Browsing Category

ଜନାଦେଶ

ପୌର ନିର୍ବାଚନରେ ବିଜୟ ବାନା ଉଡାଇଲା ବିଜେଡି । ଆରମ୍ଭ ହେଲା ସେଲିବ୍ରେସନ, ନବୀନ ନିବାସ ସାମ୍ନାରେ ଜନସମୁଦ୍ର ।

କନକ ବ୍ୟୁରୋ : ପୌର ନିର୍ବାଚନରେ ବାଜିମାତ୍ କରିଛି ବିଜେଡି । ପଞ୍ଚାୟତ ଭଳି ପୌର ନିର୍ବାଚନରେ ବି ବିରୋଧୀଙ୍କୁ ମାତ୍ ଦେଇ ବିଜୟବାନା ଉଡାଇଛି ବିଜେଡି । ପୁଣିଥରେ ବିଜେଡିକୁ ଭରସିଛନ୍ତି ସହରବାସୀ । ୧୦୫ ପୌର ଓ ଏନଏସି ଅଧ୍ୟକ୍ଷ ପାଇଁ ଭୋଟ ଗଣତି ହୋଇଥିବା ବେଳେ ୭୩ଟି ଆସନରେ ବିଜେଡି ବିଜୟୀ…
Read More...

ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବେ ୧୬ରେ ଶପଥ ନେଇପାରନ୍ତି ଭଗୱନ୍ତ ! ବିଜୟ ପରେ କେଜ୍ରିୱାଲଙ୍କ ପାଦ ଛୁଇଁ ନେଲେ ଆର୍ଶୀବାଦ…

କନକ ବ୍ୟୁରୋ : ପଞ୍ଜାବରେ ବୃହତ ବିଜୟ ପରେ ଆସନ୍ତା ୧୬ ତାରିଖରେ ଶପଥ ନେଇପାରନ୍ତି ଆମ୍ ଆଦମୀ ପାର୍ଟିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗୱନ୍ତ ମାନ୍ । ଶପଥ ଗ୍ରହଣ ସମାରୋହରେ ସାମିଲ ହେବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ନେତା ଅରବିନ୍ଦ କେଜ୍ରିୱାଲଙ୍କୁ ଆମନ୍ତ୍ରଣ କରିଛନ୍ତି ଭଗୱନ୍ତ ।…
Read More...

ମୋ ପାଇଁ ଗାତ ଖୋଳିଥିବା ଲୋକ ନିଜେ ସେହି ଗାତରେ ୧୦ ଫୁଟ୍ ତଳେ ଚାପି ହୋଇଗଲେ । କାହିଁକି ଏମିତି କହିଲେ ସିଦ୍ଧୁ?

କନକ ବ୍ୟୁରୋ : ପଞ୍ଜାବ ଫଳାଫଳକୁ ନେଇ ବଡ ବୟାନ ରଖିଛନ୍ତି କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁ । ପଞ୍ଜାବରେ କଂଗ୍ରେସର ବଡ଼ ବିପର୍ଯ୍ୟୟ ବାବଦରେ ମୁହଁ ଖୋଲିବା ସହ ସିଦ୍ଧୁ ଯାହା କହିଛନ୍ତି ତାହା ରାଜନୀତି କରିଡରରେ ଚର୍ଚ୍ଚାର ବିଷୟ ପାଲଟିଛି । ସିଦ୍ଧୁ କହିଛନ୍ତି, ଯେଉଁମାନେ ମୋ ପାଇଁ ଗାତ…
Read More...

