Daily Archives

November 24, 2023

ଲୁଟ୍ ପାଇଁ ବିଭତ୍ସ ହତ୍ୟା । ହତ୍ୟା ପରେ ୩୫୦ ଟଙ୍କା ଲୁଟିଲା ହତ୍ୟାକାରୀ

କନକ ବ୍ୟୁରୋ : ରାସ୍ତା ଉପରେ ପଡି ରହିଛି ମୃତଦେହ । ପାଖରେ ଛିଡା ହୋଇଛି ଜଣେ ଯୁବକ । ଅତି ନିର୍ମମଭାବେ କେତେବେଳେ ଶବ ଉପରେ ବାରମ୍ବାର ଉପରେ ଛୁରାମାଡ଼ କରୁଛି ତ ପୁଣି କେତେବେଳେ ଶବର ଛୁଟି ଧରି ଘୋଷାଡୁଛି । ଭିଡିଓରୁ ଜଣାପଡୁଛି ପାଖରେ ଥିବା କିଛି ଲୋକଙ୍କୁ ମଧ୍ୟ ଡରାଉଛି, ଧମକ ଦେଉଛି…

ଅନ୍ତିମ ପର୍ଯ୍ୟାୟରେ ଉତରକାଶୀ ଟନେଲ ରେସ୍କ୍ୟୁ ଅପରେସନ । କୌଣସି ସମୟରେ ଉତରକାଶୀରୁ ଆସିପାରେ ଶୁଭ ଖବର

କନକ ବ୍ୟୁରୋ: ଉତ୍ତରକାଶୀ ସିଲକ୍ୟାରା ସୁଡଙ୍ଗରେ ଫସିରହିଥିବା ଶ୍ରମିକଙ୍କୁ ଏହିଭଳି ଉଦ୍ଧାର କରାଯିବ । ଉଦ୍ଧାର ପାଇଁ ପ୍ରାୟ ୯୦୦ ମିଲିମିଟରର ଯେଉଁ ପାଇପ ଖଞ୍ଜା ଯାଇଛି, ତା ମଧ୍ୟଦେଇ ଷ୍ଟ୍ରେଚରରେ ଶ୍ରମିକମାନଙ୍କୁ ଦଉଡି ସାହାଯ୍ୟରେ ଟଣାଯିବ । ଚକ ଲାଗିଥିବା ଏକ ଷ୍ଟ୍ରେଚର ପ୍ରଥମେ ଭିତରକୁ…

ବନ୍ଧୁ ସାଜିଲା ବନ୍ଧୁର ହତ୍ୟାକାରୀ । ଗାଡିର ମାଲିକାନାକୁ ନେଇ ବିଭତ୍ସ ହତ୍ୟାକାଣ୍ଡ

କନକ ବ୍ୟୁରୋ: ହାତରେ ହାତକଡି, ମୁହଁରେ ନାହିଁ ଅନୁତାପର ଚିହ୍ନ । ପୋଲିସ ହେପାଜତରେ ଥିବା ଏହି ୩ ଜଣ ଦୁର୍ବୃତ ବନ୍ଧୁ ନାଁରେ କଳଙ୍କ, ଏକ ଏକ ନର ପିଶାଚ । ବାଲେଶ୍ୱରର ଗାଡି ବ୍ୟବସାୟୀଙ୍କ ମୃତଦେହ ମୟୂରଭଞ୍ଜ କପ୍ତିପଦା ଅଞ୍ଚଳରୁ ଉଦ୍ଧାର ମାମଲାରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି । ଆଉ ପୋଲିସ…

ବ୍ୟାରିକେଡ୍ ବ୍ୟବସ୍ଥାକୁ ବିରୋଧ କରି ଧବଳେଶ୍ୱର ପୀଠରେ ଧାରଣାରେ ବସିଲେ ପୂଜକ । ପୂଜାର୍ଚ୍ଚନା କରି ନପାରିବାରୁ…

କନକ ବ୍ୟୁରୋ: ଧବଳେଶ୍ୱର ପୀଠରେ ବଡ଼ଓଷା ପୂର୍ବରୁ ବଡ଼ ବିଭ୍ରାଟ । ଦର୍ଶନ ବ୍ୟବସ୍ଥାକୁ ନେଇ ବିବାଦ ଦେଖାଦେଇଛି । ଭିଡ଼କୁ ନଜରରେ ରଖି ପୀଠରେ ଲଗାଯାଇଥିବା ବ୍ୟାରିକେଡ ଯୋଗୁ ଦର୍ଶନ ବ୍ୟବସ୍ଥା ବାଧାପ୍ରାପ୍ତ ହେଉଥିବା ପୂଜକ ଅଭିଯୋଗ କରିଛନ୍ତି । ବ୍ୟାରିକେଡ ଯୋଗୁଁ ଶ୍ରଦ୍ଧାଳୁଙ୍କୁ ଘଣ୍ଟା ଘଣ୍ଟା…

ଚାଲିଛି ପଞ୍ଚୁକ, ଶ୍ରୀମନ୍ଦିରରେ ଅସମ୍ଭାଳ ଭିଡ଼ । ଭିଡ଼ର ଫାଇଦା ଉଠାଉଛନ୍ତି ଅସାଧୁ ବ୍ୟବସାୟୀ । ଜୋତା, ମୋବାଇଲ ଷ୍ଟାଣ୍ଡ…

କନକ ବ୍ୟୁରୋ: ପଞ୍ଚୁକ ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ଭିଡ ଯୋଗୁଁ ପଞ୍ଚୁକ ଆରମ୍ଭରୁ କାର୍ତ୍ତିକ ପୂର୍ଣ୍ଣିମା ଯାଏଁ ଭିତର କାଠ ଦର୍ଶନକୁ ବନ୍ଦ କରାଯାଇଛି । ବାହାରକାଠ ନିକଟରୁ ଜଗା ଦର୍ଶନ କରି ଫେରୁଛନ୍ତି ଶ୍ରଦ୍ଧାଳୁ । ଶୃଙ୍ଖଳିତ ଦର୍ଶନ ପାଇଁ ସିଂହଦ୍ୱାର…

ଶେଷ ପର୍ଯ୍ୟାୟରେ ପହଁଚିଲା ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ । ପାଇପ ଯୋଗେ କେମିତି କରାଯିବ ଉଦ୍ଧାର, ଡେମୋ ଦେଖାଇଲା…

କନକ ବ୍ୟୁରୋ: ଉତ୍ତରକାଶୀ ସିଲକ୍ୟାରା ସୁଡଙ୍ଗରେ ଫସିରହିଥିବା ଶ୍ରମିକଙ୍କୁ ଖୁବଶୀଘ୍ର ଉଦ୍ଧାର କରାଯିବ । ଉଦ୍ଧାର ପାଇଁ ପ୍ରାୟ ୯୦୦ ମିଲିମିଟରର ଯେଉଁ ପାଇପ ଖଞ୍ଜା ଯାଇଛି, ତା ମଧ୍ୟଦେଇ ଷ୍ଟ୍ରେଚରରେ ଶ୍ରମିକମାନଙ୍କୁ ଦଉଡି ସାହାଯ୍ୟରେ ଟଣାଯିବ । ଚକ ଲାଗିଥିବା ଏକ ଷ୍ଟ୍ରେଚର ପ୍ରଥମେ ଭିତରକୁ…