କନକ ବ୍ୟୁରୋ: ଗତକାଲି ଲୋକସଭା ପ୍ରାର୍ଥୀ ଘୋଷଣା କରିବା ପରେ, ଆଜି ଆଉ ୭୫ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ପ୍ରଥମ ପର୍ୟ୍ୟାୟରେ ଦଳ ୪୭ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଥିବାବେଳେ, ଆଜିର ୭୫ଟି ଆସନକୁ ମିଶାଇ ଦଳ ମୋଟ ୧୨୨ ବିଧାନସଭା ଆସନରେ ଏବେ ପ୍ରାର୍ଥୀ ଘୋଷଣା କରିଛି । ତେବେ ଦଳର ଟାଣୁଆ ନେତା ଜୟଦେବା ଜେନାଙ୍କୁ ଦଳ ଏଥର ଆନନ୍ଦପୁରରୁ ପ୍ରାର୍ଥୀ କରିଛି । ସେହିପରି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଭଣ୍ଡାରପୋଖରୀରୁ ପ୍ରାର୍ଥୀ କରିଛି ଦଳ । ତା ସହିତ ବାଙ୍କୀରୁ ଦେବାଶିଷ ପଟ୍ଟନାୟକ, ବେଗୁନିଆରୁ ପୃଥ୍ୱୀ ବଲ୍ଲଭ ପଟ୍ଟନାୟକ, ପୁରୀରୁ ସୁଜାତା ମହାପାତ୍ର, ଜଟଣୀରୁ ସନ୍ତୋଷ ଜେନାଙ୍କୁ ଦଳ ଟିକେଟ୍ ଦେଇଛି । ତେବେ ନଜର ପକାନ୍ତୁ, ୭୫ଟି ଆସନରେ କାହାକୁ ପ୍ରାର୍ଥୀ କରିଛି ଦଳ?
କଂଗ୍ରେସ ବିଧାନସଭା ପ୍ରାର୍ଥୀ
୧. ଅତାବିରା - ଅଭିଷେକ ସେଠ୍
୨. ତଳସରା – ଦେବେନ୍ଦ୍ର ଭିତାରିଆ
୩. କୁଚିଣ୍ଡା – କେଦାରନାଥ ବରିହା
୪. ରେଙ୍ଗାଲି - ଦିଲ୍ଲୀପ କୁମାର ଦୁରିଆ
୫. ସମ୍ବଲପୁର - ଦୁର୍ଗାପ୍ରସାଦ ପାଢୀ
୬. ରାଇରାଖୋଲ - ଆସଫ୍ ଅଲ୍ଲୀ ଖାନ୍
୭. ଦେବଗଡ – ସେମ୍ ହେମ୍ବ୍ରମ୍
୮. ତେଲକୋଇ - ନିର୍ମଳ ଚନ୍ଦ୍ର ନାୟକ
୯. ଘଷିପୁରା – ସୁବ୍ରତ ଚକ୍ର
୧୦. ଆନନ୍ଦପୁର – ଜୟଦେବ ଜେନା
୧୧. ପାଟଣା – ହୃଷିକେଶ ନାୟକ
୧୨. କେନ୍ଦୁଝର - ପ୍ରତିଭା ମଞ୍ଜରୀ ନାୟକ
୧୩. ଚମ୍ପୁଆ - ଯଶୱନ୍ତ ଲଘୁରୀ
୧୪. ଯଶୀପୁର – ଶ୍ୱେତା ଛଟ୍ଟର
୧୫. ସାରସକଣା – ରାମ କୁମାର ସୋରେନ୍
୧୬. ରାଇରଙ୍ଗପୁର – ଯୋଗେନ୍ଦ୍ର ବନରା
୧୭. ବାଙ୍ଗିରିପୋଷି – ବଦଲା ହେମ୍ବ୍ରମ୍
୧୮. କରଞ୍ଜିଆ – ଲକ୍ଷ୍ମୀଧର ସିଂହ
୧୯. ଉଦଳା - ଦୁର୍ଗା ଚରଣ ଟୁଡୁ
୨୦. ବାରିପଦା – ବାଦଲ ହେମ୍ବ୍ରମ୍
୨୧. ମୋରଡା - ପ୍ରଭାସ କର ମହାପାତ୍ର
୨୨. ଭୋଗରାଇ – ସତ୍ୟଶିବ ଦାସ
୨୩. ବସ୍ତା - ବିଜୟ ନାୟକ
୨୪. ରେମୁଣା – ସୁଦର୍ଶନ ଜେନା
୨୫. ସୋର – ସୁବ୍ରତ ଧଡା
୨୬. ସିମୁଳିଆ – ହିମାଂଶୁ ଶେଖର ବେହେରା
୨୭. ଭଣ୍ଡାରୀପୋଖରୀ - ନିରଞ୍ଜନ ପଟ୍ଟନାୟକ
୨୮. ଭଦ୍ରକ - ଅସିତ୍ ପଟ୍ଟନାୟକ
୨୯. ବାସୁଦେବପୁର - ଅଶୋକ କୁମାର ଦାସ
୩୦. ଧାମନଗର – ରଞ୍ଜନ କୁମାର ବେହେରା
୩୧. ଚାନ୍ଦବାଲି - ଅମୀୟ କୁମାର ମହାପାତ୍ର
୩୨. ବିଞ୍ଝାରପୁର – କନକଲତା ମଲ୍ଲିକ
୩୩. ବରୀ - ଆରତୀ ଦେଓ
୩୪. ଧର୍ମଶାଳା – କିଶାନ ପଣ୍ଡା
୩୫. ଯାଜପୁର – ସୁଦୀପ କୁମାର କର
୩୬. କୋରେଇ – ବନ୍ଦିତା ପରିଡା
୩୭. ଢେଙ୍କାନାଳ – ସୁସ୍ମିତା ସିଂ ଦେଓ
୩୮. ହିନ୍ଦୋଳ – ଗୋବର୍ଦ୍ଧନ ଶେଖର ନାୟକ
୩୯. କାମାକ୍ଷାନଗର – ବିପ୍ରବର ସାହୁ
୪୦. ପରଜଙ୍ଗ – ରଞ୍ଜିତ କୁମାର ସାହୁ
୪୧. ତାଳଚେର - ପ୍ରଫୁଲ ଚନ୍ଦ୍ର ଦାସ
୪୨. ଅନୁଗୁଳ - ଅମ୍ବିକା ପ୍ରସାଦ ଭଟ୍ଟ
୪୩. ଛେଣ୍ଡିପଦା - ନରୋତ୍ତମ ନାୟକ
୪୪. ଆଠମଲ୍ଲିକ – ବିଜୟାନନ୍ଦ ଚାଉଳିଆ
୪୫. ବୀରମହାରାଜପୁର - ପ୍ରଦୀପ ସେଠୀ
୪୬. ସୋନପୁର - ପ୍ରିୟବ୍ରତ ସାହୁ
୪୭. ଟିଟିଲାଗଡ – ବୀରେନ୍ଦ୍ର ବାଗ
୪୮. ଖରିଆର – କମଳ ଚରଣ ତାଣ୍ଡି
୪୯. ବାଲିଗୁଡା – ଉପେନ୍ଦ୍ର ପ୍ରଧାନ
୫୦. ବଡମ୍ବା – ସଞ୍ଜୟ କୁମାର ସାହୁ
୫୧. ବାଙ୍କୀ – ଦେବାଶିଷ ପଟ୍ଟନାୟକ
୫୨. ଆଠଗଡ – ମେହବୁବ୍ ଅହମ୍ମଦ ଖାନ୍
୫୩. ଚୌଦାର-କଟକ –ମୀରା ମଲ୍ଲିକ
୫୪. ନିଆଳି – ଜ୍ୟୋତିରଞ୍ଜନ ମଲ୍ଲିକ
୫୫. କଟକ ସଦର – ରାମଚନ୍ଦ୍ର ଗୋଚ୍ଛାୟତ
୫୬. ସାଲେପୁର - ଆକ୍ୟୁବ୍ ଉଜ୍ଜମାନ୍ ଖାନ୍
୫୭. ପାଟକୁରା – ରତିକାନ୍ତ କାନୁନଗୋ
୫୮. ଆଳି – ଦେବସ୍ମିତା ଶର୍ମା
୫୯. ପାରାଦୀପ - ନିରଞ୍ଜନ ନାୟକ
୬୦. ତିର୍ତ୍ତୋଲ – ହିମାଂଶୁ ଭୂଷଣ ମଲ୍ଲିକ
୬୧. ବାଲିକୁଦା ଏରସମା - ନଳିନୀ ସ୍ୱାଇଁ
୬୨. ପୁରୀ – ସୁଜିତ୍ ମହାପାତ୍ର
୬୩. ବ୍ରହ୍ମଗିରି – ମିତ୍ରଭାନୁ ମହାପାତ୍ର
୬୪. ଜୟଦେବ – ଜୟନ୍ତ କୁମାର ଭୋଇ
୬୫. ଏକାମ୍ର – ଭୁବନେଶ୍ୱର - ପ୍ରଶାନ୍ତ କୁମାର ଚମ୍ପତି
୬୬. ଜଟଣୀ – ସନ୍ତୋଷ ଜେନା
୬୭. ବେଗୁନିଆ - ପୃଥ୍ୱୀବଲ୍ଲଭ ପଟ୍ଟନାୟକ
୬୮. ରଣପୁର – ବିଭୁପ୍ରସାଦ ମିଶ୍ର
୬୯. ନୟାଗଡ – ରଞ୍ଜିତ ଦାଶ
୭୦. କବିସୂର୍ଯ୍ୟନଗର – ବିପିନ ବିହାରୀ ସ୍ୱାଇଁ
୭୧. ଖଲ୍ଲିକୋଟ – ଚିତ୍ରସେନ ବେହେରା
୭୨. ଆସ୍କା – ସୁରଭି ବିଶୋୟୀ
୭୩. ହିଞ୍ଜିଳି – ରଞ୍ଜିକାନ୍ତ ପାଢୀ
୭୪. ବ୍ରହ୍ମପୁର - ଦୀପକ ପଟ୍ଟନାୟକ
୭୫. ଦିଗପହଣ୍ଡି – ଶ୍ରୀଧର ଦେବ