Browsing Category

ମନୋରଞ୍ଜନ

ଭଟ୍ଟ ବ୍ୟାନରରେ ସିଦ୍ଧାର୍ଥ, ଆଶିକୀ-୩ ରେ ଦେଖିବାକୁ ମିଳିବ ଆଲିଆ ଓ ସିଦ୍ଧାର୍ଥଙ୍କ ରୋମାନ୍ସ

ବଲିଉଡ ପ୍ରୋଡ୍ୟୁସର ମୁକେଶ ଭଟ୍ଟଙ୍କ ଆଗାମୀ ଫିଲ୍ମ ଆଶିକୀ-୩ରେ ନଜର ଆସୁଛନ୍ତି ସିଦ୍ଧାର୍ଥ ଓ ହାଇୱେ ଅଭିନେତ୍ରୀ ଆଲିଆ ଭଟ୍ଟ । ଲଗାତାର ଭାବେ ସିନେମାରେ ନଜର ଆସିଥିବା ସିଦ୍ଧାର୍ଥଙ୍କ ‘ଏ ଜେଣ୍ଟଲମ୍ୟାନ’, ‘ଇତ୍ତେଫାକ’ ଓ ‘ଅୟାରୀ’ ବକ୍ସ ଅଫିସରେ କମାଲ କରିପାରି ନଥିଲା । ଏହି ଫିଲ୍ମ ଜରିଆରେ…
Read More...

ରାମଗୋପାଳ ବର୍ମା ଯାଇପାରନ୍ତି ଜେଲ: ବିବାଦରେ ସିନେମା ଗଡ୍, ସେକ୍ସ ଆଣ୍ଡ ଟ୍ରୁଥ

ନିର୍ଦ୍ଦେଶକ ରାମଗୋପାଲ ବର୍ମା ନିଜର ବୋଲ୍ଡ ଫିଲ୍ମ ଗଡ଼,ସେକ୍ସ ଆଣ୍ଡ ଟ୍ରୁଥକୁ ନେଇ ପୁଣିଥରେ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଏଥର ତାଙ୍କୁ ଜେଲର ପବନ ମଧ୍ୟ ଖାଇବାକୁ ପଡ଼ିପାରେ । ସେ ଏହି ଫିଲ୍ମର ସୁଟିଂ ହାଇଦ୍ରାବାଦର ଏକ ହୋଟେଲରେ କରିଛନ୍ତି । ତେବେ ଜଣେ ସମାଜସେବୀ ତାଙ୍କ ଉପରେ ଆରୋପ…
Read More...

ଆଜି ଫିଲ୍ମି ଫ୍ରାଇଡେରେ ପରଦାକୁ ଆସିଛି ୨ଟି କମେଡି ସିନେମା ! ‘ୱେଲକମ୍ ଟୁ ନ୍ୟୁୟର୍କ’ ସିନେମାକୁ ଟକ୍କର ଦେଉଛି ‘ସୋନୁ…

ଫିଲ୍ମି ଫ୍ରାଇଡେରେ ରିଲିଜ୍ ହୋଇଛି ମଲ୍ଟି ଷ୍ଟାରର ସିନେମା ‘ୱେଲକମ୍ ଟୁ ନ୍ୟୁୟର୍କ’ । ଥ୍ରୀ-ଡି ଭର୍ସନରେ ରିଲିଜ୍ ହେଉଥିବା ଏହି ସିନେମାରେ ରହିଛି ଭରପୁର କମେଡି । ସିନେମାରେ ସୋନାକ୍ଷୀ ସିହ୍ନା, ରିତେଶ୍ ଦେଶମୁଖ, ଦିଲଜିତ୍ ଦୋ-ସାଞ୍ଜ, ଲାରା ଦତ୍ତା, କରନ୍ ଜୋହର ଏବଂ ବୋମନ୍ ଇରାନୀଙ୍କ ଭଳି…
Read More...

