Daily Archives

December 8, 2023

ପୁଣି ପୁଟିନଙ୍କ ମୁହଁରେ ମୋଦୀଙ୍କ ପ୍ରଶଂସା । ରୁଷ ରାଷ୍ଟ୍ରପତି କହିଲେ ଭାରତୀୟଙ୍କ ସ୍ୱାର୍ଥ ପାଇଁ ମୋଦୀଙ୍କ ଆଭିମୁଖ୍ୟ…

କନକ ବ୍ୟୁରୋ : କେବଳ ବିଜେପି କି ବିଜେପିକୁ ସମର୍ଥନ କରୁଥିବା ଜନତା ମୋଦୀ ଗ୍ୟାରେଟିଂ କଥା ଉପରେ ବିଶ୍ୱାସ ପ୍ରକଟ କରୁନାହାଁନ୍ତି ବଂର ରୁଷ ରାଷ୍ଟ୍ରପତି ମଧ୍ୟ ଏକଥା ମାନିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଂଶସା କରି ରୁଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ ମୋଦୀ ଗ୍ୟାରେଂଟି କଥା ଉପରେ…

ମଧ୍ୟପ୍ରଦେଶ, ଛତିଶଗଡ ଓ ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ବାଛିବା ପାଇଁ ପର୍ଯ୍ୟବେକ୍ଷକ ନିୟୋଜିତ । ୩ ରାଜ୍ୟ ପାଇଁ ୩ ଜଣ…

କନକ ବ୍ୟୁରୋ : ତିନି ରାଜ୍ୟରେ ମୁଖ୍ୟମନ୍ତ୍ରୀ ପଦ ଚୟନ ପାଇଁ ଘୋଷଣା ହେଲେ ବିଜେପିର ୯ଜଣ ପର୍ଯ୍ୟବେକ୍ଷକ । ରାଜସ୍ଥାନ ପାଇଁ ତିନି ପର୍ଯ୍ୟବେକ୍ଷକ ନିୟୋଜିତ କରାଯାଇଛି । ଦାୟିତ୍ୱରେ ଅଛନ୍ତି ରାଜନାଥ ସିଂହ, ବିନୋଦ ତାୱଡେ ଓ ସରୋଜ ପାଣ୍ଡେ । ସେହିପରି ମଧ୍ୟପ୍ରଦେଶ ପାଇଁ ମନହୋରଲାଲ, କେ…

ପ୍ରଶ୍ନ ପାଇଁ ଲାଂଚ ମାମଲାରେ ଲୋକସଭାରୁ ବହିଷ୍କୃତ ହେଲେ ଟିଏମସି ସାଂସଦ ମହୁଆ ମୋଇତ୍ରା । ଏଥିକ୍ସ କମିଟିର ରିପୋର୍ଟ…

କନକ ବ୍ୟୁରୋ : ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କୁ ମହଙ୍ଗା ପଡ଼ିଲା ଲାଂଚ ନେଇ ପ୍ରଶ୍ନ ପଚାରିବା ମାମଲା । ଏଥିକ୍ସ କମିଟିର ରିପୋର୍ଟ ଶୁକ୍ରବାର ଲୋକସଭାରେ ଉପସ୍ଥାପନ କରାଯିବା ପରେ ମହୁଆଙ୍କ ବହିଷ୍କୃତ କରାଯାଇଛି । କମିଟିର ରିପୋର୍ଟ ଆଧାରରେ ଲୋକସଭା ବାଚସ୍ପତି ଓମବିର୍ଲା ଏହି…

ବୁଢ଼ା ହେଉଛି ଓଡ଼ିଶା: ୨୦୩୬ରେ ପ୍ରତି ୧୦ଜଣରେ ୨ ଜଣ ବୟସ୍କ

କନକ ବ୍ୟୁରୋ: ବୁଢ଼ା ହେଉଛି ଓଡ଼ିଶା । ୨୦୩୬ ବେଳକୁ ପ୍ରତି ୧୦ ଜଣରେ ୨ ଜଣ ବୟସ୍କ ବ୍ୟକ୍ତି ଥିବେ । ସିୱାଇଏସଡି ଓ ୟୁଏନ୍ଏଫ୍ପିଏର ମିଳିତ ଗବେଷଣାରୁ ଏପରି ତଥ୍ୟ ମିଳିଛି । ଗବେଷଣାରୁ ମିଳିଥିବା ତଥ୍ୟ ଅନୁସାରେ ରାଜ୍ୟରେ ଜନ୍ମହାର ହ୍ରାସ ପାଉଛି ଏବଂ ହାରାହାରି ଆୟୁ ମଧ୍ୟ ବୃଦ୍ଧି ପାଉଛି ।…

ବ୍ୟାଙ୍କ ଟଙ୍କା ଖାଇଗଲେ ମ୍ୟାନେଜର: ଋଣ ଦେବା ନାଁରେ କୋଟି କୋଟି ଚଳୁ

କନକ ବ୍ୟୁରୋ: ୩ କୋଟି ୩୩ ଲକ୍ଷ ଟଙ୍କାର ବ୍ୟାଙ୍କ ଦୁର୍ନୀତି । ବଡ଼ କଥା ହେଉଛି ବ୍ୟାଙ୍କର ବଡ଼ ବଡ଼ିଆ ଅଧିକାରୀ ଖାଇଯାଇଛନ୍ତି କୋଟି କୋଟି ଟଙ୍କା । ନକଲି ହିତାଧିକାରୀ ଦର୍ଶାଇ ସବସିଡି ଟଙ୍କା ଚଳୁ କରିଯାଇଛନ୍ତି ଅଧିକାରୀ । ପୂର୍ବତନ ବ୍ରାଂଚ ମ୍ୟାନେଜର ଓ ଫାଇନାନ୍ସ ଅଫିସରଙ୍କ ବିରୋଧରେ ଏପରି…

ରାମ ମନ୍ଦିର ପାଇଁ ଅକ୍ଷତ କଳସ ଯାତ୍ରା: ମନ୍ଦିର ପ୍ରତିଷ୍ଠାରେ ସାମିଲ ପାଇଁ ଦିଆଯିବ ନିମନ୍ତ୍ରଣ

କନକ ବ୍ୟୁରୋ: ଜାନୁଆରୀ ୨୨ରେ ଅଯୋଧ୍ୟା ରାମମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ଏଥିପାଇଁ ସାରା ଦେଶରେ ଅକ୍ଷତ କଳସ ଯାତ୍ରା କରି ମନ୍ଦିର ପ୍ରତିଷ୍ଠାରେ ସାମିଲ ପାଇଁ ନିମନ୍ତ୍ରଣ ଦିଆଯାଉଛି । ଏହି କଳସ ଯାତ୍ରା ଓଡ଼ିଶାରେ ପହଂଚିଛି । ଦେଶବ୍ୟାପୀ ୭ହଜାରରୁ ଅଧିକ ଅତିଥିଙ୍କୁ…