Daily Archives

January 11, 2024

ସୀମା ସୁରକ୍ଷାକୁ ନେଇ ସ୍ଥଳସେନା ମୁଖ୍ୟଙ୍କ ବଡ ବୟାନ । ଜେନେରାଲ ମନୋଜ ପାଣ୍ଡେଙ୍କ ସୂଚନା, ଉତର ସୀମାରେ ସ୍ଥିତି ସ୍ଥିର…

କନକ ବ୍ୟୁରୋ : ୨୦୨୪ରେ ଭାରତୀୟ ସେନାରେ ବଡ ପରିବର୍ତନ ହୋଇପାରେ । ସ୍ଥଳସେନାରେ ଅତ୍ୟାଧୁନିକ ଜ୍ଞାନକୌଶଳ ଓ ଉପକରଣ ସାମିଲ ହେବ । ବୈଷୟିକ ଜ୍ଞାନକୌଶଳକୁ ପ୍ରାଧ୍ୟାନ୍ୟ ଦିଆଯିବ । ଚୀନ ଓ ପାକିସ୍ତାନ ସହ ଭାରତର ସୀମା ବିବାଦ ଜାରି ଭିତରେ ସ୍ଥଳସେନା ମୁଖ୍ୟଙ୍କ ବଡ ବୟାନ ସାମ୍ନାକୁ ଆସିଛି ।…

ବୁର୍ଲା ମେଡିକାଲରୁ ଡିସଚାର୍ଜ ହେଲା ବିଜୟିନୀ: ଶିଶୁ ସୁରକ୍ଷା ଅଧିକାରୀଙ୍କୁ କରାଗଲା ହସ୍ତାନ୍ତର

କନକ ବ୍ୟୁରୋ: ଯାହା ମୁଣ୍ଡ ଉପରେ ଭଗବାନଙ୍କ ଆଶୀର୍ବାଦ ଥିବ, ତାର ବା କେବେ କ୍ଷତି ହୋଉଛି, ଯେ ହେବ । କୁନି ଝିଅ ବିଜୟିନୀକୁ ନେଇ ସମ୍ବଲପୁରରୁ ଆସିଛି ଖୁସି ଖବର । ସଂପୂର୍ଣ୍ଣ ସୁସ୍ଥ ହୋଇଥିବା ବିଜୟିନୀ ଆଜି ହସ୍ପିଟାଲ ଛାଡିଛି । ସମସ୍ତ ବିଧି ବ୍ୟବସ୍ଥା ଭିତରେ କୁନି ଝିଅଟି ଯେତେବେଳେ…

ସହେନ୍ଦଘେରରେ ଅଭିଯୁକ୍ତ ସୂଚନା ସେଠ । ବୟାନରେ ରହୁନି ତାଳମେଳ,ପୁଲିସ ହାତରେ ଚାଂଚଲ୍ୟକର ତଥ୍ୟ

କନକ ବ୍ୟୁରୋ : ଦିନ ଯେତିକି ଗଡୁଛି ବର୍ତ୍ତମାନର ସବୁଠୁ ଚର୍ଚ୍ଚିତ ଗୋଆ ହତ୍ୟା ମାମଲାକୁ ନେଇ ସେତିକି ସହେନ୍ଦ ବଢ଼ୁଛି । କେମିତି ହେଲା କୁନି ପୁଅର ହତ୍ୟା? ହତ୍ୟା ପଛରେ ମା’ ସୂୂଚନାଙ୍କ ହାତ ରହିଛି ନା ପରଦା ପଛରେ ଖଳନାୟକ ଆଉ କିଏ? କାହିଁକି ବାରମ୍ବାର ବୟାନ ବଦଳାଉଛନ୍ତି ଅଭିଯୁକ୍ତ? ହତ୍ୟା…

କୁକୁର ବନ୍ଧ୍ୟାକରଣ ପାଇଁ ପ୍ରସ୍ତୁତି: ବିନା ତଥ୍ୟରେ ଅନ୍ଧାରରେ ବାଡ଼ି ବୁଲାଉଛି ବିଏମସି

କନକ ବ୍ୟୁରୋ: କୁକୁର ବନ୍ଧ୍ୟାକରଣ ପାଇଁ ବିଏମସି ଆଗକୁ ବଢୁଥିବା ବେଳେ ରାଜଧାନୀରେ କେତେ କୁକୁର ଅଛନ୍ତି ତା’ର ହିସାବ ନାହିଁ । କିନ୍ତୁ ଅପରେସନ୍ ଥିଏଟର ପ୍ରସ୍ତୁତ କରାଯାଇଛି, ଏହି କାର୍ଯ୍ୟ ପାଇଁ ଦାୟିତ୍ୱ ମଧ୍ୟ ଦିଆସରିଛି । ହେଲେ ସୁରକ୍ଷିତ ବନ୍ଧ୍ୟାକରଣ ପାଇଁ ଏବେ ବି ଅଧା ରହିଛି…

ରାମଲାଲାଙ୍କ ପ୍ରାଣପ୍ରତିଷ୍ଠାକୁ ନେଇ ତେଜୁଛି ରାଜନୀତି । ଆରଏସଏସ-ବିଜେପି ଇଭେଂଟ କହି ପ୍ରାଣପ୍ରତିଷ୍ଠାକୁ…

କନକ ବ୍ୟୁରୋ : ଲୋକସଭା ନିର୍ବାଚନ ପୂର୍ବରୁ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମକୁ ନେଇ ଜୋର ଧରିଛି ରାଜନୀତି । ଧର୍ମୀୟ ଭାବନାକୁ ବିଜେପି ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରୁଥିବା ଅଭିଯୋଗ ଆଣିଛନ୍ତି ବିରୋଧି । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ କଂଗ୍ରେସ…

 ଭାରତ ସହ ବିବାଦ ଭିତରେ ଚୀନ ସହ ସମ୍ପର୍କ ମଜବୁତ କରୁଛି ମାଳଦ୍ୱୀପ । ଚୀନ ସହ ମାଳଦୀପର ୨୦ ଚୁକ୍ତି ସ୍ୱାକ୍ଷରିତ,…

କନକ ବ୍ୟୁରୋ : ଭାରତ ସହ ବିବାଦ ଭିତରେ ଚୀନକୁ ନିଜର ପରମ ସହଯୋଗୀ ମାନୁଛି ମାଳଦ୍ୱୀପ । ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ଚୀନ ଗସ୍ତକୁ ନେଇ ବଡ ଖବର ଆସିଛି । ଚୀନ ସହ ୨୦ଟି ଚୁକ୍ତି ସ୍ୱାକ୍ଷର କରିଛନ୍ତି ମାଳଦ୍ୱୀପ । ମିଳିଥିବା ସୂଚନା ଅନୁସାରେ ମାଳଦ୍ୱୀପର ପର୍ଯଟନକୁ ବଳ ଯୋଗାଇ ଚୀନ ଉଭୟ ଦେଶ…