Browsing Category

ଜନାଦେଶ

ବିଜେଡି ପାଇଁ ଚ୍ୟାଲେଞ୍ଜ କି ବ୍ରଜରାଜନଗର? କଂଗ୍ରେସ ଭୋଟକୁ ଫେରାଇଆଣିବେ କିଶୋର!

କନକ ବ୍ୟୁରୋ: ୧୯ ବର୍ଷର ଶାସନ ପରେ ୨୦୧୯ରେ ବ୍ରଜରାଜନଗର ବିଧାନସଭା ଆସନରେ ପ୍ରଥମ ଥର ପାଇଁ ବିଜୟର ସ୍ୱାଦ ଚାଖିଥିଲା ଶାସକ ବିଜେଡି । ତେଣୁ ଏବେ ହେବାକୁ ଥିବା ଉପ-ନିର୍ବାଚନରେ ଏହାକୁ ବଜାୟ ରଖିବାକୁ ଦଳ କୈାଣସି ସୁଯୋଗକୁ ହାତଛଡା କରିବାକୁ ଚାହିଁବନି । ତବେ ଅତୀତର ନିର୍ବାଚନକୁ ସମୀକ୍ଷା…
Read More...

ବ୍ରଜରାଜନଗର ପାଇଁ ବିଜେଡି ଖୋଲିଲା କାର୍ଡ । ଦିବଙ୍ଗତ କିଶୋର ମହାନ୍ତିଙ୍କ ପତ୍ନୀଙ୍କୁ ପ୍ରାର୍ଥୀ କଲା ଦଳ, ବିଜେପିରୁ…

କନକ ବ୍ୟୁରୋ : ଶେଷରେ ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିଛି । ପଶ୍ଚିମ ଓଡିଶାର ପ୍ରମୁଖ ଚେହେରା ସ୍ୱର୍ଗତ କିଶୋର ମହାନ୍ତିଙ୍କ ଧର୍ମପତ୍ନୀ ଅଳକା ମହାନ୍ତି ଏହି ଆସନରୁ ପ୍ରାର୍ଥୀ ହୋଇଛନ୍ତି । କଂଗ୍ରେସ କିଶୋର ପଟେଲଙ୍କୁ ପ୍ରାର୍ଥୀତ୍ୱ ଉପରେ ମୋହର ମାରିଛି ।…
Read More...

ବ୍ରଜରାଜନଗର ଉପନିର୍ବାଚନ : କିଶୋରଙ୍କୁ ପ୍ରାର୍ଥୀ କଲା କଂଗ୍ରେସ, ପୁଣିଥରେ ଗଡକୁ କମବ୍ୟାକ୍ କରିବାକୁ ରଣନୀତି…

କନକ ବ୍ୟୁରୋ : ବ୍ରଜରାଜନଗର ଉପନିର୍ବାଚନ ପାଇଁ କଂଗ୍ରେସ ନିଜର ପ୍ରାର୍ଥୀ ଘୋଷଣା କରିଛି । ପୂର୍ବତନ ବାଚସ୍ପତି ତଥା ପୂର୍ବତନ ମନ୍ତ୍ରୀ କିଶୋର ଚନ୍ଦ୍ର ପଟେଲଙ୍କୁ ପ୍ରାର୍ଥୀ କରିଛି ଦଳ । କିଶୋରଙ୍କ ଭଳି ପୁରୁଖା ଓ ଅନୁଭବୀ ନେତାଙ୍କ  ଉପରେ ଭରସିବା ସହ ବ୍ରଜରାଜନଗର ବାଜି ଜିତିବାକୁ ଲକ୍ଷ୍ୟ…
Read More...

ମୋ ଉପରେ ଆସ୍ଥା ପ୍ରକଟ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ । ସ୍ୱାମୀଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିବି : ଅଳକା…

କନକ ବ୍ୟୁରୋ : ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ବିଡେଡି ପ୍ରାର୍ଥୀ ଘୋଷଣା କରିଛି । ସ୍ୱର୍ଗତ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି ବେଜେଡି । ପଶ୍ଚିମ ଓଡିଶାର ପ୍ରମୁଖ ଚେହେରା ସ୍ୱର୍ଗତ କିଶୋର ମହାନ୍ତିଙ୍କ ଧର୍ମପତ୍ନୀ ଅଳକା ମହାନ୍ତିଙ୍କୁ…
Read More...

ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା । ଅଳକା ମହାନ୍ତିଙ୍କ ନାଁ ଘୋଷଣା କଲା ବିଜେଡି

କନକ ବ୍ୟୁରୋ : ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା । ଅଳକା ମହାନ୍ତିଙ୍କ ନାଁ ଘୋଷଣା କଲା ବିଜେଡି । ବ୍ରଜରାଜନଗରର ପୂର୍ବତନ ବିଧାୟକ ତଥା ବିଜେଡି ଶିବିରର ଟାଣୁଆ ନେତା ଦିବଂଗତ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କ ନାଁରେ ବିଜେଡି ମୋହର ମାରିଛି । ତେବେ…
Read More...

ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିବା ପରେ ଦଳ ଛାଡ଼ିଲେ ଝାରସୁଗୁଡା ଜିଲ୍ଲା ସଭାପତି । ରାଜ୍ୟ…

କନକ ବ୍ୟୁରୋ : ବ୍ରଜରାଜନଗର ଉପନିର୍ବାଚନକୁ ନେଇ ବିଜେପିରେ ଗୋଷ୍ଠୀ କନ୍ଦଳ ପଦାରେ ପଡିଛି । ରାଧାରାଣୀ ପଣ୍ଡାଙ୍କୁ ବିଜେପି ଟିକେଟ୍ ମିଳିବା ପରେ ଝାରସୁଗୁଡା ଜିଲ୍ଲା ବିଜେପି ସଭାପତି ମଙ୍ଗଲ ସାହୁ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ୨୫ ବର୍ଷ ହେବ ଦଳରେ ଥିବା ମଙ୍ଗଲ ନିଜର ଇସ୍ତଫା ପତ୍ର…
Read More...

ଲଢ଼େଇ ପାଇଁ ପ୍ରସ୍ତୁତ ହେଉଛି ବ୍ରଜରାଜନଗର: ବିଜେଡିର କିଏ ହେବେ ପ୍ରାର୍ଥୀ ଏଯାଏଁ ରହିଛି ସସପେନ୍ସ

କନକ ବ୍ୟୁରୋ: ବ୍ରଜରାଜନଗର ନିର୍ବାଚନ ପାଇଁ ବିଜେପି ଓ କଂଗ୍ରେସ ପ୍ରାର୍ଥୀ ନାଁ ଘୋଷଣା କରିବା ପରେ ଏବେ ସମସ୍ତଙ୍କ ନଜର ରହିଛି, ବିଜେଡିର ପ୍ରାର୍ଥୀଙ୍କ ଉପରେ । ଅନ୍ୟପଟେ ନିର୍ବାଚନ ସମୟ ପାଖେଇ ଆସୁଥିବାବେଳେ, ଉପନିର୍ବାଚନରେ କିଏ କେତେ ଭୋଟରେ ବିଜୟୀ ହେବେ ସେନେଇ ମଧ୍ୟ ରାଜନେତାମାନେ ଅଙ୍କ…
Read More...

ବ୍ରଜରାଜନଗର ଉପନିର୍ବାଚନ : କାହାକୁ ପାର୍ଥୀ କରିବ ବିଜେଡି ? ତାହା ଉପରେ ସମସ୍ତଙ୍କ ନଜର

କନକ ବ୍ୟୁରୋ : ପ୍ରାର୍ଥୀ ଘୋଣଷାରେ ସବୁବେଳେ ପଛରେ ରହୁଥିବା କଂଗ୍ରେସ ଏଥର ବ୍ରଜରାଜନଗର ଉପନିର୍ବାଚନ ପାଇଁ ଆଗୁଆ କାର୍ଡ ଖୋଲିଥିଲା । ବିଧିବଦ୍ଧ ଭାବେ ନାଁ ଘୋଷଣା ହୋଇନଥିଲେ ବି ପୁରୁଖା ନେତା କିଶୋର ପଟେଲଙ୍କୁ ପ୍ରାର୍ଥୀ ନେଇ ନିଷ୍ପତ୍ତି ହୋଇଛି । ଆଉ ତାଙ୍କ ନାଁକୁ ହାଇକମାଣ୍ଡଙ୍କୁ…
Read More...

ଚର୍ଚ୍ଚାରେ ପଡିଲା ପୂର୍ଣ୍ଣଚ୍ଛେଦ, ବ୍ରଜରାଜନଗର ଉପନିର୍ବାଚନ ପାଇଁ ରାଧାରାଣୀଙ୍କୁ ପ୍ରାର୍ଥୀ କଲା ବିଜେପି । ପୂର୍ବରୁ…

କନକ ବ୍ୟୁରୋ : ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡାଙ୍କୁ ଦଳ ଏଠାରୁ ପ୍ରାର୍ଥୀ କରିଛି । ରାଧାରାଣୀଙ୍କ ନାଁରେ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ମୋହର ମାରିଛି । ଆଉ ଏହାସହ ପ୍ରଥମ ଦଳ ଭାବେ ବ୍ରଜରାଜନଗର ଉପ-ନିର୍ବାଚନ…
Read More...

ବ୍ରଜରାଜନଗର ଉପ-ନିର୍ବାଚନ : କିଶୋର ପଟେଲଙ୍କୁ ପ୍ରାର୍ଥୀ କରିବ କଂଗ୍ରେସ! ସାଲୁଜା ଦେଲେ ସଂକେତ, ବିଜେଡି-ବିଜେପି…

କନକ ବ୍ୟୁରୋ : ବ୍ରଜରାଜନଗର ଉପନିର୍ବାଚନରେ କିଶୋର ପଟେଲଙ୍କୁ ପ୍ରାର୍ଥୀ କରିବ କଂଗ୍ରେସ । କିଶୋରଙ୍କୁ ପ୍ରାର୍ଥୀ କରିବାକୁ କଂଗ୍ରେସ ପକ୍ଷରୁ ଆପାତତଃ ନିଆଯାଇଛି ନିଷ୍ପତ୍ତି । ଏନେଇ ସୂଚନା ଦେଇଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । କହିଲେ, ଆମେ ସବୁ ତାଙ୍କ ପାଇଁ ଲଢିବୁ । କିଶୋର…
Read More...