Daily Archives

December 1, 2023

ଦୁବାଇରେ ଆୟୋଜିତ ବିଶ୍ୱ ଜଳବାୟୁ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ । ମୋଦୀ କହିଲେ, ଜଳବାୟୁ ପରିବର୍ତନ ସମସ୍ୟା…

କନକ ବ୍ୟୁରୋ : ଦୁବାଇରେ ଆୟୋଜିତ ବିଶ୍ୱ ଜଳବାୟୁ ସମ୍ମିଳନୀରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଅବସରରେ ମୋଦୀ କହିଛନ୍ତି ଜଳବାୟୁ ପରିବର୍ତନ ଏକ ବଡ ସମସ୍ୟା    । ଏହାର ମୁକାବିଲା ପାଇଁ ମିଳିତ ସହଯୋଗର ଆବଶ୍ୟକା ରହିଛି । ପରିବେଶ ଓ ଅର୍ଥନୀତି ମଧ୍ୟରେ ଏକ ସନ୍ତୁଳନ…

ସତ ହେବ ଏଗଜିଟ ପୋଲ ରିପୋର୍ଟ ନା ଠିକ ପ୍ରମାଣିତ ହେବ ଦଳଗୁଡିକଙ୍କର ଦାବି । ୫ରାଜ୍ୟ ବୁଥବାହୁଡା ମତକୁ ନେଇ ବଢ଼ିଲା…

କନକ ବ୍ୟୁରୋ : ବୁଥବାହୁଡା ମତ ଅନୁସାରେ ୫ଟି ରାଜ୍ୟରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ହେଉଛି । ବିଜେପି ଓ କଂଗ୍ରେସ ଦୁଇଟି ଲେଖାଏଁ ରାଜ୍ୟରେ ସରକାର ଗଢିବେ ବୋଲି କୁହାଯାଉଛି । କିନ୍ତୁ ମିଜୋରାମରେ ଝୁଲା ସରକାର ଦେଖିବାକୁ ମଳିବ ଏଗଜିଟ୍ ପୋଲ ସୂଚନା ମଳିଛି । ସବଠୁ ବଡ଼ କଥା ହେଉଛି…

ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ରାଜ୍ୟରେ ବର୍ଷା ଆଶଙ୍କା । ୩ରୁ ୬ ତାରିଖ ଯାଏଁ ବର୍ଷା ସମ୍ଭାବନା

କନକ ବ୍ୟୁରୋ : ସାମ୍ଭାବ୍ୟ ବାତ୍ୟା ପ୍ରଭାବରେ କିଛି ଜିଲ୍ଲାରେ ବର୍ଷା ସମ୍ଭାବନା । ବର୍ଷା ନେଇ ଆଂଚଳିକ ପାଣିପାଗ କେନ୍ଦ୍ର ସତର୍କ କରିଛି । ୩ତାରିଖରେ ୪ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପୂର୍ବାନୁମାନ ରହିଛି । ଏବଂ ୮ଟି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ଆଶଙ୍କା…

ପାରାଦୀପ ଦେଇ ବିଦେଶକୁ ଜାହାଜରେ ଯାଉଥିଲା କୋକେନ । ଜବତ ୨୨ଟି ପ୍ୟାକେଟର ଯାଂଚପରେ ସ୍ପଷ୍ଟ ହୋଇଥିବା ସୂଚନା

କନକ ବ୍ୟୁରୋ : ଇଣ୍ଡୋନେସିଆରୁ ଭାୟା ପାରାଦୀପ ଦେଇ ଡେନମାର୍କକୁ ଜାହାଜରେ ଚୋରା ଚାଲାଣ ହେଉଥିଲା ନିଷିଧ ଡ୍ରଗ୍ସ କୋକେନ । ଏମଭି ଦେବୀ ନାମକ ଜାହାଜଟି ପାରାଦୀପ ଇଂଟରନ୍ୟାସନାଲ କାର୍ଗୋ ଟର୍ମିନାଲରେ ଛିଡା ହୋଇଥିବାବେଳେ, ଗୁଇନ୍ଦା ସୂତ୍ରରୁ ସୂଚନା ପାଇ ଗୁରୁବାର ରାତିରେ ଚଢ଼ାଉ କରିଥିଲେ…

ଘୁଗୁନି ପାଇଁ ବିଭତ୍ସ ହତ୍ୟା! ୨୪ ଦିନ ପରେ ବନ୍ଧା ହେଲା ଅଭିଯୁକ୍ତ

କନକ ବ୍ୟୁରୋ : ଘୁଗୁନିକୁ ନେଇ ଜଣେ ମହିଳାଙ୍କୁ ହତ୍ୟା ଘଟଣା ରାଜଧାନୀରେ ଚାଂଚଲ୍ୟ ଖେଳାଇ ଦେଇଛି । ଘୁଗୁନି ଖାଇବାକୁ ନେଇ ଜଣେ ଗ୍ରାହକଙ୍କ ସହ ବଚସା ହେବାରୁ ଗ୍ରାହକ ଜଣକ ଦୋକାନୀକୁ ଛୁରି ମାରି ହତ୍ୟା କରିଛି । ହତ୍ୟା କରି ଫେରାର ହୋଇଥିବା ଅଭିଯୁକ୍ତକୁ ୨୪ ଦିନ ପରେ ଗିରଫ କରିଛି ପୁଲିସ ।…

ବୁଥ୍ ବାହୁଡା ମତକୁ ନେଇ ସରଗରମ ରାଜନୀତି । ବିଜେପି କହୁଛି ୫ ରାଜ୍ୟରେ ଗଢିବ ସରକାର । କଂଗ୍ରେସ କହିଲା ୪ ରାଜ୍ୟରେ…

କନକ ବ୍ୟୁରୋ : ବୁଥ ବାହୁଡା ମତ କହୁଛି, ଛତିଶଗଡରେ କଂଗ୍ରେସ ପୁଣି କ୍ଷମତାକୁ ଫେରିବ, କିନ୍ତୁ ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ରାଜନୀତି ଜଟିଳ ହେବ । ତେଲେଙ୍ଗାନାରେ ବିଆରଏସ ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ହେବ । କାରଣ ବିଭିନ୍ନ ଗଣମାଧ୍ୟମର ଏଗଜିଟ୍ ପୋଲ ରିପୋର୍ଟ କାହାକୁ ପୂର୍ଣ୍ଣ ବହୁମତ…