Daily Archives

April 26, 2024

ଧାମନଗରରେ ପାଠୁଆ ନେତାଙ୍କ ଲଢ଼େଇ । ବିଜେପି ପ୍ରାର୍ଥୀ ଇଂଜିନିୟର ସୂରଜ ସୂର୍ଯ୍ୟବଂଶୀଙ୍କୁ ଟକ୍କର ହେଉଛନ୍ତି ବିଜେଡି…

କନକ ବ୍ୟୁରୋ : ପାଠ-ସାଠ ନଥିଲେ ବି ରାଜନୀତି କରିହେବ । ବର୍ଷ ବର୍ଷ ଧରି ଏହି ଧାରଣା ରହି ଆସିଛି, କିନ୍ତୁ ସମୟ ବଦଳିବା ସହ ରାଜନୀତିରେ ଶିକ୍ଷିତ ପ୍ରାର୍ଥୀଙ୍କ ରୁଚି ମଧ୍ୟ ବଢୁଛି । କେବଳ ଶିକ୍ଷିତ ପ୍ରାର୍ଥୀ କାହିଁକି, ଡାକ୍ତର ଏବଂ ଇଂଜିନିୟର ଭଳି ସମ୍ମାନଜନକ ପେଷାରେ ଥିବା ଶିକ୍ଷତ ଯୁବକ…

ତାତିରୁ ମିଳୁନି ତ୍ରାହି । ୪ ସହରର ତାପମାତ୍ରା ଟପିଲା ୪୪ ଡିଗ୍ରୀ । ୩୦ ତାରିଖ ଯାଏଁ ବିଭିନ୍ନ ଜିଲ୍ଲା ପାଇଁ ରେଡ…

କନକ ବ୍ୟୁରୋ : ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । କିଛି ସ୍ଥାନରେ ପ୍ରଚଣ୍ଡ ଗ୍ରୀଷ୍ମ ଲହରୀ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ଏପରି ସ୍ଥିତି ଆଉ ୪ ଦିନ ଜାରି ରହିବ ବୋଲି ସତର୍କ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଆସନ୍ତାକାଲି ଠାରୁ ତାତି ଆହୁରି ବଢ଼ିବ । ଆଗାମୀ ୨ ଦିନ ରାଜ୍ୟର…

ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି । ପ୍ରଥମ ଦିନରେ ନାମାଙ୍କନ ଭରିଲେ ହେଭିୱେଟ୍ ନେତା, ବିରାଟ…

କନକ ବ୍ୟୁରୋ : ନିର୍ବାଚନ ତାରିଖ ପାଖଉଥିବା ବେଳେ ନାମାଙ୍କନ ଭରୁଛନ୍ତି ପ୍ରାର୍ଥୀ । ସମର୍ଥକଙ୍କ ସହ ବିରାଟ ପଟୁଆରରେ ଆସି ଶକ୍ତି ପ୍ରଦର୍ଶନ ମଧ୍ୟ କରୁଛନ୍ତି । ଆଜି ବରଗଡ଼ ଭଟଲି ବିଧାନସଭା ଆସନ ପାଇଁ ନାମାଙ୍କନ ଭରିଛନ୍ତି ବିଜେଡି ପ୍ରାର୍ଥୀ ସୁଶାନ୍ତ ସିଂହ । ସାଂସଦ ପ୍ରାର୍ଥୀ ପରିଣୀତା…

ଇଭିଏମରେ ସିଲ୍ ହେଲା ରାହୁଲ ଗାନ୍ଧୀଙ୍କ ଭାଗ୍ୟ । ଦେଶର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ୮୮ ଲୋକସଭା ଆସନରେ ପଡିଲା…

କନକ ବ୍ୟୁରୋ : ବାମପନ୍ଥୀଙ୍କ ଗଡ କୁହାଯାଉଥିବା କେରଳର ୨୦ଟି ଲୋକସଭା ଆସନରେ ଭୋଟ୍ ପଡିଛି । ଯେଉଁଥିରେ ରହିଛି ବିରୋଧୀ କଂଗ୍ରେସର ପ୍ରମୁଖ ଚେହେରା ରାହୁଲ ଗାନ୍ଧୀଙ୍କ ଲୋକସଭା ଆସନ ୱାୟନାଡ । ୟୁପି ଆମେଠିରୁ ଗତଥର ହାରିବା ପରେ ଦ୍ୱିତୀୟ ଥର ସାଂସଦ ହେବା ପାଇଁ ୱାୟନାଡରୁ ଭାଗ୍ୟ ପରୀକ୍ଷା…

ବିଜେଡି ନେତା ଭି.କେ ପାଣ୍ଡିଆନଙ୍କ ମାରାଥନ ପ୍ରଚାର । ନବରଙ୍ଗପୁର ସଂସଦୀୟ କ୍ଷେତ୍ରରେ ବିଜେଡି ପାଇଁ ଭୋଟ ଅପିଲ,…

କନକ ବ୍ୟୁରୋ : ଗୁରୁବାର କୋରାପୁଟ ସଂସଦୀୟ କ୍ଷେତ୍ରର ବିଭିନ୍ନ ସ୍ଥାନରେ ଜନସଭା କରିବା ପରେ, ଶୁକ୍ରବାର ନବରଂଗପୁର ସଂସଦୀୟ କ୍ଷେତ୍ରରେ ମାରାଥନ ପ୍ରଚାର କରିଛନ୍ତି ଭି.କେ. ପାଣ୍ଡିଆନ   । ଉମରକୋଟ, ଝରିଗାଁ, ମୈଦଲପୁର, ପୂଜାରିଗୁଡାରେ ଜନସଭାରେ ସାମିଲ ହୋଇ ବିଜେଡି ପାଇଁ ଭୋଟ ମାଗିଛନ୍ତି ।…

ସାବଧାନ ! ଆହୁରି ୨ ଡିଗ୍ରୀ ବଢିପାରେ ତାତି । ୪ରୁ ୫ ଦିନ ଯାଏଁ ଭୀଷଣ ଗ୍ରୀଷ୍ମ ପ୍ରବାହ ଆଶଙ୍କା ।

କନକ ବ୍ୟୁରୋ: ସାବଧାନ ! ୪୮ ଘଣ୍ଟାରେ ଆହୁରି ବଢିପାରେ ତାତି । କିଛି ସ୍ଥାନରେ ଦିନର ତାପମାତ୍ରା ଆହୁରି ୨ ଡିଗ୍ରୀ ବଢିପାରେ । ୪ରୁ ୫ ଦିନ ଯାଏଁ କିଛି ଜିଲ୍ଲାରେ ଭୀଷଣ ଗ୍ରୀଷ୍ମ ପ୍ରବାହ ହେବା ନେଇ ଆଶଙ୍କା । ସେପଟେ ଅସହ୍ୟ ଗରମରେ ଜନଜୀବନ ଛଟପଟ ହେଉଥିବା ବେଳେ ଆସନ୍ତା ୩୦ ତାରିଖ…