Daily Archives

December 29, 2023

ମା’ ସହିତ ପୁରୀ ଆସିଥିଲା କୁନିପୁଅ । ବଡଦାଣ୍ଡରେ କାମୁଡିଲା କୁକୁର, ପିଲା ଗୁରୁତର

କନକ ବ୍ୟୁରୋ :ମା’ଟିଏ, କୁନି ପୁଅଟିକୁ ଧରି ଧାଇଁ ଆସିଥିଲା ପୁରୀ । ଠାକୁର ଦର୍ଶନ କରିବ, ପୁଅ ଓ ପରିବାର ପାଇଁ ଆର୍ଶୀବାଦ କାମନା କରିବ । ହେଲେ, ଭାଗ୍ୟରେ କ’ଣ ଥିଲା କେଜାଣି, ଠାକୁରଙ୍କ ଦର୍ଶନ ପାଇବା ପୂର୍ବରୁ ଘଟିଗଲା ଅଘଟଣ । ୨-୩ ବର୍ଷର ପିଲାଟିି, ଶ୍ରୀକ୍ଷେତ୍ରରେ ପାଦ ଦେଉ ଦେଉ…

କରୋନା ପାଇଁ ଚିନ୍ତା: ୮ଶହ ପାଖପାଖି ପହଁଚିଲାଣି ଦୈନିକ ସଂକ୍ରମଣ, ଦିନକରେ ୭୯୭ ସଂକ୍ରମିତ ଚିହ୍ନଟ, ୫ଜଣଙ୍କ ମୃତ୍ୟୁ 

କନକ ବ୍ୟୁରୋ: ଦିନ ଯେତିକ ଗଡୁଛି ସେତିକ ବଢ଼ୁଛି ଭୟ । ଗତ ୨୪ ଘଂଟାରେ ଦେଶରୁ  ୭୯୭ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗୁୁରୁବାର ୭୦୨ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଶୁକ୍ରବାର ୮ଶହ ପାଖରେ ପହଁଚିଛି ଦୈନିକ ସଂକ୍ରମଣ । ୨୨୫ ଦିନରେ ଏହା ସବୁଠୁ ଅଧିକ ସଂକ୍ରମଣ ବୋଲି କେନ୍ଦ୍ର…

କଂଚାଲଙ୍କା ଓଟିଟିରେ ରିଲିଜ ହେଲା ବାରଙ୍ଗ-୧୯୯୯ । ଆପତି ଉଠାଇଲେ ଅଂଜନା ମିଶ୍ର, ପଠାଇଲେ ଲିଗାଲ୍ ନୋଟିସ୍

କନକ ବ୍ୟୁରୋ : ବାରଙ୍ଗ ୧୯୯୯... ଏ ହେଉଛି ବହୁ ଚର୍ଚ୍ଚିତ ୱେବ୍ ସିରିଜ ବାରଙ୍ଗ ୧୯୯୯ର ଟ୍ରେଲର । ଅଞ୍ଜନା ମିଶ୍ରଙ୍କ ବିରୋଧ ସତ୍ୱେ ଓଟିଟି ପ୍ଲାଟଫର୍ମ କଂଚାଲଙ୍କାରେ ରିଲିଜ ହୋଇସାରିଛି ବାରଙ୍ଗ ୧୯୯୯ । ହେଲେ ଏହାକୁ ରିଲିଜ କରାଇନଦେବା ପାଇଁ ପ୍ରଯୋଜନା ସଂସ୍ଥାକୁ ଲିଗାଲ ନୋଟିସ ପଠାଇଛନ୍ତି…

ନୂଆ ରୂପ ପାଇବ ପ୍ରକଳ୍ପ ପରିସରର ମଠ । ଦ୍ରୁତ ଗତିରେ ଚାଲିଛି ଉନ୍ନତିକରଣ କାମ

କନକ ବ୍ୟୁରୋ : ଜାନୁଆରୀ ୧୭ ତାରିଖରେ ଲୋକାର୍ପିତ ହେବାକୁ ଥିବା ପରିକ୍ରମା ପ୍ରକଳ୍ପର କାମ ଶେଷ ପର୍ଯ୍ୟାୟରେ ପହଂଚିଛି । ନିର୍ଦ୍ଧାରିତ ସମୟ ପୂର୍ବରୁ କାମ ସାରିବାକୁ ଦିନ ରାତି ଏକ କରିଦେଇଛନ୍ତି ଓବିସିସି ଓ ଟାଟା ପ୍ରୋଜେକ୍ଟର ଇଞ୍ଜିନିୟର । ଏସବୁ ଭିତରେ ପ୍ରକଳ୍ପ ପରିସରରେ ଥିବା ମଠଗୁଡ଼ିକ…

କୋରାପୁଟ ଡଙ୍ଗା ବୁଡି ଘଟଣା: ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା

କନକ ବ୍ୟୁରୋ: ଗତକାଲି କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ପାତାଳୀ ନଦୀରେ ଡଙ୍ଗା ବୁଡି ଘଟଣା । ଦୁର୍ଘଟଣାରେ ୫ ଜଣ ବ୍ୟକ୍ତିଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ଚାରି ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ସହାୟତା…

ଲକ୍ଷ୍ମୀ ମାଝୀଙ୍କ ମୃତ୍ୟୁ ହେଲା କେମିତି ? ଲକ୍ଷ୍ମୀଙ୍କ ମୃତ୍ୟୁ ପଛରେ ହତ୍ୟା ନା’ ଆତ୍ମହତ୍ୟା?

କନକ ବ୍ୟୁରୋ : ଏଭଳି ଏକାଧିକ ପ୍ରଶ୍ନ ଉଠିବା ସ୍ୱାଭାବିକ୍ । କିନ୍ତୁ ଏହାରି ଭିତରେ ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ଗାଁରେ ପହଂଚିଛି କ୍ରାଇମବ୍ରାଂଚ୍ । ଘଟଣାସ୍ଥଳକୁ ଯାଇ କ୍ରାଇମବ୍ରାଂଚ୍ ଟିମ୍ ଛାନବିନ୍ କରିଥିବା ବେଳେ ପାଖପଡ଼ୋଶୀଙ୍କୁ ପଚାରିବୁଝିଛି । ବଡ଼ କଥା ହେଉଛି ଲକ୍ଷ୍ମୀ ମାଝୀ ରହୁଥିବା…