ଆଫଗାନିସ୍ତାନ : ସୁପ୍ରିମକୋର୍ଟ ନିକଟରେ ଆତ୍ମଘାତୀ ବିସ୍ଫୋରଣ, ୨୦ଜଣ ମୃତ ଓ ୪୧ ଗୁରୁତର

36

କନକ ବ୍ୟୁରୋ : ଆଫଗାନିସ୍ତାନ ସୁପ୍ରିମକୋର୍ଟ ନିକଟରେ ଆତ୍ମଘାତୀ ବିସ୍ଫୋରଣ । ଏଥିରେ ୨୦ଜଣଙ୍କର ମୃତ୍ୟୁ ହୋଇଛି । ଏହା ସହ ୪୧ ଜଣ ଗୁରୁତର ଆହତ ହୋଇଛନ୍ତି । ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ କୋର୍ଟ ପରିସରରେ ଜଣେ ଅଜଣା ଦୃର୍ବୃତ୍ତ ଆତ୍ମଘାତୀ ବିସ୍ଫୋରଣ ଘଟାଇଥିଲା ।