Daily Archives

December 15, 2023

କିଏ ଦେଉଛି ଅର୍ଚ୍ଚନାଙ୍କୁ ଧମକ? ଷଡ଼ଯନ୍ତ୍ର ପଛରେ ବଡ଼ବଡ଼ିଆ?

କନକ ବ୍ୟୁରୋ: ବହୁ ଚର୍ଚ୍ଚିତ ହନି ଟ୍ରାପ୍ ମାମଲାରେ ନିକଟରେ ଜେଲରୁ ମୁକୁଳିଥିବା ଅର୍ଚ୍ଚନା ନାଗଙ୍କୁ ମିଳିଛି ହତ୍ୟା ଧମକ । ଆଜି ପରୀକ୍ଷା ଦେବା ପାଇଁ କ୍ୟାପିଟାଲ ଲ’ କଲେଜକୁ ଆସିବା ସମୟରେ ଦୁଇ ଜଣ ଯୁବକ ଆସି ଗାଳିଗୁଲଜ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ କରିଛନ୍ତି…

ଆରମ୍ଭ ହେଲା ରାଜସ୍ଥାନରେ ଭଜନଲାଲ ରାଜ୍ । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭାବେ ନେଲେ ପଦ-ଗୋପନୀୟକାର ଶପଥ

କନକ ବ୍ୟୁରୋ : ରାଜସ୍ଥାନ ପାଇଲା ନୂଆ ମୁଖ୍ୟମନ୍ତ୍ରୀ । ରାଜ୍ୟର ୧୪ତମ ମୁଖ୍ୟମନ୍ତ୍ରୀଭାବେ ଶୁକ୍ରବାର ଶପଥ ନେଇଛନ୍ତି ଭଜନଲାଲ ଶର୍ମା । ରାଜ୍ୟପାଳ କଲରାଜ ମିଶ୍ରା ନୂଆ ମୁଖ୍ୟମନ୍ତ୍ରୀଙ୍କୁ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଶପଥପାଠ ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଅମିତ…

ପୁଣି ସମୟ ମାଗିଲେ ସରକାର: ସରକାରଙ୍କୁ କୋର୍ଟଙ୍କ ଶେଷ ମହଲତ!

କନକ ବ୍ୟୁରୋ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ମାମଲାରେ ରାଜ୍ୟ ସରକାରଙ୍କୁ ଶେଷ ସୁଯୋଗ ଦେଇଛନ୍ତି ହାଇକୋର୍ଟ । ଆଜି ଏ ସଂପର୍କିତ ମାମଲାର ଶୁଣାଣି ବେଳେ ଜବାବ ରଖି ପାରିଲା ନାହିଁ ଗୃହ ବିଭାଗ । କମିଶନଙ୍କ ରିପୋର୍ଟ ସାର୍ବଜନୀନ କରିବା ବଦଳରେ ଅଧିକ ସମୟ ମାଗିଛନ୍ତି । କୋର୍ଟ,…

ଗୋଟିଏ ମଂଚରେ ଦୁଇ ଦୁଇଟି ପୁଟିନ୍ । ମସ୍କୋରେ ଆୟୋଜିତ ବାର୍ଷିକ ସମ୍ବାଦ ସମ୍ମିଳନୀରେ ପୁଟିନଙ୍କ ସହ ନଜର ଆସିଲା ଏଆଇ…

କନକ ବ୍ୟୁରୋ : ଏଆଇ ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ହେଉଛି । କେବେ ରଶ୍ମିକା ମନ୍ଧନାଙ୍କ ଅବିକଳ ଭାଇରାଲ ହେଉଛି ତ କେବେ ଅମିତାଭ ବଚନଙ୍କ ଅବିକଳ । ହେଲେ ଏହା କେବଳ ଭାରତରେ ନୁହେଁ କି ସିନେ ପରଦାରେ ନୁହେଁ ରାଜନେତାଙ୍କ ପାଇଁ ମଧ୍ୟ ଏହା ବଡ ବିପଦ ସୃଷ୍ଟି…

ସଂସଦ ଭବନ ଗାନ୍ଧୀ ମୂର୍ତ୍ତି ତଳେ ନିଲମ୍ବିତ ବିରୋଧୀ ସାଂସଦଙ୍କ ବିକ୍ଷୋଭ । ନିଲମ୍ବନ ପ୍ରତ୍ୟାହାର ସହ ସଂସଦ ସୁରକ୍ଷା…

କନକ ବ୍ୟୁରୋ : ଶୁକ୍ରବାର ସକାଳ ସଂସଦ ଭବନ ପରିସର କିଛି ଏଭଳି ରହିଥିଲା । ଗାନ୍ଧୀମୂର୍ତ୍ତି ତଳେ ଛିଡା ହୋଇଛି ପ୍ରତିବାଦ କରିଥିଲେ ନିଲମ୍ବିତ ସାଂସଦ । ପ୍ଲାକାର୍ଡ ଧରି , ସ୍ଲୋଗାନ ଦେଇ ନିଲମ୍ବନ ପ୍ରତ୍ୟାହାର ପାଇଁ ଦାବି ଜଣାଇଛନ୍ତି ବିରୋଧୀ । ଅନ୍ୟପଟେ ନିଲମ୍ବିତ ଟିଏମସି ସାଂସଦ ଡେରେକ…

୭ଦିନିଆ ରିମାଣ୍ଡରେ ଗଲା ସଂସଦ ଅନୁପ୍ରବେଶ ଘଟଣାର ମାଷ୍ଟରମାଇଣ୍ଡ ଲଳିତ ଝା । ଜେରା ସମୟରେ ଅଭିଯୁକ୍ତ ଉଗାରିଲା…

କନକ ବ୍ୟୁରୋ : ସଂସଦ ଭବନରେ ଉପଦ୍ରବ ମାମଲାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଲଳିତ ଝାକୁ ଆଜି ଦିଲ୍ଲୀ ପଟିଆଲା ହାଉସକୋର୍ଟରେ ହାଜର କରାଯାଇଥିଲା । ତାକୁ ୭ ଦିନିଆ ପୋଲିସ ରିମାଣ୍ଡରେ ପଠାଇ ଦିଆଯାଇଛି । ପୂର୍ବରୁ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରି ରିମାଣ୍ଡରେ ନେଇଥିଲା ଦିଲ୍ଲୀ ପୋଲିସ । ଗୁରୁବାର…