କନକ ବ୍ୟୁରୋ: ମୁହଁ ଖୋଲିଲେ କଂଗ୍ରେସ ସାଂସଦ ଧୀରଜ ସାହୁ । ଆଇଟି ରେଡ ନେଇ ଦେଲେ ପ୍ରତିକ୍ରିୟା । କହିଲେ, ରେଡରେ ଜବତ ଟଙ୍କା ସହ କଂଗ୍ରେସର ସମ୍ପର୍କ ନାହିଁ । ଜବତ ଟଙ୍କାକୁ ପାରିବାରିକ ବ୍ୟବସାୟର ଟଙ୍କା କହିଲେ ଧୀରଜ । ଟଙ୍କା ନେଇ ମୋ ପରିବାର ସଦସ୍ୟ ଉତ୍ତର ଦେବେ । ମୁଁ ବିଜନେଓ ଲାଇନରେ ନାହିଁ । କିଛିଦିନ ଅପେକ୍ଷା କରନ୍ତୁ ସବୁ ସ୍ପଷ୍ଟ ହେବ । ଜବତ ଟଙ୍କା ସହ କଂଗ୍ରେସ କି ଅନ୍ୟ ରାଜନୈତିକ ଦଳର ସମ୍ପର୍କ ନାହିଁ ।
ମୁହଁ ଖୋଲିଲେ କଂଗ୍ରେସ ସାଂସଦ ଧୀରଜ ସାହୁ: କହିଲେ, ରେଡରେ ଜବତ ଟଙ୍କା ସହ କଂଗ୍ରେସର ସମ୍ପର୍କ ନାହିଁ
/kanak/media/post_attachments/wp-content/uploads/2023/12/vlcsnap-2023-12-15-22h35m14s148.jpg)