Daily Archives

February 21, 2024

ୟୁପିରେ କଂଗ୍ରେସ-ସପା ମେଂଟରେ ଉପରେ ଅଖିଳେଶଙ୍କ ମୋହର । ୧୭ଟି ଆସନ ସହ କଂଗ୍ରେସ ଓ ୬୩ ଆସନରେ ଲୋକସଭା ନିର୍ବାଚନ ଲଢ଼ିବ…

କନକ ବ୍ୟୁରୋ : ଉତରପ୍ରଦେଶରେ ଲୋକସଭା ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି ଓ କଂଗ୍ରେସ ମଧ୍ୟରେ ମେଂଟ ଘୋଷଣା କରାଯାଇଛି । କଂଗ୍ରେସ ୧୭ଟି ଆସନ ଓ ସପା ୬୩ ଆସନ ସହ ଲଢ଼ିବାକୁ ସ୍ଥିର ହୋଇଛି । ଉଭୟ ଦଳ ମଧ୍ୟରେ ମାରାଥନ ବୈଠକ ପରେ ଆଜି ନିଷ୍ପତି ନିଆଯାଇଛି । କଂଗ୍ରେସ ଓ ସପା କହିଛନ୍ତି ବିଜେପି…

ଭାରତଯୋଡ ନ୍ୟାୟଯାତ୍ରାରେ ଦେଖିବାକୁ ମିଳିଲା ରୋଚକ ଦୃଶ୍ୟ । ପୋଷ୍ଟରରେ ରାହୁଲ ସାଜିଲେ କୃଷ୍ଣ. ଅର୍ଜୁନଙ୍କ ଅବତାରରେ…

କନକ ବ୍ୟୁରୋ : ଉତର ପ୍ରଦେଶରେ କଂଗ୍ରେସର ବିବାଦୀୟ ପୋଷ୍ଟର । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଶ୍ରୀକୃଷ୍ଣ ଏବଂ ଉତରପ୍ରଦେଶ କଂଗ୍ରେସ ସଭାପତି ଅଜୟ ରାୟଙ୍କୁ ଅର୍ଜୁନ ରୂପେ ସଜାଇ ବିଭିନ୍ନ ସ୍ଥାନରେ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । ୩୯ତମ ଦିନରେ ୟୁପିର କାନପୁର ଦେଇ ଭାରତ ଯୋଡ଼…

ଦିଲ୍ଲୀମୁହାଁ ଶହ ଶହ ଚାଷୀ । ଆଜିଠୁ ଜୋରଦାର ଦିଲ୍ଲୀ ଚଲୋ ଆନ୍ଦୋଳନ, ଶମ୍ଭୁ, ଟିକରୀ, କୌନରୀ ସୀମାରେ ପୁଲିସ ଓ…

କନକ ବ୍ୟୁରୋ : ଶମ୍ଭୁ, ଗାଜିପୁର, ଚିଲ୍ଲା, କୌନରୀ ସୀମାରେ ଜମିଛି ଚାଷୀଙ୍କ ଭିଡ । ଦିଲ୍ଲୀ ମୁହାଁ ମାଳ ମାଳ ଚାଷୀ । ସରକାରଙ୍କ ସହ ୪ର୍ଥ ରାଉଣ୍ଡ ବୈଠକ ବିଫଳ ହେବା ପରେ ଚାଷୀଙ୍କ ଦିଲ୍ଲୀ ଚଲୋ ଆନ୍ଦୋଳନ ୨୧ ତାରିଖଠୁ ଆରମ୍ଭ ହୋଇଛି । ସ୍ଥିତିକୁ ଦୃଷ୍ଟିରେ ରଖି ସୀମାକୁ ସିଲ କରାଯିବା ସହ କଡ଼ା…

ଚିନ୍ତା ବଢ଼ାଉଛି ତାପମାତ୍ରା: ସତର୍କ କଲା ସ୍ୱାସ୍ଥ୍ୟ ବିଭାଗ, ୨୨ରୁ ୨୬ ତାରିଖ ପର୍ଯ୍ୟନ୍ତ କିଛି ସ୍ଥାନରେ ବର୍ଷା…

କନକ ବ୍ୟୁରୋ: ଫେବ୍ରୁଆରୀରୁ ଡରାଇଲାଣି ଖରା । ମାଘ ସରିନାହିଁ କିନ୍ତୁ ତାତି ଅସମ୍ଭାଳ ହେଲାଣି । ଏବେ ତାପମାତ୍ରା ଯେତିକି ରହିବା କଥା, ତାଠାରୁ ୨ରୁ ୪ ଡିଗ୍ରୀ ଅଧିକ ରହୁଛି । ଦିନ ସହ ରାତିର ତାପମାତ୍ରା ମଧ୍ୟ ବଢିବାରେ ଲାଗିଛି । ଆଜି ରାଜଧାନୀରେ ଦିନର ତାପମାତ୍ରା ୩୬ ଦଶମିକ ୪ ଡିଗ୍ରୀ…

ବରିଷ୍ଠ ନାଗରିକଙ୍କ ଦୟନୀୟ ସ୍ଥିତି: ଅନ୍ୟ ଉପରେ ନିର୍ଭରଶୀଳ ୭୦ ପ୍ରତିଶତ ବରିଷ୍ଠ ନାଗରିକ

କନକ ବ୍ୟୁରୋ: ପେନସନ ବିନା ଜୀବନ! ପେନସନ୍ ନପାଇ ଦୟନୀୟ ସ୍ଥିତିରେ ରହୁଛନ୍ତି ବରିଷ୍ଠ ନାଗରିକ । ଅନ୍ୟ ଉପରେ ନିର୍ଭର କରୁଛନ୍ତି ପ୍ରାୟ ୭୦ ପ୍ରତିଶତ ବୟସ୍କ ବ୍ୟକ୍ତି । ନୀତି ଆୟୋଗ ପ୍ରକାଶ କରିଥିବା ରିପୋର୍ଟ କହୁଛି, ୭୮ ପ୍ରତିଶତ ପାଉନାହାନ୍ତି ପେନସନ୍ । ସେହିଭଳି ମାତ୍ର ୧୮ ପ୍ରତିଶତ…

କମିବ କୋର୍ଟ ଉପରେ ପଡୁଥିବା ଚାପ: ପ୍ରତ୍ୟାହାର ହେବ ଆଦିବାସୀଙ୍କ ଉପରେ ଥିବା ଛୋଟ ମାମଲା

କନକ ବ୍ୟୁରୋ: ଆଇନକାନୁନ୍ ଜାଲରେ ଛନ୍ଦି ହୋଇପଡିଥିବା ନୀରିହ ଆଦିବାସୀଙ୍କୁ ମିଳିବ ମୁକ୍ତି । ଜନଜାତି ସମ୍ପ୍ରଦାୟଙ୍କ ନାଁରେ ଥିବା ଛୋଟ ଛୋଟ ମକଦ୍ଦମା ହଟିଯିବ । ଜଙ୍ଗଲ ଓ ଅବକାରୀ ସଂପର୍କିତ ୪୮ ହଜାର ୧୮ଟି ମାମଲା ପ୍ରତ୍ୟାହାର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ…