ଆସିକାରେ ଡବଲ ଏନକାଉଂଟର ! ୟୁପିର ଲକ୍ଷ୍ମଣ ନିରଜଂନ ରାଜପୁତ ଓ କୋଦଳାର ଟୁନା ଗୌଡ ଆହତ

42

କନକ ବ୍ୟୁରୋ : ଆସିକାରେ ଡବଲ ଏନକାଉଂଟର । କର୍ଣ୍ଣଳି ପାହାଡ ନିକଟରେ ଅପରାଧୀଙ୍କୁ ଟାର୍ଗେଟ କରିଛି ପୁଲିସ । ପୁଲିସ ଗୁଳିରେ ଆହତ ହୋଇଛନ୍ତି ୨ଅପରାଧୀ । ସେମାନେ ହେଲେ ଉତରପ୍ରଦେଶର ଲକ୍ଷ୍ମଣ ନିରଜଂନ ରାଜପୁତ ଓ କୋଦଳା ଥାନାର ଟୁନା ଗୌଡ । ଉଭୟକୁ ଆସିକା ମେଡିକାଲରେ ଭର୍ତ୍ତି କରାଯାଇଛି । ଏମାନଙ୍କ ନିକଟରୁ ୨ଟି ପିସ୍ତଲ, ୬ଟି ଗୁଳି ଓ ବାଇକ ଜବତ କରାଯାଇଛି ।