କନ୍ଧମାଳ ଗୁଳିକାଣ୍ଡ ଘଟଣା : ସରକାରଙ୍କୁ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ଟାର୍ଗେଟ୍

44

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : କନ୍ଧମାଳ ଗୁଳିକାଣ୍ଡ ଘଟଣାରେ ସରକାରଙ୍କୁ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ଟାର୍ଗେଟ୍ । ଏସଆଇଟି ଗଠନ ପ୍ରକ୍ରିୟା କୁ ସମାଲେଚନା କଲେ ବିଜୟ। ଏସଆଇଟି ମୁଖ୍ୟ ମହେନ୍ଦ୍ର ପ୍ରତାପଙ୍କ ନିଯୁକ୍ତି ଉପରେ ଉଠାଇଲେ ପ୍ରଶ୍ନ।