Daily Archives

February 6, 2024

ପାରିତ ହେଲା ପରୀକ୍ଷାରେ କପି ରୋକିବା ପାଇଁ ଲୋକସଭାରେ ଉପସ୍ଥାପିତ ବିଲ । ପ୍ରଶ୍ନପତ୍ର ଲିକ୍ ମାମଲାରେ ଦୋଷୀଙ୍କୁ ମିଳିବ…

କନକ ବ୍ୟୁରୋ : ସରକାରୀ ନିଯୁକ୍ତି ମୂଳକ ପରୀକ୍ଷାରେ ଅନିୟମିତତାକୁ ରୋକିବା ପାଇଁ ଲୋକସଭାରେ ଉପସ୍ଥାପିତ ହେଲା ବିଲ୍ । କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ସାର୍ବଜନୀନ ପରୀକ୍ଷା ବିଲ୍ ୨୦୨୪ ଆଗତ କରିଛନ୍ତି । ଏହି ବିଲରେ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ଅନୈତିକ ପନ୍ଥା ଅବଲମ୍ବନ କରି…

ଉତରାଖଣ୍ଡ ବିଧାନସଭାରେ ସମାନ ନାଗରିକ ସଂହିତା ବିଲ ଉପସ୍ଥାପିତ । ବଦଳିବ ବିବାହ, ଛାଡପତ୍ର, ଉତରାଧିକାରିତ୍ୱ ନିୟମ

କନକ ବ୍ୟୁରୋ : ଉତରାଖଣ୍ଡ ପାଇଁ ଐତିହାସିକ ଦିନ । ମଙ୍ଗଳବାର ବିଧାନସଭାରେ ଆଗତ ହୋଇଛି ୟୁସିସି ବା ୟୁନିଫର୍ମ ସିଭିଲ କୋର୍ଡବିଲ । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଗୃହରେ ବିଲ ଆଗତ କରିଥିଲେ । ବିଲ ଉପରେ ଚର୍ଚ୍ଚା ହୋଇଥିବାବେଳେ ଗୃହରେ ହଙ୍ଗାମା କରିଥିଲେ ବିରୋଧୀ । ତେଣୁ ଗୃହାକାର୍ଯ୍ୟକୁ…

ଆମ ଆଦମୀ ପାର୍ଟି ପିଛା ଛାଡୁନି ପ୍ରବର୍ତନ ନିର୍ଦ୍ଦେଶାଳୟ । କେଜ୍ରିୱାଲଙ୍କ ସହଯୋଗୀଙ୍କ ୧୨ ଠିକଣାରେ ଇଡିର ଚଢ଼ାଉ

କନକ ବ୍ୟୁରୋ : ଦିଲ୍ଲୀ ସରକାରଙ୍କ ପିଛା ଛାଡୁନି ପ୍ରବର୍ତନ ନିର୍ଦ୍ଦେଶାଳୟ । ମଙ୍ଗଳବାର ମାରାଥନ ଚଢ଼ାଉ କରିଛି ଇଡି । ଦଳର ଅନେକ ନେତା,ମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ସଚିବ ଓ ଦିଲ୍ଲୀ ଜଳବୋର୍ଡର ପୂର୍ବତନ ଅଧିକାରୀଙ୍କ ଠିକଣାରେ ଚଢ଼ାଉ କରିଛି ତଦନ୍ତକାରୀ ସଂସ୍ଥା । ଆପର ରାଜ୍ୟସଭା ସାଂସଦ ଏନଡି…

ଶରଦ ପାୱାର ଗୋଷ୍ଠୀକୁ ବଡ ଝଟକା । ନିର୍ବାଚନ ଆୟୋଗ କହିଲେ ଅଜିତ ପାୱାର ଗୋଷ୍ଠୀ ଅସଲି ଏନସିପି

କନକ ବ୍ୟୁରୋ : ଶରଦ ପାୱାରଙ୍କୁ ନିର୍ବାଚନ ଆୟୋଗ ବଡ ଝଟକା ଦେଇଛନ୍ତି । ଅଜିତ ପାୱାର ଓ ଶରଦ ପାୱାରଙ୍କ ମଧ୍ୟରେ ଏନସିପିକୁ ନେଇ ଲାଗିଥିବା ବିବାଦ ଭିତରେ ନିର୍ବାଚନ ଆୟୋଗ ନିଷ୍ପତ୍ତି ଶୁଣାଇଛନ୍ତି କି, ଅଜିତ୍ ପାୱାର ଗୋଷ୍ଠୀ ଅସଲି ଏନସିପି । ନିର୍ବାଚନ ଆୟୋଗ କହିଛନ୍ତି କି ସମସ୍ତ ପ୍ରମାଣକୁ…

ଲୋକସଭାରେ ସାର୍ବଜନୀନ ପରୀକ୍ଷା ବିଲ ପାସ୍ । ଏଣିକି ପ୍ରତିଯୋଗିତାମୂଳକ ପରୀକ୍ଷାରେ ଅନିୟମିତତା କରି ଧରାପଡିଲେ କଡା…

କନକ ବ୍ୟୁରୋ: ମେରିଟ୍ ଥିଲେ ମିଳିବ ଚାକିରି । ଦେଶର ଯୁବବର୍ଗଙ୍କ ସ୍ୱପ୍ନ ଓ ଆକାଂକ୍ଷାକୁ ସୁରକ୍ଷା ଦେବାପାଇଁ କଡା ଆଇନ ଆଣିଛନ୍ତି କେନ୍ଦ୍ର ସରକାର । ଆସିଛି ସାର୍ବଜନୀନ ପରୀକ୍ଷା ବିଲ୍- ୨୦୨୪ । ଏଥିରେ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ଅନୈତିକ ପନ୍ଥାକୁ ରୋକିବା ପାଇଁ ବ୍ୟବସ୍ଥା ହୋଇଛି ।…

ଚିନ୍ତା ବଢାଉଛି ଓଜୋନ ସ୍ତରର ପ୍ରଦୂଷଣ । ଦେଖାଦେଉଛି ଶ୍ୱାସଜନିତ ସ୍ୱାସ୍ଥ୍ୟ ସମସ୍ୟା । ପ୍ରତିବର୍ଷ ଭାରତରେ ୧୬ ଲକ୍ଷ…

କନକ ବ୍ୟୁରୋ: ବାୟୁରେ ବଢୁଛି ବିଷ । ଆଉ ଲୋକଙ୍କ କମୁଛି ଆୟୁଷ । ଜଳବାୟୁ ପରିବର୍ତ୍ତନ ଓ ପ୍ରଦୂଷଣ ପାଇଁ ଓଜନ ସ୍ତରରେ ପ୍ରଦୂଷଣ ବଢୁଛି । ଆମେରିକାରେ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି, ପ୍ରଦୂଷଣ ପାଇଁ ଦେଶରେ ୧୬ ଲକ୍ଷ ଲୋକଙ୍କ ଅକାଳ ମୃତ୍ୟୁ ହେଉଛି । ଚିନ୍ତା ବଢାଉଛି ଓଜନସ୍ତର…