Daily Archives

January 12, 2024

କଂଗ୍ରେସ ନେତାଙ୍କ ଖାମଖିଆଲି ମନୋଭାବ: ଖଡଗେ ଡାକିଲେ ବୈଠକ, ଗଲେ ନାହିଁ କ୍ଷେତ୍ର ସଂଯୋଜକ

କନକ ବ୍ୟୁରୋ: ନିର୍ବାଚନକୁ ଖାମଖିଆଲି ଭାବେ ନେଉଛନ୍ତି ରାଜ୍ୟ କଂଗ୍ରେସ ନେତା । ଦିଲ୍ଲୀରେ ଲୋକସଭା କ୍ଷେତ୍ର ସଂଯୋଜକଙ୍କ ବୈଠକ ଡାକିଥିଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ହେଲେ ୨୧ଜଣ ସଂଯୋଜକଙ୍କ ମଧ୍ୟରୁ ମାତ୍ର ୯ଜଣ ଏହି ବୈଠକରେ ଯୋଗଦେଇଥିଲେ । ଏହାକୁ ନେଇ ଖପ୍ପା ହୋଇଛନ୍ତି…

ସାଧାରଣ ନିର୍ବାଚନ ପୂର୍ବରୁ ନାସିକରେ ପ୍ରଧାନମନ୍ତ୍ରୀଙ୍କ ରୋଡ ଶୋ । ପ୍ରସିଦ୍ଧ କାଳାରାମ ମନ୍ଦିରରେ ମୋଦୀ ସଂକୀର୍ତ୍ତନ…

କନକ ବ୍ୟୁରୋ : ଶୁକ୍ରବାର ମହାରାଷ୍ଟ୍ର ନାସିକରେ ବିଶାଳ ରୋଡ ଶୋ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଅଟଳ ସେତୁ ଉଦଘାଟନ ପୂର୍ବରୁ ଏଠାରେ ପହଁଚି ମୋଦୀ ରୋଡ ଶୋ କରିବା ସହ ପ୍ରଶଂସକଙ୍କ ଅଭିବାଦନ ଗ୍ରହଣ କରିଥିଲେ । ରାସ୍ତାର ଦୁଇ କଡରେ ଛିଡା ହୋଇ ଶହ ଶହ ପ୍ରଶଂସକ, ସମର୍ଥକ ମୋଦୀଙ୍କ ଉପରେ…

ଦେଶର ଦୀର୍ଘତମ ସମୁଦ୍ର ସେତୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ । ମୁମ୍ବାଇ-ନଭି ମୁମ୍ବାଇକୁ ଯୋଡିବ ୨୨ କିଲୋମିଟର ଅଟଳ…

କନକ ବ୍ୟୁରୋ : ଦେଶର ସବୁଠାରୁ ବଡ଼ ସମୁଦ୍ର ସେତୁ ଅଟଳ ସେତୁକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ବ୍ରିଜକୁ ‘ଅଟଳ ବିହାରୀ ବାଜପାୟୀ-ସେୱାରୀ ହ୍ନାୱା ଅଟଳ ସେତୁ’ ନାମରେ ନାମିତ କରାଯାଇଛି । ଡିସେମ୍ବର ୨୦୧୬ରେ ପ୍ରଧାନମନ୍ତ୍ରୀ ଏହି ପୋଲର ଶିଳାନ୍ୟାସ କରିଥିଲେ । ୧୭…

ଶନିବାର ବସିବ ଇଣ୍ଡିଆ ମେଣ୍ଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ୧୪ଦଳର ମୁଖ୍ୟ ଦେବେ ଯୋଗ, ଜେଡିୟୁ ମୁଖିଆ ନୀତୀଶ କୁମାରଙ୍କୁ…

କନକ ବ୍ୟୁରୋ : ଶନିବାର ବସିବ ଇଣ୍ଡିଆ ମେଂଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ମଲ୍ଲିକାର୍ଜୁନ ଖଡଗେଙ୍କୁ ସଭାପତି, ନୀତିଶ କୁମାରଙ୍କୁ ମିଳିପାରେ ସଂଯୋଜକ ଦାୟିତ୍ୱ । ଲୋକସଭା ନିର୍ବାଚନ ପାଇଁ ସିଟ୍ ଭାଗବଂଟା ଉପରେ ଆସିପାରେ ବଡ଼ ନିଷ୍ପତି । ଭିଡିଓ କନଫରେନ୍ସି ଜରିଆରେ ବସିବାକୁ ଥିବା ଏହି ବୈଠକରେ…

ବିଜେପି କରିବ ନେତା ଆମଦାନୀ! ଅନ୍ୟ ଦଳର ନେତାଙ୍କ ଉପରେ ଆଖି

କନକ ବ୍ୟୁରୋ: ୨୦୨୪ ନିର୍ବାଚନ ପାଇଁ ରଣନୀତି କରୁଛି ବିଜେପି । କଣ କଲେ ଆଗାମୀ ନିର୍ବାଚନରେ ଦଳ ଅଧିକରୁ ଅଧିକ ଆସନ ହାତେଇବ, ତା ଉପରେ ଗୁରୁତ୍ୱ ଦେଉଛି । ଏହିକ୍ରମରେ ଅନ୍ୟ ଦଳର ବିଜୟ ସମ୍ଭାବନା ଥିବା ନେତାଙ୍କୁ ବିଜେପିରେ ମିଶାଇ ନିର୍ବାଚନରେ ବିଜୟୀ ହେବାକୁ ଯୋଜନା କରୁଛି । ଏପରିକି ଅନ୍ୟ…

ଆର୍ଥିକ ଅନଗ୍ରସର ସଂପ୍ରଦାୟର ଯୁବତୀମାନଙ୍କୁ ସଶକ୍ତ କରିବାକୁ ବେଦାନ୍ତ ଓଡିଶାର ପ୍ରଚେଷ୍ଠା । ‘ପ୍ରୋଜେକ୍ଟ ‘ପଂଛି’ର…

କନକ ବ୍ୟୁରୋ : ‘ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ, ଓଡ଼ିଶାର ଝାରସୁଗୁଡାରେ ପ୍ରୋଜେକ୍ଟ ପଂଛିର ତୃତୀୟ ପର୍ୟ୍ୟାୟର ଶୁଭାରମ୍ଭ କରିଥିଲା । ବେଦାନ୍ତର ଚେୟାରମ୍ୟାନ୍ ଶ୍ରୀ ଅନୀଲ ଅଗ୍ରୱାଲଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ପ୍ରୋଜେକ୍ଟ ପଂଛି ହେଉଛି ବେଦାନ୍ତର…