Daily Archives

April 11, 2024

ବକେୟା ଟଙ୍କା ପାଇଁ ଘରେ ପଶି ହାଣିଲେ! ସୁଧ ଆଦାୟ ଲାଗି ଛଡାଇ ନେଲେ ଜମି!

କନକ ବ୍ୟୁରୋ: ସୁଧ କାରବାରରୁ ଆକ୍ରମଣ । ପୁଣି ରକ୍ତରଂଜିତ ରାଜଧାନୀର ପଦ୍ମକେଶରୀପୁର । ଘରେ ପଶି ଗୋଡାଇ ଗୋଡାଇ ହାଣିଲେ ସୁଧ ଦେଇଥିବା ବ୍ୟକ୍ତି । ହଣାକଟା ଓ ବୋମାମାଡରେ ୨ ଜଣ ଆହତ ହୋଇଛନ୍ତି । ୧୦ ହଜାର ଟଙ୍କା ସୁଧ ଦେଲେ ମାସିକ ୨୦ ପ୍ରତିଶତ ସୁଧ ଦାବି କରୁଛନ୍ତି ସାହୁକାର । ଟଙ୍କା ନଦେଇ…

ବିଜେଡିର ‘ପୁରୀ’ ରଣନୀତି: ଏକାଠି ଲଢ଼ିବାକୁ ନେତାଙ୍କୁ ତାଗିଦ!

କନକ ବ୍ୟୁରୋ: ପୁରୀ ଏବେ ବିଜେଡି ପାଇଁ ସମ୍ମାନର ପ୍ରଶ୍ନ ହୋଇଯାଇଛି । ଗତ ଥର ପୁରୀ ବିଧାନସଭା ଆସନ ହରାଇଥିଲା ଦଳ । ଲୋକସଭା ବିଜୟ ପାଇଁ ବେଶ କସରତ କରିଥିଲା ବିଜେଡି । ଏଥର କିନ୍ତୁ ପୁରୀ ବିଜୟ ପାଇଁ ସ୍ୱତନ୍ତ୍ର ରଣନୀତି ଆପଣାଇଛି ଦଳ । ବିଧାନସଭା ପ୍ରାର୍ଥୀ ସୁନୀଲ ମହାନ୍ତି, ରାଜ୍ୟସଭା…

ରୋଡ ସୋ ଉପରେ ଫୋକସ କରିବ କଂଗ୍ରେସ: ତେଲେଙ୍ଗାନା ଓ କର୍ଣ୍ଣାଟକ ଷ୍ଟାଇଲରେ ପ୍ରଚାର କରିବ ଦଳ

କନକ ବ୍ୟୁରୋ: ଜମିଲାଣି ନିର୍ବାଚନୀ ପ୍ରଚାର । ରୋଡ-ଶୋ, ବାଇକ୍ ରାଲି ସାଙ୍ଗକୁ କର୍ମୀ ସମ୍ମିଳନୀ ଚାଲିଛି । ଟିକେଟ୍ ପାଇବା ପରେ ପ୍ରର୍ଥୀ ଦିନରାତି ଏକ କରି ଦେଇଛନ୍ତି । କଂଗ୍ରେସ କିନ୍ତୁ ନିଆରା ଢଙ୍ଗରେ ପ୍ରଚାର କରିବାକୁ ଯୋଜନା କରୁଛି । ଓଡିଶାରେ ତେଲେଙ୍ଗାନା ଓ କର୍ଣ୍ଣାଟକ ଷ୍ଟାଇଲରେ…

ରାଜ୍ୟ ବିଜେପିର ବଡ଼ ଘୋଷଣା: ସରକାରକୁ ଆସିଲେ ମହିଳାଙ୍କୁ ମାସକୁ ହଜାରେ

କନକ ବ୍ୟୁରୋ: ନିର୍ବାଚନରେ ମହିଳାଙ୍କ ଭୋଟ୍ ବେଶ୍ ଗୁରୁତ୍ୱ ବହନ କରେ । ମହିଳାଙ୍କ ଭୋଟ୍ ଯୁଆଡ଼େ ଯିବ, ସେହି ଦଳ ସପକ୍ଷରେ ମତଦାନ ଯିବାର ସମ୍ଭାବନା ଅଧିକ ଥିବା କୁହାଯାଏ । ତେଣୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ବିଜେପି ମହିଳା କାର୍ଡ ଖେଳିବା ଆରମ୍ଭ କରିଛି । ରାଜ୍ୟରେ ବିଜେପି ସରକାରକୁ…

ଛାଡ଼ିଲେ ବିଜେଡି ଦଳ: ହରାଇଲେ ବିଧାୟକ ପଦ

କନକ ବ୍ୟୁରୋ: ଛାଡ଼ିଲେ ଦଳ, ପଦ ହରାଇଲେ । ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିବା ଅରବିନ୍ଦ ଢାଲି ଓ ପ୍ରେମାନନ୍ଦ ନାୟକଙ୍କ ସଭ୍ୟ ପଦ ରଦ୍ଦ ହୋଇଛି । ଦଳ ବଦଳ ଆଇନ୍ ଅନୁଯାୟୀ ଉଭୟଙ୍କ ବିଧାୟକ ପଦ ରଦ୍ଦ କରିଛନ୍ତି ବାଚସ୍ପତି । ସେପଟ ଏହି ପ୍ରସଙ୍ଗରେ ଅରବିନ୍ଦ ଢାଲି କହିଛନ୍ତି, ପକ୍ଷ…

ପୁଣି ବିବାଦରେ ପ୍ରଶାନ୍ତ ଜଗଦ୍ଦେବ: ଖୋର୍ଦ୍ଧା ନିର୍ବାଚନମଣ୍ଡଳୀରେ ପଦଯାତ୍ରା ବେଳେ ଗାଁ ଲୋକଙ୍କ ସହ ହତାହାତି ଅଭିଯୋଗ

କନକ ବ୍ୟୁରୋ: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ବିରୋଧରେ ଅଭିଯୋଗ । କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ ଅଭିଯୋଗରେ ଥାନାରେ ଏତଲା । ଖୋର୍ଦ୍ଧା ନିର୍ବାଚନମଣ୍ଡଳୀ ଛଣଗିରିରେ ସାଂସଦ ପ୍ରାର୍ଥୀଙ୍କ ଜନସଂପର୍କ ପଦଯାତ୍ରା ଚାଲିଥିଲା । ଏହି ସମୟରେ ଗ୍ରାମବାସୀଙ୍କ ସହ ପ୍ରଶାନ୍ତ ଜଗଦେବ…