Browsing Category

ଜନାଦେଶ

ବ୍ରଜରାଜନଗର ଉପନିର୍ବାଚନ : ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କଲେ, ସମର୍ଥକଙ୍କ ସହ ପ୍ରଚାର ମୈଦାନକୁ ଓହ୍ଲାଇଲେ…

କନକ ବ୍ୟୁରୋ : ବ୍ରଜରାଜନଗର ଉପନିର୍ବାଚନ ପାଇଁ ତିନି ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଆଜି ଆନୁଷ୍ଠାନିକ ଭାବେ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ପ୍ରଚାର ଆରମ୍ଭ କରିଛନ୍ତି । ନିଜ ଗାଁ ଲଖନପୁର ବ୍ଲକ ସ୍ଥିତ ଧୁଲୁଣ୍ଡାରୁ ପ୍ରଚାର ଆରମ୍ଭ କରିଛନ୍ତି…
Read More...

ବ୍ରଜରାଜନଗର ଉପନିର୍ବାଚନ । ଜାଣନ୍ତୁ ନିର୍ବାଚନ ପରିଚାଳନା ପାଇଁ କାହାକୁ ମିଳିଲା କେଉଁ ଦାୟିତ୍ୱ

କନକ ବ୍ୟୁରୋ: ବ୍ରଜରାଜନଗର ଉପନିର୍ବାଚନ ନିମନ୍ତେ ବିଜେଡି ପକ୍ଷରୁ ନିର୍ବାଚନ ପରିଚାଳନା ପାଇଁ ମନ୍ତ୍ରୀ ନବ ଦାସଙ୍କୁ ସଂପୂର୍ଣ୍ଣ ଦାୟିତ୍ବ ଦିଆଯାଇଥିବା ବେଳେ ତାଙ୍କ ସହିତ ଜିଲ୍ଲା ପର୍ୟ୍ୟବେକ୍ଷକ କଟକ ମେୟର ସୁବାସ ସିଂ ଓ ସହ ପର୍ୟ୍ୟବେକ୍ଷକ ବିଷ୍ଣୁ କେଡ଼ିଆ ରହିଛନ୍ତି। ବିଜେଡି ପକ୍ଷରୁ ଏକ…
Read More...

ବ୍ରଜରାଜନଗର ଉପନିର୍ବାଚନ ପାଇଁ ବଢୁଛି ତାତି: ଗଡ ହାତେଇବାକୁ ଚାଲିଛି ଅଙ୍କକଷା

କନକ ବ୍ୟୁରୋ: ବ୍ରଜରାଜନଗର ଉପନିର୍ବାଚନ ତାତି ବଢିବାରେ ଲାଗିଛି । ବିଧିବଦ୍ଧ ଭାବେ ତିନି ଦଳ ପ୍ରଚାର ଆରମ୍ଭ କରି ନାହାନ୍ତି । ପ୍ରଚାର ମୈଦାନକୁ ଓହ୍ଲାଇବା ପୂର୍ବରୁ ରାଜନୈତିକ ଦଳଗୁଡିକ, କର୍ମୀ ସମ୍ମିଳନୀ କରି କର୍ମୀଙ୍କୁ ଏକଜୁଟ କରିବା ସହ ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରୁଛନ୍ତି । ୨୦୨୪…
Read More...

ପୁଣି ଷ୍ଟାର ପ୍ରଚାରକ ତାଲିକାରୁ ବାଦ୍ ପଡ଼ିଲେ ବିଜୟ । ବିଜେପି ପାଇଁ ଅଲୋଡା ହେଇଗଲେ କି ବିଜୟ ମହାପାତ୍ର?

କନକ ବ୍ୟୁରୋ: ଏକଦା ଯେଉଁ ନେତାଙ୍କୁ ନେଇ ପାୱାର କରିଡରରେ ସବୁଠୁ ଅଧିକ ଚର୍ଚ୍ଚା ହେଉଥିଲା, ବିଜୁ ଜନତା ଦଳ ଗଠନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ନେତାଙ୍କ ମଧ୍ୟରେ ଯିଏ ସବୁଠୁ ଆଗରେ ରହିଥିଲେ, ଏବେ ସେ ରାଜ୍ୟ ବିଜେପିରେ କୋଣଠେସା ହୋଇପଡ଼ିଥିବା ଦେଖିବାକୁ ମିଳିଛି । ଏକଥା ଆମେ…
Read More...

ବ୍ରଜରାଜନଗର ଉପ-ନିର୍ବାଚନ : କିଶୋରଙ୍କ ପାଇଁ ପ୍ରଚାର କରିବେ ଛତିଶଗଡ ମୁଖ୍ୟମନ୍ତ୍ରୀ, ଯୁବ ଭୋଟରଙ୍କ ଭୋଟ ହାତେଇବାକୁ…

କନକ ବ୍ୟୁରୋ : ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକା ଘୋଷଣା । ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି କଂଗ୍ରେସ । ଯେଉଁଥିରେ ଅନେକ ବଡ ଚେହେରାଙ୍କୁ ସାମିଲ କରାଯାଇଛି । ଖାସକରି ଛତିଶଗଡର ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, କଂଗ୍ରେସର ଯୁବ ନେତା…
Read More...

