Daily Archives

January 10, 2024

ଭ୍ରାଇବ୍ରାଂଟ ଗୁଜରାଟ ସମିଟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବଡ଼ ଗ୍ୟାରେଣ୍ଟି । କହିଲେ, ଖୁବ୍ ଶୀଘ୍ର ଭାରତ ହେବ ବିଶ୍ୱର…

କନକ ବ୍ୟୁରୋ : ଗୁଜରାଟରେ ଆୟୋଜିତ ଭାଇବ୍ରାଂଟ ଗ୍ଲୋବାଲ ସମିଟରେ କିଛି ଏଭଳି ଗ୍ୟାରେଂଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦୀଙ୍କ ଏହି ଆହ୍ୱାନ ଏଥିପାଇଁ ଗୁରୁତ୍ୱ ବହନ କରୁଛନ୍ତି, କାରଣ ଭାରତ ସମେତ ବିଶ୍ୱର ବହୁ ନାମୀ ବ୍ୟବସାୟିକ ଗ୍ରୁପ୍ ଓ କୋଟିପତି ଏହି ସମ୍ମିଳନୀରେ ଭାଗ…

ସ୍ତବ୍ଧ କଲା କୁନି ଶିଶୁର ହତ୍ୟା କାହାଣୀ । ପୋଷ୍ଟମର୍ଟମ ରିପୋର୍ଟରେ ସାଂଘାତିକ ତଥ୍ୟ

କନକ ବ୍ୟୁରୋ : ଗୋଆରେ ନିଜର ୪ ବର୍ଷର ଶିଶୁପୁତ୍ରକୁ ହତ୍ୟା କରିଥିବା ମା’ର ଘଟଣା ସାରା ଦେଶକୁ ଦୋହଲାଇ ଦେଇଛି । ହତ୍ୟାକାଣ୍ଡ ପଛର କାରଣ କ’ଣ ଏବଂ କେମିତି ନିଜର ନିଷ୍ପାପ ଶିଶୁକୁ ହତ୍ୟା କଲା ମା’, ତା’ର କାରଣ ସାମ୍ନାକୁ ଆସିଛି । ଅଣନିଶ୍ୱାସୀ ହେବାରୁ ଶିଶୁଟି ପ୍ରାଣ ହରାଇଥିବା…

ମହଙ୍ଗା ପଡ଼ିଲା ଭାରତର ବୟକଟ ନାରା । ମାଳଦ୍ୱୀପକୁ ଏବେ ‘ଚୀନ୍’ ସାହାରା!

କନକ ବ୍ୟୁରୋ : ଭାରତ ସେହି ଦେଶ ଯିଏ ସବୁବେଳେ ମାଳଦ୍ୱୀପ ପାଇଁ ବିପଦ ବେଳର ସାଥୀ ହୋଇ ଛିଡ଼ା ହୋଇଥାଏ । କିନ୍ତୁ ଗୋଟିଏ ବିବାଦୀୟ ପୋଷ୍ଟ ସବୁକିଛି ଓଲଟପାଲଟ କରିଦେଲା । ଭାରତୀୟ ପର୍ଯ୍ୟଟକ ମାଳଦ୍ୱୀପକୁ ବୟକଟ କରିବା ପରେ ଏବେ ଚୀନର ସାହାରା ନେଇଛି ମାଳଦ୍ୱୀପ । ଚୀନ ଗସ୍ତରେ ଥିବା ମାଳଦ୍ୱୀପର…

ରାଜ୍ୟରେ କୁହୁଡ଼ି କରୁଛି କଲବଲ । ଦିନ ଅଧା ଯାଏଁ ରହୁଛି ପ୍ରଭାବ । ମଧ୍ୟରାତିରୁ ସକାଳ ପର୍ଯ୍ୟନ୍ତ ସଂଗୀନ ହେଉଛି ସ୍ଥିତି

କନକ ବ୍ୟୁରୋ: ରାଜ୍ୟରେ ବିଭିନ୍ନ ସ୍ଥାନରେ ଏବେ ଘନ କୁହୁଡ଼ି ଦେଖିବାକୁ ମିଳୁଛି । ମଧ୍ୟରାତିରୁ ସକାଳ ପର୍ଯ୍ୟନ୍ତ ସ୍ଥିତି ସାଂଘାତିକ ହୋଇଯାଉଛି । ଏପରିକି କିଛି ସ୍ଥାନରେ ଦିନ ଅଧା ହେଲା ପରେ ବି କୁହୁଡ଼ି ରହୁଛି । ଆହୁରି ଦୁଇ ଦିନ ରାଜ୍ୟରେ ଘନ କୁହୁଡ଼ି ପଡିବ । ତେବେ ୨୨ଟି ଜିଲ୍ଲା ପାଇଁ…

ଅପରାଧ ନିୟନ୍ତ୍ରଣ ପାଇଁ ଆଧୁନିକ ଟେକ୍ନୋଲୋଜି ଆପଣାଇବ କମିସନରେଟ୍ ପୁଲିସ । କ୍ରାଇମ ହଟସ୍ପଟ୍ ଉପରେ ରହିବ ସ୍ୱତନ୍ତ୍ର…

କନକ ବ୍ୟୁରୋ: ରାଜଧାନୀରେ ବଢୁଛି ଅପରାଧ ଓ ଲୁଟତରାଜ୍ । ପୁଲିସକୁ ଚ୍ୟାଲେଞ୍ଜ ଦେଇ ଲୁଟପାଟ୍ କରି ଛୁ ମାରୁଛନ୍ତି ଲୁଟେରା । ତେବେ ଏଣିକି ଚୋର ଧରିବାରେ ସହାୟକ ହେବ ଗୁଗଲ ମ୍ୟାପିଂ । ଅପରାଧ ନିୟନ୍ତ୍ରଣ ପାଇଁ ଆଧୁନିକ ଟେକ୍ନୋଲୋଜି ଆପଣାଇବ କମିସନରେଟ୍ ପୁଲିସ । କ୍ରମାଗତ ଛିନତାଇ, ଚୋରି…

ଶିବସେନା ବନାମ ଶିବସେନା ଲଢ଼େଇରେ ଉଦ୍ଧବ ଗୋଷ୍ଠୀକୁୁ ବଡ଼ ଝଟକା ।  ମହାରାଷ୍ଟ୍ରର ୧୬ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା…

କନକ ବ୍ୟୁରୋ :  ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ରାହୁଲ ନାରୱେକର ସିନ୍ଦେ ଗୋଷ୍ଠୀକୁ ପ୍ରକୃତ ଶିବସେନା ବୋଲି କହିଛନ୍ତି । ତେଣୁ ସିନ୍ଦେ ଗୋଷ୍ଠୀର ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରାଯାଇ ପାରିବ ନାହିଁ ବୋଲି ରାୟ ଶୁଣାଇଛନ୍ତି । ଅର୍ଥାତ୍ ସିନ୍ଦେ ଗୋଷ୍ଠୀର ବିଧାୟକଙ୍କ ପଦ ବଜାୟ ରହିବ ।…