର ଅଭିନୟ ସହ ତାଙ୍କ ଅଜବଗଜବ କାରନାମା ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ସେ ସବୁବେଳେ କୌଣସି ନା କୌଣସି ବଲିଉଡ ନାୟକଙ୍କ ନକଲ କରୁଥିବାର ଦେଖାଯାଏ । କେବଳ ଏତିକି ନୁହଁ ସେ ଏପରି ଅଜବ ହରକତର ଭିଡିଓ ତିଆରି କରି ସୋସିଆଲ ମିଡିଆରେ ମଧ୍ୟ ଶେୟାର…
Read More...

ଫିଲ୍ମ ଫ୍ରାଇଡେରେ ପରଦାକୁ ଆସିଲା ବଲିଉଡ୍ ସିନେମା ‘ଜଲି ଏଲଏଲବି-୨’

ଫିଲ୍ମ ଫ୍ରାଇଡେରେ ଆଜି ପରଦାକୁ ଆସିଛି ବଲିଉଡ୍ ସିନେମା ‘ଜଲି ଏଲଏଲବି-୨’ । ୨୦୧୩ରେ ରିଲିଜ୍ ହୋଇଥିବା ଅର୍ଶଦ୍ ୱାରସୀ ଅଭିନୀତ ଜଲି ଏଲଏଲବିର ଏହା ହେଉଛି ସିକ୍ୱେଲ୍ । ‘ଜଲି ଏଲଏଲବି-୨’ରେ ଓକିଲ ଭୂମିକାରେ ଦେଖା ଦେଇଛନ୍ତି ଖିଲାଡି ଷ୍ଟାର ଅକ୍ଷୟ କୁମାର । ୨୦୧୭ରେ ଏହା ହେଉଛି ଅକ୍ଷୟଙ୍କ…
Read More...

ଅଭିନୟ ପାଇଁ ! ଲଗାତାର ସିଗାରେଟ୍ ଟାଣି ଅସୁସ୍ଥ ହେଲେ ନାୟିକା କୃତି ସେନନ୍

ସିିନେମାରେ ନିଜର ଅଭିନୟକୁ ଜୀବନ୍ତ କରିବା ପାଇଁ କଳାକାରଙ୍କୁ ଅନେକ କିଛି କରିବାକୁ ପଡିଥାଏ । ନିକଟରେ ଏମିତିି କିଛି ଦେଖିବା ପାଇଁ ମିଳଛି ଯେତେବେଳେ ବଲିଉଡ ଅଭିନେତ୍ରୀ କୃତି ଭୂମିକାକୁ ନ୍ୟାୟ ଦେବା ପାଇଁ ଲଗାତାର ସିଗାରେଟ ଟାଣିଥିଲେ । ସବୁଠାରୁ ବଡ କଥା ହେଲା ସେ ପ୍ରକୃତ ଜୀବନରେ କେବେ…
Read More...

ବ୍ରଜରାଜନଗରରୁ ବଲିଉଡ୍ ! ପରଦା ପଛରେ ଓଡିଆ ଟୋକା

ହିନ୍ଦି ଆଲବମ୍ ଜଗତରେ ଜଲୱା ଦେଖାଇଛନ୍ତି ଜଣେ ଓଡିଆ ଯୁବକ । ମନଛୁଆଁ ଗୀତ ‘କଭି ୟାଦୋଁ ମେ’ର ନିର୍ଦ୍ଦେଶନା ଦେଇ ନିଜ ପ୍ରତିଭାର ପରିଚୟ ଦେଇଛନ୍ତି ଝାରସୁଗୁଡାର ଆଶିଷ ପଣ୍ଡା । ଆଶିଷଙ୍କ ଏହି ଗୀତର ୟୁଟ୍ୟୁବରେ ବର୍ତ୍ତମାନ ସୁଦ୍ଧା ଦର୍ଶକଙ୍କ ସଂଖ୍ୟା ପ୍ରାୟ ୧୪ ଲକ୍ଷ ଛୁଇଁ ସାରିଛି । ଟି…
Read More...

ମୋ ପରି ଶରୀର ସମସ୍ତଙ୍କ ଭାଗ୍ୟରେ ନଥାଏ ! ଏପରି ବୟାନ ଦେଇ ପୁଣି ଚର୍ଚ୍ଚାରେ ଅଭିନେତ୍ରୀ ସାନା ଖାନ

ବିଗବସ ସିଜିନ୍ ୬ର ପ୍ରତିଯୋଗୀ ସାନା ଖାନ୍ ତାଙ୍କର ବୟାନବାଜିକୁ ନେଇ ଥାଆନ୍ତି ଚର୍ଚ୍ଚାରେ । କିଛି ଦିନ ପୂର୍ବରୁ ତାଙ୍କ ସିନେମା ‘ୱଜା ତୁମ ହୋ’ ହୋଇଛି ରିଲିଜ୍ । ଏହି ସିନେମାରେ ସାନା ଟେଲିଭିଜନର ଲୋକପ୍ରିୟ ଅଭିନେତା ଗୁରମିତ ଚୌଧୁରୀଙ୍କ ବିପକ୍ଷରେ ନାୟିକା ଭୂମିକାରେ ଅଭିନୟ କରିଛନ୍ତି ।…
Read More...