Daily Archives

February 9, 2024

ଇଣ୍ଡିଆମେଂଟକୁ ଝଟକା । ବିଜେପି ସହ ଆରଏଲଡି କରିବ ମେଂଟ

କନକ ବ୍ୟୁରୋ : ଉତରପ୍ରଦେଶରେ ବଢ଼ିଲା ବିଜେପି ବଳ । ବିଜେପି ସହ ମେଂଟ କରିବ ଆରଏଲଡି । ଲୋକସଭା ନିର୍ବାଚନ ପାଇଁ ମେଂଟ କରିବାକୁ ନିଷ୍ପତି ନେଇଛନ୍ତି ଆରଏଲଡି ମୁଖ୍ୟ ଜୟନ୍ତ ଚୌଧୁରୀ । ଜେଜେବାପା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଚୌଧୁରୀ ଚରଣ ସିଂଙ୍କୁ ଭାରତ ରତ୍ନ ସମ୍ମାନ ଦିଆଯିବା…

ଆଉ ୩ଜଣଙ୍କୁ ଭାରତ ରତ୍ନ ଘୋଷଣା କଲେ କେନ୍ଦ୍ର ସରକାର । ପୂର୍ବତନ ପ୍ରଧାନମନ୍ତ୍ରୀ ନରସିଂହ ରାଓ, ଚୌଧୁରୀ ଚରଣ ସିଂଙ୍କ…

କନକ ବ୍ୟୁରୋ : ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓ, ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ରରଣ ସିଂହ ଓ ବୈଜ୍ଞାନିକ ଡକ୍ଟର ଏମଏସ ସ୍ୱାମୀନାଥନଙ୍କୁ ଦିଆଯିବ - ଭାରତ ରତ୍ନ । ଦେଶ ବିକାଶ ପାଇଁ ଅନନ୍ୟ ଯୋଗଦାନ ଯୋଗୁଁ ମରଣୋତ୍ତର ଭାବେ ପ୍ରଦାନ କରାଯିବ ଦେଶର ସର୍ବୋଚ୍ଚ ବେସାମରିକ…

ସାଂସଦଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମଧ୍ୟାହ୍ନ ଭୋଜନ । ସଂସଦ କ୍ୟାଟିଂନରେ ୮ଜଣ ସାଂସଦଙ୍କୁ ଫୋନ ଯିବା ପରେ ଏକାଠି ମିଶି…

କନକ ବ୍ୟୁରୋ : ସାଂସଦଙ୍କ ସହ ଏକାଠି ମିଶି ଭୋଜନ କଲେ ପ୍ରଧାନମନ୍ତ୍ରୀ । ଶୁକ୍ରବାର ହଠାତ ୮ଜଣ ସାଂସଦଙ୍କୁ ଆସିଥିଲା ଫୋନ କଲ । କଲ ପାଇବା ପରେ ସାଂସଦମାନେ ମୋଦୀଙ୍କ ନିକଟରେ ପହଁଚିଥିଲେ । ପରେ ସେମାନଙ୍କୁ ଏକାଠି ନେଇ ସଂସଦର କ୍ୟାଟିଂନକୁ ଆସିଥିଲେ ପ୍ରଧାନମନ୍ତ୍ରୀ । ମୋଦୀ , ୪ ଦଳର ୮ଜଣ…

ଧାରଣାରେ ପଶୁ ଡାକ୍ତର, ନିଦା ବିଷ୍ଣୁ ସାଜିଛି ପ୍ରଶାସନ । ଯନ୍ତ୍ରଣାରେ ଛଟପଟ ପଶୁପକ୍ଷୀ

 କନକ ବ୍ୟୁରୋ : ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ପଶୁପକ୍ଷୀ । କିନ୍ତୁ ପ୍ରାଣୀ ଚିକିତ୍ସକ ଆନ୍ଦୋଳନରେ ଥିବାରୁ ଚିକିତ୍ସା ବିଳମ୍ବ ହୋଇଛି । ତେବେ ଶେଷରେ ଜିଲ୍ଳାପାଳଙ୍କ ନିର୍ଦ୍ଦେଶରେ ଭଦ୍ରକ ମୁଖ୍ୟ କାର୍ଯ୍ୟାଳୟରୁ ଜିଲ୍ଲା ମୁଖ୍ୟପ୍ରାଣୀ ଚିକିତ୍ସା ଅଧିକାରୀ ଆସି ବାଛୁରୀର ଚିକିତ୍ସା କରିଛନ୍ତି…

ବିଭିନ୍ନ ଦାବି ନେଇ ଲୋୟର ପିଏମଜିରେ ଧାରଣା ଦେଇଛନ୍ତି ଶିକ୍ଷକ ସଂଘ । ଚାକିରି ନଥିବାରୁ ରାଜଧାନୀରେ ‘ମୋ ବେକାର ହାଟ’

କନକ ବ୍ୟୁରୋ : ଶାଢ଼ୀ ଦୋକାନ, ଲୁହା ଟିଣ କବାଡ଼ିଆ, ମିଠା ଦହିବରା, ଶୁଖୁଆ ଦୋକାନ, ପିଠା ଦୋକାନ । ଲାଗୁଛି ଯେପରି ରାଜଧାନୀରେ ପଡ଼ିଛି ହାଟ । ଏ ହାଟ ଗାଁରେ ପଡ଼ୁଥିବା ହାଟ ନୁହେଁ, ଏ ହେଉଛି ରାଜଧାନୀରେ ପଡ଼ିଥିବା ବେକାରୀ ହାଟ । ଚାକିରି ନପାଇ ରାଜଧାନୀରେ କିଛି ଏଭଳି ନିଆରା ପ୍ରତିବାଦ…

କରୋନା ଟିକା ପଛର ସତ କାହାଣୀ । ବଡ ପରଦାରେ କାହାଣୀ ଦେଖିଲେ ହୋଇଯିବେ ଚକିତ

କନକ ବ୍ୟୁରୋ : ରିଲିଜ ହେଲା ଚଳଚିତ୍ର କରୋନା ଆଜି ବି ଏହି ଶବ୍ଦ ଶୁଣିଲେ ଦେହ ଥରିଯାଏ । ପାଦ ତଳୁ ମାଟି ଖସିଯାଏ । ଏହି ବିଶ୍ୱ ମହାମାରୀ ଅନେକ କିଛି ଛଡ଼ାଇ ନେଇଛି । ଯେତେବେଳେ କରୋନା ମହାମାରୀ ସହ ସାରା ବିଶ୍ୱ ଲଢୁଥିଲା ସେତେବେଳେ ଲ୍ୟାବ୍ ଭିତରେ କୋଭିଡ ଟିକା ପ୍ରସ୍ତୁତରେ ଲାଗିଥିଲେ…