Daily Archives

January 25, 2024

ବିରୋଧୀ ମେଣ୍ଟ ଉପରେ ସମସ୍ୟାର କଳାବାଦଲ । ହାତ ଛାଡୁଛନ୍ତି ମମତା, ନୀତିଶଙ୍କ ଉପରେ ଭରସା ନାହିଁ !

କନକ ବ୍ୟୁରୋ : ନିର୍ବାଚନ ଦିନ ପାଖଉଛି , ବିରୋଧୀ ମେଂଟ ଇଣ୍ଡିଆ ମୁଣ୍ଡରେ ସମସ୍ୟାର କଳାବାଦଲ ବଢ଼ୁଛି । ବୁଧବାର ତୃଣମୁଳ କଂଗ୍ରେସ ଓ ଆମ ଆଦମୀ ପାର୍ଟି ଲୋକସଭା ଆସନରେ ଏକାକୀ ଲଢ଼ିବା ନେଇ ଘୋଷଣା କରିବା ପରେ ମେଂଟର ସ୍ଥିରତାକୁ ନେଇ ଅନେକ ପ୍ରଶ୍ନ ଉଠୁଛି । ସେପଟେ କାହିଁକି ଜଣକଙ୍କ ପରେ ଜଣେ…

ଅଯୋଧ୍ୟା ରାମମନ୍ଦିର ଉପରେ ଦାନ ବର୍ଷା । ଦର୍ଶନର ପ୍ରଥମ ଦିନରେ ଦାନ ହୁଣ୍ଡିରୁ ମିଳିଲା ୩କୋଟି ୧୬ଲକ୍ଷ ଟଙ୍କା

କନକ ବ୍ୟୁରୋ : ଅଯୋଧ୍ୟା ରାମମନ୍ଦିର ଉପରେ ଭକ୍ତଙ୍କ ଦାନବର୍ଷା । ମନ ଖୋଲା ଦର୍ଶନ ସାଙ୍ଗକୁ ଭକ୍ତ କରିଛନ୍ତି ହୃଦୟ ଖୋଲା ଦାନ । ପ୍ରାଣପ୍ରତିଷ୍ଠା ପରେ ଶ୍ରଦ୍ଧାଳୁଙ୍କ ପାଇଁ ରାମଦରବାର ଖୋଲାଯିବା ପରେ ଅଯୋଧ୍ୟାକୁ ଛୁଟି ଆସିଥିଲେ ଲକ୍ଷାଧିକ ସଂଖ୍ୟକ ଭକ୍ତ । ବାଳକରାମଙ୍କ ଦର୍ଶନ ସହ…

ଦର୍ଶକଙ୍କ ମନ ଜିତିଲେ ହ୍ରିତିକ ରୋଶନ ଓ ଦୀପିକା ପାଦୁକୋଣଙ୍କ ଅଭିନୟ । ରିଲିଜର ପ୍ରଥମ ଦିନରେ ଫାଇଟରକୁ ମିଳିଲା ଭଲ…

କନକ ବ୍ୟୁରୋ : ରିଲିଜ ହୋଇଛି ବହୁ ପ୍ରତିକ୍ଷିତ ବଲିଉଡ ସିନେମା ଫାଇଟର । ଆକ୍ସନରେ ଭରପୂର ସିନେମାକୁ ଦର୍ଶକ ବେଶ ପସନ୍ଦ କରୁଛନ୍ତି । ରିଲିଜର ପ୍ରଥମ ଦିନରେ ଫାଇଟରକୁ ମିଳିଛି ଅପେକ୍ଷାକୃତ ଅଧିକ ଭଲ ପ୍ରତିକ୍ରିୟା । ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ କିଭଳି ଭାରତୀୟ ସେନା ପାକିସ୍ତାନଠୁ…

ସାଧାରଣତନ୍ତ୍ର ଦିବସ ପୂର୍ବରୁ ଦେଶବାସୀଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମ୍ବୋଧନ । ଦେଶର ବିକାଶରେ ପ୍ରତ୍ୟେକ…

କନକ ବ୍ୟୁରୋ : ଗଣତନ୍ତ୍ର ଦିବସ ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ନିଜ ସମ୍ବୋଧନ କହିଛନ୍ତି ଦେଶର ବିକାଶରେ ପ୍ରତ୍ୟେକ ନାଗରିକଙ୍କ ରହିଛି ବଡ଼ ଭୂମିକା । ଆଜିର ଭାରତ ଆତ୍ମବିଶ୍ୱାସ ସହ ବଢ଼ୁଛି । ଭାରତକୁ ଲୋକତନ୍ତ୍ରର ଜନନୀ କୁହାଯାଏ । ମିଶନ…

ସବୁ କାର୍ଯ୍ୟକ୍ରମ ବାତିଲ କରି ନୀତୀଶ ଡାକିଲେ ବୈଠକ । ଆରଜେଡି ସହ ବିବାଦ ପରେ ଇଣ୍ଡିଆ ମେଂଟରୁ ଜେଡିୟୁ ଓହରିବା ନେଇ…

କନକ ବ୍ୟୁରୋ : ବିହାର ରାଜନୀତିରେ ବଡ଼ ହଲଚଲ । ସବୁ କାର୍ଯ୍ୟକ୍ରମ ବାତିଲ କରି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କରୁଛନ୍ତି ବୈଠକ । ମିଳିଥିବା ସୂଚନା ଅନୁସାରେ ବରିଷ୍ଠ ଦଳୀୟ ନେତାଙ୍କ ସହ ନୀତୀଶ ରୁଦ୍ଧଦ୍ୱାର ବୈଠକ କରୁଛନ୍ତି । ବୈଠକ ପଛର କାରଣ ଆରଜେଡି ଓ ଜେଡିୟୁ ଭିତର ବିବାଦ ବୋଲି କୁହାଯାଉଛି…

ପଶ୍ଚିମବଙ୍ଗରେ ଭାରତ ଯୋଡ଼ ନ୍ୟାୟଯାତ୍ରାର ଏଣ୍ଟ୍ରି । କଂଗ୍ରେସକୁ ମିଳିଲାନି ସ୍ୱାଗତ, ଟିଏମସି କଲା ବିରୋଧ

କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ଭାରତ ଯୋଡ ନ୍ୟାୟ ଯାତ୍ରାର ଏଟ୍ରିିଂ । ଗୁରୁବାର ପ୍ରଥମେ କୁଚ୍ଚ ବିହାରରେ ପହଁଚିଥିଲା କଂଗ୍ରେସର ରାଲି । ତେବେ କଂଗ୍ରେସର ନ୍ୟାୟଯାତ୍ରାକୁ ପଶ୍ଚିମବଙ୍ଗରେ ଟିଏମସି ସ୍ୱାଗତ କରିନି । ଏପରିକି ଟିଏମସି କର୍ମୀ ପଦଯାତ୍ରାକୁ ବିରୋଧ ମଧ୍ୟ କରିଥିଲେ । ସେପଟେ…