Daily Archives

January 4, 2024

୨୦୨୪ ଲୋକସଭା ରଣନୀତି ନେଇ କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକ । ଇଣ୍ଡିଆ ମେଂଟ ସହ ଆସନ ଭାଗବଂଟା ନେଇ ପିସିସି ସଭାପତି ଓ…

କନକ ବ୍ୟୁରୋ : ୨୦୨୪ ଲୋକସଭା ରଣନୀତି ନେଇ କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକ । ଇଣ୍ଡିଆ ମେଂଟ ସହ ଆସନ ଭାଗବଂଟା ନେଇ ପିସିସି ସଭାପତି ଓ ସାଧାରଣ ସମ୍ପାଦକଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ରୀୟ ନେତୃତ୍ୱ । ଆଗାମୀ ଭାରତ ନ୍ୟାୟ ଯାତ୍ରାରେ ଶକ୍ତି ପଦର୍ଶନ କରିବାକୁ ଯୋଜନା କରିଛି ଦଳ ।…

ଲୋକସଭା ନିର୍ବାଚନରେ ଆସନ ଭାଗବଂଟାକୁ ନେଇ ବଢୁଛି କଂଗ୍ରେସ-ଟିଏମସି ବିବାଦ । ମମତା ବାନାର୍ଜୀଙ୍କୁ କଂଗ୍ରେସ ସାଂସଦ…

କନକ ବ୍ୟୁରୋ : ଲୋକସଭା ନିର୍ବାଚନରେ ଆସନ ଭାଗବଂଟାକୁ ନେଇ ଇଣ୍ଡିଆ ମେଂଟରେ ଫାଟ ଦେଖାଦେଇଛି । ଯାହାକୁ ନେଇ କଂଗ୍ରେସ-ଟିଏମସି ମଧ୍ୟରେ ବିବାଦ ବଢିବାରେ ଲାଗିଛି । ଆସନ୍ତା ୨୦୨୪ ଲୋକସଭା ନିର୍ବାଚନରେ କଂଗ୍ରେସକୁ ୪୨ ଟି ଆସନରୁ ମାତ୍ର ଦୁଇଟ ଆସନ ଦେବାକୁ କହିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ…

ପରିକ୍ରମା ପ୍ରକଳ୍ପ ଲୋକାର୍ପଣ । ୧୨ରେ ଯଜ୍ଞ ପାଇଁ ଗୁଆ ଟେକା: ୧୫ରେ ଅଙ୍କୁରାରୋପଣ, ୧୭ରେ ପୂର୍ଣ୍ଣାହୁତି

କନକ ବ୍ୟୁରୋ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି । ବାକି ଥିବା ନିର୍ମାଣ କାର୍ଯ୍ୟ ବି ଜୋରସୋରରେ ଚାଲିଛି । ଏଥିସହ ଲୋକାର୍ପଣ ଉତ୍ସବରେ ହେବାକୁ ଥିବା ଯଜ୍ଞ ପାଇଁ ନୀତି ନିର୍ଘଂଟ ଶେଷ ହୋଇଛି । ଏବେ ଅପେକ୍ଷା ସେହି ଶୁଭ ଦିନକୁ । ଶ୍ରୀମନ୍ଦିର…

ନୂଆ ଆଇନ ଭାରତୀୟ ନ୍ୟାୟ ସଂହିତାକୁ ନେଇ ବିବାଦ । ହିଟ-ଆଣ୍ଡ-ରନ ମାମଲାଲେ କଠୋର ଦଣ୍ଡବିଧାନକୁ ବିରୋଧ

କନକ ବ୍ୟୁରୋ : ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁ ଦୁଇ ଦିନ ହେବ ସାରା ଦେଶ ଠପ୍ ହୋଇଯାଇଥିଲା । ଗୃହ ସଚିବ ଅଜୟ ଭଲ୍ଲାଙ୍କ ଆଶ୍ୱସନା ପରେ ଏବେ ଆନ୍ଦୋଳନ ସାମୟିକ ଭାବେ ସ୍ଥଗିତ ରଖାଯାଇଛି । ସଂସଦରେ ପାସ ହୋଇଥିବା ନୂଆ ବିଲ ଭାରତୀୟ ନ୍ୟାୟ ସଂହିତା(ବିଏନଏସ୍)ରେ ହିଣ୍ଡ-ଆଣ୍ଡ-ରନ ମାମଲାର…

ନେତାଙ୍କ ଚିନ୍ତା ବଢ଼ାଉଛି ଡିପ୍ ଫେକ୍ ଭିଡିଓ: ଯାଂଚ୍ କରିବ କମିଶନରେଟ ପୋଲିସ

କନକ ବ୍ୟୁରୋ: ନିର୍ବାଚନ ଆଗରୁ ଚିନ୍ତା ବଢାଇଛି ଡିପ ଫେକ୍ ଫଟୋ ଓ ଭିଡ଼ିଓ । ନେତାଙ୍କ ଫୋଟୋକୁ ଏଡିଟ କରି ଫେକ ଫୋଟୋ ଓ ଭିଡିଓ ବନାଇ ବଦନାମ କରିବାର ଆଶଙ୍କା ରହିଛି । ନେତାମାନେ ଚିନ୍ତାରେ ପଡିଥିବା ବେଳେ ଏବେଠୁ ସଜାଗ ହୋଇଛି ପୋଲିସ । କମିଶନରେଟ୍ ପୋଲିସର ବଛା ବଛା ଅଫିସରଙ୍କୁ ଫ୍ୟାକ୍ଟ ଚେକ୍…

ଇଡି ସମନକୁ ନେଇ ବିଜେପିକୁ ଅରିବିନ୍ଦ କେଜ୍ରିୱାଲଙ୍କ ଟାର୍ଗେଟ । କହିଲେ, ଆଗାମୀ ଲୋକସଭା ନିର୍ବାଚନ ପ୍ରଚାରରୁ…

କନକ ବ୍ୟୁରୋ : ଗିରଫ ଆଶଙ୍କା ଭିତରେ ପୁଣି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀ ଅବକାରୀ ମାମଲାରେ ପଚରାଉଚରା ପାଇଁ ହାଜର ହେବାକୁ ଇଡି ତିନି ଥର ସମନ ଜାରି କରିଥିଲେ ମଧ୍ୟ କେଜରିୱାଲ ହାଜର ହୋଇନାହାଁନ୍ତି । ଆଉ କହିଛନ୍ତି,…