କିଏ ଏହି ପଲ୍ଲବୀ ପଟେଲ? ଯିଏ ଉତ୍ତରପ୍ରଦେଶର ଉପ-ମୁଖ୍ୟମନ୍ତ୍ରୀ କଲେ ପରାଜିତ ।

କନକ ବ୍ୟୁରୋ : ଜିତିଲେ ଯୋଗୀ, ହାରିଲେ ମୌର୍ଯ୍ୟ । ମୁଖ୍ୟମନ୍ତ୍ରୀ ଜିତିଗଲେ କିନ୍ତୁ ଉପ-ମୁଖ୍ୟମନ୍ତ୍ରୀ ହାରିଗଲେ । ଗତକାଲି ଉତ୍ତରପ୍ରଦେଶରେ ବିଜେପିର ବିପୁଳ ବିଜୟେ ଦଳର କର୍ମୀଙ୍କୁ ଯେତିକି ଖୁସି ଆଣି ଦେଇଛି ତାହା ଠାରୁ ଅଧିକ କଷ୍ଟ ଦେଇଛି ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ…
Read More...

ଧାମୀ ଧରାଶାୟୀ, ଏବେ କିଏ ହେବ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ? ଜାଣନ୍ତୁ ମୁଖ୍ୟମନ୍ତ୍ରୀ ରେସରେ ଏବେ ବିଜେପିର କେଉଁ…

କନକ ବ୍ୟୁରୋ : ଉତ୍ତରାଖଣ୍ଡରେ ପୁଣିଥରେ ସରକାର ଗଢିବ ବିଜେପି । ଦଳ ଏଠାରେ ମ୍ୟାଜିକ ନମ୍ବର ଠାରୁ ଅଧିକ ଆସନରେ ଆଗୁଆ ଥିବା ବେଳେ ସରକାର ଗଢିବା ନେଇ ବାଟ ଫିଟିଛି । ଦଳ ଏଠାରେ ବିଜୟୀ ହୋଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ଖଟିମା ବିଧାନସଭା ଆସନରୁ ପରାସ୍ତ ହୋଇଛନ୍ତି ।…
Read More...

ଜନାଦେଶ ୨୦୨୨: କଂଗ୍ରେସର ପରାଜୟ ପରେ ମୁହଁ ଖୋଲିଲେ ପ୍ରିୟଙ୍କା ଗାନ୍ଧୀ । କହିଲେ, କାହିଁକି ଖାଲି ରହିଗଲା ‘ହାତ’?

କନକ ବ୍ୟୁରୋ: ୫ଟି ରାଜ୍ୟର ଫଳାଫଳ ବିଧିବଦ୍ଧ ଭାବେ ସାମ୍ନାକୁ ନଆସିଲେ ବି ଚିତ୍ର ସ୍ପଷ୍ଟ ହେବାରେ ଲାଗିଛି । ପଞ୍ଜାବ ବ୍ୟତୀତ ଅନ୍ୟ ୪ ରାଜ୍ୟରେ ସରକାର ଗଢ଼ିବା ସ୍ଥିତିରେ ରହିଛି ବିଜେପି । ଆଉ ପରାଜୟର ସ୍ୱାଦ ଚାଖିଛି ଦେଶର ପୂରାତନ ରାଜନୈତିକ ଦଳ ଜାତୀୟ କଂଗ୍ରେସ । ତେବେ ଶୋଚନୀୟ ପରାଜୟ ପରେ…
Read More...

ଯେବେ ବିଚାରକ ଥିଲେ ସିଦ୍ଧୁ, ପ୍ରତିଯୋଗୀ ଥିଲେ ଭଗୱନ୍ତ । ବଦଳିଲା ଭାଗ୍ୟ, ରାଜନୀତି ମୈଦାନରେ ପାସ୍ ହେଲେ ଭଗୱନ୍ତ, ଫେଲ…

କନକ ବ୍ୟୁରୋ : ପଞ୍ଜାବ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟିର ଦମଦାର ପ୍ରଦର୍ଶନ ଭିତରେ କଂଗ୍ରେସ, ବିଜେପିକୁ ବଡ ଝଟକା ଲାଗିଛି । ଉଭୟ କଂଗ୍ରେସ, ବିଜେପି, ଅକାଳୀ ଦଳର ଅନେକ ହେଭିୱେଟ ନେତା ପରାଜିତ ହୋଇଥିବା ବେଳେ ଆପ୍ ପ୍ରାର୍ଥୀ ଭଗୱନ୍ତ ମାନ୍ ବଡ ବିଜୟ ହାସଲ କରିଛନ୍ତି । ଏକାକୀ ଆପ୍…
Read More...