ବ୍ରଜରାଜନଗର ଉପନିର୍ବାଚନ : ବିଜେପିର ୩ କେନ୍ଦ୍ରମନ୍ତ୍ରୀ ପ୍ରଚାରରେ ହେବେ ସାମିଲ

କନକ ବ୍ୟୁରୋ : ବ୍ରଜରାଜନଗର ଉପନିର୍ବାଚନ ପାଇଁ ସରିଛି ପ୍ରାର୍ଥୀପତ୍ର ଦାଖଲ । ଏବେ କେମିତି ପ୍ରଚାର ହେବ କ’ଣ ରହିଛି ମୁଦ୍ଦା ତାକୁ ନେଇ ବିଜେପି ରୋଡମ୍ୟାପ ପ୍ରସ୍ତୁତ କରୁଛି । ୩୧ ତାରିଖରେ ଏହି ଆସନ ପାଇଁ ଭୋଟ ପଡ଼ିବ । ପୂର୍ବରୁ ଏହି ଆସନରେ ରାଧାରାଣୀ ବିଧାୟକ ଥିଲେ ତେଣୁ ଏଠାରେ ବିଜେପି…
Read More...

ବ୍ରଜରାଜନଗରରେ ପ୍ରଚାର କରିବେ ବାଘେଲଙ୍କ ମନ୍ତ୍ରୀ! କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକାରେ ଅଛନ୍ତି ଛତିଶଗଡ ମନ୍ତ୍ରୀ,…

କନକ ବ୍ୟୁରୋ : ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ଶେଷ ହୋଇଛି । ୩ ପ୍ରମୁଖ ଦଳ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ଏବେ ପ୍ରଚାର ମୈଦାନକୁ ଓହ୍ଲାଇବାକୁ ଅଣ୍ଟା ଭିଡ଼ିଲେଣି ପ୍ରାର୍ଥୀ । କେଉଁ ନେତାଙ୍କୁ ଧରି ଦଳ ଗୁଡିକ ପ୍ରଚାର ମୈଦାନକୁ ଓହ୍ଲାଇବ ସେନେଇ ଅଙ୍କା…
Read More...

ବ୍ରଜରାଜନଗର ବାଜି ଜିତିବ କିଏ? ନାମାଙ୍କନପତ୍ର ଦାଖଲ ୩ ପ୍ରମୁଖ ଦଳର ପ୍ରାର୍ଥୀ, ଏବେ ଘମାଘୋଟ ପ୍ରଚାର ବଢାଇବ…

କନକ ବ୍ୟୁରୋ : ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ଆଜି ନାମାଙ୍କନପତ୍ର ଦାଖଲ କରିଛନ୍ତି ୩ ପ୍ରମୁଖ ଦଳର ପ୍ରାର୍ଥୀ । ଝାରସୁଗୁଡା ବେହେରାମାଲ ଛକ ନିକଟରୁ ବିଶାଳ ଶୋଭାଯାତ୍ରାରେ ବାହାରି ଝାରସୁଗୁଡା ଉପ ଜିଲ୍ଲାପାଳଙ୍କ ନିକଟରେ ନିଜର ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଜେଡି, ବିଜେପି ଓ…
Read More...

ଚର୍ଚ୍ଚାରେ ରାଧାରାଣୀ ପଣ୍ଡାଙ୍କ ନାମାଙ୍କନ : ଜ୍ୟୋତିଷ ତିଥି ଦେଇଥିବାରୁ ନାମାଙ୍କନ ଦାଖଲର ଶେଷଦିନ ପୂର୍ବରୁ…

କନକ ବ୍ୟୁରୋ : ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ଗତକାଲି ପ୍ରାର୍ଥୀପତ୍ର ଦାଖଲ କରିଥିବା ସୂଚନା ରହିଛି । ଜ୍ୟୋତିଷ ଶାସ୍ତ୍ରଙ୍କ କହିବା ଅନୁସାରେ ରାଧାରାଣୀ ଗତକାଲି ପ୍ରଥମ ସେଟ୍ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ଆଜି ଦ୍ୱିତୀୟ ସେଟ୍ ଦାଖଲ କରିଥିବା ସୂଚନା ମିଳିଛି । ସେହିପରି…
Read More...

ବ୍ରଜରାଜନଗର ଉପନିର୍ବାଚନ : ଆଜି ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ; ନାମାଙ୍କନ ଦାଖଲ କରିବେ ତିନି ଦଳର ପ୍ରାର୍ଥୀ

କନକ ବ୍ୟୁରୋ : ଆଜି ବ୍ରଜରାଜନଗର ବିଧାନସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବାର ଶେଷ ଦିନ । ତେଣୁ ସମସ୍ତ ଆଶାୟୀ ପ୍ରାର୍ଥୀ ଆଜି ନାମାଙ୍କନ ଦାଖଲ କରିବେ । ବିଜେଡିରୁ ଦିବଂଗତ ବିଧାୟକ କିଶୋର ମହାନ୍ତିଙ୍କ ସ୍ତ୍ରୀ ଅଳକା ମହାନ୍ତି ପ୍ରାର୍ଥୀପତ୍ର ଦାଖଲ କରିବେ । ବେହେରାମାଳ ଛକଠାରୁ…
Read More...