Daily Archives

May 1, 2023

ରୁଷ-ୟୁକ୍ରେନ ଯୁଦ୍ଧକୁ ନେଇ ବଡ ଖବର: ୟୁକ୍ରେନ ଉପରେ ଘନ ଘନ ମିସାଇଲ ଓ ରକେଟ ମାଡ କରୁଛି କ୍ରେମଲିନ

କନକ ବ୍ୟୁରୋ: ଥମିବାର ନାଁ ନେଉନି ରୁଷ-ୟୁକ୍ରେନ ଯୁଦ୍ଧ । ସୋମବାର ରୁଷ ପକ୍ଷରୁ ୟୁକ୍ରେନ ଉପରେ ହୋଇଛି ବଡ ଧରଣର ମିସାଇଲ ଆକ୍ରମଣ । ୟୁକ୍ରେନ ସୀମାନ୍ତରେ ଥିବା ବ୍ରିୟନକ୍ସ୍ସ ଅଂଚଳରେ ଏକ ମାଲବାହୀ ଟ୍ରେନ ଉପରେ ହୋଇଛି ମିଜାଇଲ ଆକ୍ରମଣ । ଏଥିସହ ମେକାଲାଇବ ସହରରେ ଥିବା ବଡ ବଡ ଅଟ୍ଟାଳିକା…

କର୍ଣ୍ଣାଟକ ନିର୍ବାଚନ ପାଇଁ କଂଗ୍ରେସର ନୂଆ ଅଭିଯାନ କ୍ରାଏ ପିଏମ: କ୍ୟୁଆର କୋର୍ଡରେ ମୋଦୀଙ୍କ କାନ୍ଦୁଥିବା ଫଟୋ ଟୁଇଟ…

କନକ ବ୍ୟୁରