Daily Archives

December 20, 2023

ଦ୍ରୁତ ଗତିରେ ଦେଶରେ ମାଡୁଛି କରୋନାର ନୂଆ ସବଭ୍ୟାରିଆଂଟ: ରାଜ୍ୟକୁ ରାଜ୍ୟ ଡେଉଁଛି ଭୂତାଣୁ ଜେଏନ-ଡଟ-ୱାନ

କନକ ବ୍ୟୁରୋ: ଦ୍ରୁତ ଗତିରେ ଦେଶରେ ମାଡୁଛି କରୋନାର ନୂଆ ସବଭ୍ୟାରିଆଂଟ । ରାଜ୍ୟକୁ ରାଜ୍ୟ ଡେଉଁଛି ସବଭ୍ୟାରିଆଂଟ ଜେଏନଡଟୱାନ । କୋଭିଡ ମୁକାବିଲା ପାଇଁ ଆକ୍ସନ ମୋଡରେ କେନ୍ଦ୍ର ସରକାର । ବୁଧବାର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟଙ୍କ ଅଧ୍ୟକ୍ଷତାରେ ବସିଛି ସମୀକ୍ଷା ବୈଠକ ।…

ଓଡିଶା ବିଜେପି ଆପଣାଇବ ମଧ୍ୟପ୍ରଦେଶ ଫର୍ମୁଲା । ଆଶାୟୀ ପ୍ରାର୍ଥୀଙ୍କୁ ଆଗୁଆ ଦେବ ଟିକେଟ୍ । ବିଜେଡିକୁ ଚେକ୍ ଦେବାକୁ…

କନକ ବ୍ୟୁରୋ: ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡରେ ବିଜୟ ପରେ ରାଜ୍ୟ ବିଜେପି ଏବେ ଜୋଶରେ ଅଛି । ଆଉ ରାଜ୍ୟରେ ୨୦୨୪ରେ ମଧ୍ୟପ୍ରଦେଶ ଫର୍ମୁଲା ଆପଣେଇବ ବିଜେପି । ଦଳ ଅଧିକାଂଶ ନିର୍ବାଚନମଣ୍ଡଳୀରେ ଆଗୁଆ ଟିକେଟ ଦେବାକୁ ଯୋଜନା କରୁଛି । ବିଶେଷକରି କଡା ଟକ୍କର ହୋଇଥିବା ୪୦ଟି ସିଟରେ ଏମପି…

ଅଗ୍ରୱାଲ ପରିବାରର ଉତ୍ତରାଧିକାରୀ କିଏ? ବେଦପ୍ରକାଶଙ୍କ ଜନ୍ମଜୟନ୍ତୀରେ ଦୁଇଫାଳ ପରିବାର !

କନକ ବ୍ୟୁରୋ: ପାଟକୁରାରେ ଅଗ୍ରୱାଲ ପରିବାରରେ ଉତ୍ତରାଧିକାରୀ ପାଇଁ ଟଣାଓଟରା ଦେଖିବାକୁ ମିଳିଛି । ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ବେଦପ୍ରକାଶ ଅଗ୍ରୱାଲଙ୍କ ଜନ୍ମଦିନରେ ତାଙ୍କ ପୁଅ ଓ ଝିଅ ଅଲଗା ଅଲଗା କାର୍ଯ୍ୟକ୍ରମ କରି ପତିଆରା ପ୍ରଦର୍ଶନ କରିଛନ୍ତି । ସବୁଠାରୁ ବଡ କଥାହେଲା, ଦୁଇଟି ଯାକ…

୨୦୨୪ରେ ମୋଦୀ ବନାମ କିଏ? କିଏ ହେବ ବିରୋଧୀଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ? ଦେଖନ୍ତୁ, ଭୋଟ୍ ରାଜନୀତିର…

କନକ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନରେ ମୋଦୀ ବନାମ କିଏ? ଏହାକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ଚାଲିଥିବାବେଳେ ଗତକାଲି ଇଣ୍ଡିଆ ମେଣ୍ଟ ବୈଠକରେ ମମତା ବାନାର୍ଜୀଙ୍କ ଏକ ପ୍ରସ୍ତାବ ନୂଆ ବିତର୍କ ସୃଷ୍ଟି କରିଛି । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ…

ରାଜ୍ୟପାଳଙ୍କ ଜନ ଶୁଣାଣି: ଲୋକଙ୍କ ସମସ୍ୟା ଶୁଣିଲେ ମହାମହିମ, ଯୁବତୀକୁ ପଢିବାକୁ ଦେଲେ ୧ଲକ୍ଷ ଟଙ୍କା

କନକ ବ୍ୟୁରୋ: ଉପାନ୍ତ ଅଂଚଳରେ ରାଜ୍ୟପାଳ ରଘୁବର ଦାସ । ବିଭିନ୍ନ ଅଂଚଳକୁ ଯାଇ ସ୍ଥାନୀୟ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି ରାଜ୍ୟପାଳ । ମାଲକାନଗିରିର ମାଥିଲି ବ୍ଲକ ପଙ୍ଗାମ ପଂଚାୟତର ବଡାଗୁଡା ଗାଁରେ ପହଂଚିଥିଲେ ରାଜ୍ୟପାଳ । ଏଠାରେ ଜଣେ ଶିକ୍ଷିତ ଯୁବତୀ କବିତା ଖରା ଆଇଏଏସ ହେବାକୁ ଲକ୍ଷ୍ୟ…

ଭି.କେ.ପାଣ୍ଡିଆନଙ୍କ ମନ୍ତବ୍ୟକୁ ନେଇ ଜୋର ଧରିଲା ଚର୍ଚ୍ଚା । କହିଲେ, ମୟୁରଭଞ୍ଜରେ ହେବ ମ୍ୟାଜିକ । ତେଜିଲା ରାଜନୈତିକ…

କନକ ବ୍ୟୁରୋ: ମୟୁରଭଞ୍ଜରେ ମ୍ୟାଜିକ ହେବ । ୫-ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନଙ୍କ ବିଜେଡି କର୍ମୀଙ୍କୁ ଏଭଳି ଆହ୍ୱାନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ୨୦୧୯ ନିର୍ବାଚନରେ ମୟୂରଭଞ୍ଜ ଜିଲ୍ଲାରେ ବିଜେପି ଭଲ ପ୍ରଦର୍ଶନ କରିଥିଲା । କିନ୍ତୁ ପଞ୍ଚାୟତ ନିର୍ବାଚନରେ ବାଜି ପାଲଟିଯାଇଥିଲା । ବିଜେଡି…