ବିବାହ କଲେ ଛୋଟ ପରଦାର ସିମର୍-ପ୍ରେମ୍ : ଦୁନିଆ ଆଉ ଧର୍ମକୁ ଖାତରି ନକରି ଉଭୟେ କଲେ ପ୍ରେମ ବିବାହ

ବିବାହର ପବିତ୍ର ବନ୍ଧନରେ ଆବଦ୍ଧ ହୋଇଛନ୍ତି ଛୋଟ ପରଦାର ରୋମାଂଟିକ୍ ଯୋଡ଼ି ଦୀପିକା କକ୍କର୍ ଓ ସୋଏବ୍ ଇବ୍ରାଇମ୍ । ଉଭୟେ ‘ସସୁରାଲ୍ ସିମର୍ କା’ ଧାରାବାହିକରେ ପ୍ରଥମ ଥର ପାଇଁ ଏକାଠି ଅଭିନୟ କରିଥିଲେ । ଅନସ୍କ୍ରିନରେ ଲଭ୍ ଓ ରୋମାନ୍ସ କରୁ କରୁ ବାସ୍ତବ ଜୀବନରେ ବି ପ୍ରେମରେ ପଡି ଯାଇଥିଲେ…
Read More...

‘ବାଗୀ-୨’ର ଟ୍ରେଲର ରିଲିଜ ! ଦମଦାର ଲୁକରେ ନଜର ଆସିଲେ ଟାଇଗର, ୟୁଟ୍ୟୁବର ଟପ ଟ୍ରେଣ୍ଡିଂରେ ଆକ୍ସନ ହିରୋଙ୍କ ବାଗି-୨

ରିଲିଜ ହୋଇଛି ଆକ୍ସନ୍-ରୋମାଣ୍ଟିକ ଫିଲ୍ମ ‘ବାଗି-୨’ର ଟ୍ରେଲର । ଏଥିରେ ମୁଖ୍ୟ ଭୂମିକାରେ ଅଛନ୍ତି ବଲିଉଡର ପରଫେକ୍ସନିଷ୍ଟ ଟାଇଗର ଶ୍ରଫ୍ ଏବଂ ତାଙ୍କ ପ୍ରେମିକା ଦିଶା ପଟାନୀ । ଟ୍ରେଲର୍ ରିଲିଜ ପରେ ଟାଇଗରଙ୍କ ଲୁକ୍ ଏବଂ ତାଙ୍କ ଆକ୍ସନଙ୍କୁ ବେଶ ପସନ୍ଦ କରିଛନ୍ତି ଦର୍ଶକେ । ‘ବାଗି’ ଠାରୁ…
Read More...

ମ୍ୟୁଜିକାଲ୍ ଟାଲେଣ୍ଟ ସୋ’ ‘ରାଇଜିଙ୍ଗ୍ ଷ୍ଟାର-୨’ରେ ଓଡ଼ିଆ ପୁଅ ଶଶାଙ୍କ ! ଓଲିଉଡ ପରେ ବଲିଉଡ ଟିକଟ ପାଇଁ କରିବେ ଭାଗ୍ୟ…

କନକ ବ୍ୟୁରୋ : ଓଲିଉଡ ପରେ ବଲିଉଡ । ଓଲିଉଡ଼ରେ ଗୀତ ଗାଇ ଓଡ଼ିଆ ଦର୍ଶକଙ୍କ ମନ ଜିଣିବା ପରେ ଏବେ ସାରା ଦେଶର ମନକୁ କିଣିବା ପାଇଁ ଯାତ୍ରା ଆରମ୍ଭ କରିଛନ୍ତି ଶଶାଙ୍କ ଶେଖର। ‘ତୁ କହିବୁ ନା ମୁଁ’ ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ଗାୟକ ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇବା ପରେ ସେ ନିଜ ଭାଗ୍ୟ…
Read More...