ଲକ୍ଷେରୁ ଅଧିକ ଭୋଟରେ ଜିତିଲେ ଯୋଗୀ । ପୁରୁଣା ଅନ୍ଧବିଶ୍ୱାସରେ ପକାଇଲେ ପୂର୍ଣ୍ଣଚ୍ଛେଦ ।

କନକ ବ୍ୟୁରୋ : ଉତ୍ତର ପ୍ରଦେଶରେ ଜିତିଲେ ଯୋଗୀ । ବିଜେପିର ଅଦ୍ଭୁତପୂର୍ବ ସଫଳତା ଭିତରେ ଯୋଗୀ ପୁଣିଥରେ ଜିତିବା ସହ ନୂଆ ଇତିହାସ ରଚିଛନ୍ତି । ଗୋରଖପୁର ସହରାଞ୍ଚଳ ଆସନରୁ ଯୋଗୀ ଆଦିତ୍ୟନାଥ ଲକ୍ଷେରୁ ଅଧିକ ଭୋଟରେ ଜିତିଛନ୍ତି । ଆଉ ଏତେ ବ୍ୟବଧାନରେ ଜିତିବା ହିଁ ଦର୍ଶାଉଛି ଯେ, ଯୋଗୀଙ୍କ…
Read More...

ନିଜକୁ ନେଉଳ ଓ ବିଜେପିକୁ ସାପ କହୁଥିଲେ । କିନ୍ତୁ ଉତ୍ତରପ୍ରଦେଶରେ ସାଥ ଦେଲେନି ଭୋଟର, ହାରିଗଲେ ସ୍ୱାମୀ ପ୍ରସାଦ…

କନକ ବ୍ୟୁରୋ : ଉତ୍ତରପ୍ରଦେଶରେ ଭୋଟ ଗଣତି ଭିତରେ ଟ୍ରେଣ୍ଡରେ ବିଜେପି ମ୍ୟାଜିକ ନମ୍ବର ଠାରୁ ଯଥେଷ୍ଟ ଅଧିକ ଆସନରେ ଆଗୁଆ ରହିଛି । ଏହି ଆସନ ମଧ୍ୟରୁ ଅନେକ ଆସନରେ ବିଜେପି ବିଜୟୀ ମଧ୍ୟ ହୋଇ ସାରିଲାଣି । ଯଦି ଏହି ଟ୍ରେଣ୍ଡ ଶେଷ ପର୍ଯ୍ୟନ୍ତ ଜାରି ରୁହେ ତେବେ ବିଜେପି ପୁଣିଥରେ…
Read More...

ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ହରାଇଲେ ମୋବାଇଲ ମେକାନିକ । ବିଜୟୀ ‘ଆପ୍’ ପ୍ରାର୍ଥୀଙ୍କ ମା’ ହସ୍ପିଟାଲରେ କରନ୍ତି ସଫେଇ…

କନକ ବ୍ୟୁରୋ : ପଞ୍ଜାବରେ ‘ଆପ୍’ର ‘ଝାଡ଼ୁ’ ଝଡ଼ ସୃଷ୍ଟି କରିବା ପରେ ଦଳୀୟ କର୍ମୀ ଓ ମତଦାତାଙ୍କୁ ସମ୍ବୋଧନ କରିଛନ୍ତି । ପଞ୍ଜାବର ମୁଖ୍ୟମନ୍ତ୍ରୀଙ୍କୁ ଜଣେ ମୋବାଇଲ ସଜାଡୁଥିବା ବ୍ୟକ୍ତି ହରାଇଛନ୍ତି । ଭଦୌର ବିଧାନସଭା ଆସନର ଆପ୍ ପ୍ରାର୍ଥୀ ଲାଭ ସିଂ ଉଗୋକେ ଯାହାଙ୍କ ମା’ ଗୋଟିଏ ସରକାରୀ…
Read More...