ସମ୍ ଅଗ୍ନିକାଣ୍ଡ ପରେ ସରକାରଙ୍କ ବଡ କାର୍ଯ୍ୟାନୁଷ୍ଠାନ : ସରକାରୀ ତାଲିକାରୁ ବାଦ ପଡିଲା ସମ୍ ହସ୍ପିଟାଲ

27

କନକ ବ୍ୟୁରୋ : ସମ୍ ହସ୍ପିଟାଲ ବିରୋଧରେ ସରକାରଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ । ସରକାରୀ ତାଲିକାରୁ ବାଦ ପଡିଲା ସମ୍ ହସ୍ପିଟାଲ । ଏଣିକି ଆଉ ପାଇବନି ସରକାରୀ ସହାୟତା । ଡିଏମଇଟି ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଗରୀବ ଲୋକଙ୍କୁ ସରକାରୀ ସହାୟତାରେ ଅଧିକ ଚିକିତ୍ସା ସୁବିଧା ଯୋଗାଇଦେବା ପାଇଁ ଅନୁବନ୍ଧିତ ହୋଇଥିଲା ହସ୍ପିଟାଲ ।

ଏହାସହ ଦେଖନ୍ତୁ ଏହି ଭିଡିଓ –