ଓଲିଉଡ୍ ଅଭିନେତାଙ୍କ ବିବାଦୀୟ ପୋଷ୍ଟ : ସୋସିଆଲ୍ ମିିଡିଆରେ ରାଜନେତା ଓ ଅଭିନେତାଙ୍କୁ ଟାର୍ଗେଟ କଲେ ଅମ୍ଳାନ

ଓଲିଉଡର ଲଭର୍ ବୟ ଅମ୍ଳାନ ଏବେ ଚର୍ଚ୍ଚାରେ । ତେବେ ଏହି ଖବର ତାଙ୍କର ଆଗାମୀ ସିନେମାକୁ ନେଇ ନୁହେଁ ବରଂ ତାଙ୍କର ସୋସିଆଲ୍ ମିଡିଆ ପୋଷ୍ଟକୁ ନେଇ । ବିଜିପୁର ନିର୍ବାଚନରେ ରାଜନେତା ଓ ଅଭିନେତାଙ୍କ ପ୍ରମୋସନକୁ ନେଇ ଏକ ପୋଷ୍ଟ ସେୟାର୍ କରିଛନ୍ତି ଅମ୍ଳାନ । ଯେଉଁଥିରେ ସେ ପ୍ରଧାନମନ୍ତ୍ରୀ…
Read More...

ରାଜନୀତି କରିବାକୁ ପ୍ରସ୍ତୁତ ହେଉଛନ୍ତି କଙ୍ଗନା !

ବଲିଉଡ କୁଇନ କଙ୍ଗନା ବର୍ତ୍ତମାନ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ମଣିକର୍ଣ୍ଣିକା’ର ସୁଟି ଏବଂ ପୋଷ୍ଟ ପ୍ରଡ଼କ୍ଟସନ କାର୍ଯ୍ୟରେ ବ୍ୟସ୍ତ ରହିଛନ୍ତି । ସୂତ୍ରରୁ ଜଣାପଡ଼ିଛି, ଏହା ଭିତରେ କଙ୍ଗନା ଅନେକ ଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଖା କରିବାକୁ ଯାଇଛନ୍ତି । କଙ୍ଗନାଙ୍କ ବୁଝାମଣା ଏବଂ…
Read More...

ଆଜି ରାଜନୀତିରେ ପାଦ ଥାପିବେ କମଲ ହାସନ୍ ! ନୂଆଦଳର ଘୋଷଣା କରିବେ ଦକ୍ଷିଣ ସୁପରଷ୍ଟାର

ରାଜନୀତିରେ କମଲ୍ ହାସନ୍ । ରାଜନୀତିରେ ପାଦ ଥାପିବାକୁ ଯାଉଛନ୍ତି ଦକ୍ଷିଣୀ ସିନେ ଜଗତର ଜଣାଶୁଣା ଅଭିନେତା କମଲ ହାସନ୍ । ଆଜି ସେ ନିଜର ନୂଆ ରାଜନୈତିକ ଦଳର ନାଁ ଘୋଷଣା କରିବେ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ସଂଯୋଜକ ଅରବିନ୍ଦ କେଜରିୱାଲ ମଧ୍ୟ ଏହି କାର୍ଯ୍ୟକ୍ରମରେ…
Read More...

ବିରାଟଙ୍କ ବଡ ରେକର୍ଡ ! ୨୭ ବର୍ଷ ପରେ ଇତିହାସ ରଚିଲେ କ୍ୟାପଟେନ କୋହଲି

ବିଶ୍ୱର ସର୍ବଶ୍ରେଷ୍ଠ କ୍ରିକେଟର ତଥା ଭାରତୀୟ କ୍ରିକେଟ ଟିମର କ୍ୟାପଟେନ କୋହଲି ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି । ଏହାସହ ଦୀର୍ଘ ୨୭ ବର୍ଷ ପରେ ଆଇସିସି ଦିନିକିଆ ମାନ୍ୟତାରେ ୯୦୯ ପଏଣ୍ଟ ହାସଲ କରି ଇତିହାସ ରଚିଛନ୍ତି ବିରାଟ । ଏହାସହ ଦକ୍ଷିଣ ଆଫ୍ରିକାର ଏବି ଡି ଭିଲିୟର୍ସ ପରେ ଉଭୟ…
Read More...