Daily Archives

December 10, 2023

କୁନିପିଲାଙ୍କୁ ଘରେ ଛାଡି ବିଲକୁ ଯାଇଥିଲେ ବାପାମାଆ: ଫେରିଲା ବେଳକୁ ଘରେ ନଥିଲେ ୨ ଶିଶୁ, ଦିନକ ପରେ କୂଅ ଭିତରୁ…

କନକ ବ୍ୟୁରୋ: ବିଲକୁ ଯାଇଥିଲେ ବାପା-ମା’ । ଘରେ ଖେଳୁଥିଲେ, ଛୋଟ ଛୋଟ ଦୁଇଟି ପିଲା । ଜଣଙ୍କର ବୟସ ୫ ବର୍ଷ, ଆଉ ଜଣଙ୍କ ବୟସ ୪ ବର୍ଷ । ଭଲ-ମନ୍ଦ ଜାଣିବା ବୟସ ବି ହୋଇନଥିଲା । ସାନ ଭାଇକୁ କାଖ କରି, ବଡ଼ ଭାଇ ଖେଳୁଥିଲା । ବାପା-ମା’ଙ୍କ ଅନୁପସ୍ଥିତିରେ ଖେଳୁଖେଳୁ ଅଚାନକ୍ ଘଟିଗଲା ଅଘଟଣ ।…

ବାଲିଯାତ୍ରା ମହୋତ୍ସବରେ ଦୁର୍ନୀତି ଅଭିଯୋଗ: ଆନ୍ଦୋଳନ କରିବାକୁ ମୋକିମଙ୍କ ଚେତାବନୀ 

କନକ ବ୍ୟୁରୋ: ଯେଉଁଠି ଗତ ସପ୍ତାହରେ ଭଳିକି ଭଳି ଦୋକାନ ବଜାର ପଡିଥିଲା, ଲୋକଙ୍କ ଗହଳି ଲାଗିଥିଲା, ଏବେ ସେଠି ପଡିଛି କୁଢ଼ କୁଢ଼ ଅଳିଆ, ଆବର୍ଜନା । ଜରି, ଛିଡା କାଗଜ, ଚିରା କପଡା, ପ୍ଲାଷ୍ଟିକ ବୋତଲ, ପ୍ଲାଷ୍ଟିକ ଗ୍ଲାସ ପଡିଆ ସାରା ବିଛାଡି ହୋଇ ପଡିଛି । ଯାହା ପରିବେଶକୁ ପ୍ରଦୂଷିତ କରୁଛି ।…

ଦୁଇ ଦିନ ହେଲା ପାଣି ପାଇଁ କଲବଲ ହେଉଛନ୍ତି ଅଧା ରାଜଧାନୀବାସୀ: କୁଆଖାଇରୁ ପାଣି ଉଠାଉଥିବା ପାଇପ ଫାଟି ଯାଇଥିବାରୁ ଜଳ…

କନକ ବ୍ୟୁରୋ: ରାଜଧାନୀରେ ତିନି ଦିନ ହେଲା ପାଣି ପାଇଁ ଘାଂଟି ହୋଇଛନ୍ତି । ମାଟିତଳେ ପାଇପ୍ ଫାଟି ଯିବାରୁ ଭୁବନେଶ୍ୱରର ଅଧା ଅଂଚଳକୁ ପାଣି ଯୋଗାଣ ବାଧାପ୍ରାପ୍ତ ହୋଇଛି । ୱାଟକୋ ପକ୍ଷରୁ ଟ୍ୟାଙ୍କର ଯୋଗେ ଯେଉଁ ପାଣି ଯୋଗାଇ ଦିଆଯାଇଛି । ହେଲେ ଲୋକଙ୍କ ଆବଶ୍ୟକତା ପୂରଣ ହୋଇନଥିବାରୁ ଅସନ୍ତୋଷ…

ରାଜ୍ୟରେ ବିଜେପି କରିବ ସ୍କୁଟି ରାଲି: ମହିଳା ଭୋଟ ଉପରେ ବିଜେପିର ଆଖି

କନକ ବ୍ୟୁରୋ: ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ ନିର୍ବାଚନରେ ବିଜେପିର ବିଜୟ ପଛରେ ମହିଳା ଭୋଟରଙ୍କ ସମର୍ଥନକୁ ଶ୍ରେୟ ଦିଆଯାଉଛି । ଏହା ପରେ ରାଜ୍ୟରେ ମହିଳା ଭୋଟ ଉପରେ ରାଜ୍ୟ ବିଜେପି ।ଖି ପକାଇଛି । ଏଥିପାଇଁ ଦଳ ବ୍ଲୁ -ପ୍ରିଂଟ ପ୍ରସ୍ତୁତ କରିଛି । ଆଗାମୀ ମାସରେ ଲକ୍ଷାଧିକ ମହିଳାଙ୍କୁ…

ମଣିଷ-ବନ୍ୟଜନ୍ତୁ ଲଢ଼େଇ: ବଢ଼ି ଚାଲିଛି ମଣିଷ, ପଶୁଙ୍କ ଲଢ଼େଇ, କେତେବେଳେ ପଶୁ ତ ମଣିଷର ପଡୁଛି ପାଳି

କନକ ବ୍ୟୁରୋ: ବଢୁଛି ମଣିଷ-ବନ୍ୟଜନ୍ତୁ ଲଢେଇ । ଗତ ଦୁଇଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଦୃଶ୍ୟ କିଛି ଏଭଳି ଚିତ୍ର ବୟାନ କରୁଛି । ଖୋଦ୍ ରେଂଜର ମଧ୍ୟ ଏଥିରୁ ବାଦ ପଡୁନାହାନ୍ତି । କଳାହାଣ୍ଡି ନର୍ଲାରେ ରେଂଜରଙ୍କୁ ହାତୀ ଦଳିଦେଇଛି । ରେଂଜର ହାତୀ ଘଉଡାଇବାକୁ ଯାଇଥିବାବେଳେ…

ଆଦିବାସୀ ଚେହେରା ଉପରେ ବିଜେପିର ଭରସା: ଛତିଶଗଡର ନୂଆ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ

କନକ ବ୍ୟୁରୋ: ସଂରପଚରୁ ମୁଖ୍ୟମନ୍ତ୍ରୀ । ଛତିଶଗଡରେ ନୂଆ ମୁଖ୍ୟମନ୍ତ୍ରୀ ନେଇ ଦୀର୍ଘ ୭ ଦିନ ହେଲା ଚାଲିଥିବା ସସପେନ୍ସର ଅନ୍ତ ଘଟିଛି । ରାଜ୍ୟରେ ଆଦିବାସୀ ଲୋକ ଅଧିକ ଥିବାରୁ ଆଦିବାସୀ କାର୍ଡ ଖେଳିଛି ବିଜେପି । ବିଷ୍ଣୁଦେଓ ସାଏ ହେବେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ । ରାୟପୁରରେ ବସିଥିବା…