ରିଓ ଅଲିମ୍ପିକ୍ସ : ଭାରତକୁ ନିରାଶ କଲେ ଅଭିନବ ବିନ୍ଦ୍ରା

37

କନକ ବ୍ୟୁରୋ : ରିଓ ଅଲିମ୍ପିକ୍ସ । ଭାରତକୁ ନିରାଶ କଲେ ଅଭିନବ ବିନ୍ଦ୍ରା । ୧୦ ମିଟର ଏୟାର ରାଇଫଲରେ ବିନ୍ଦ୍ରା ଚତୁର୍ଥ।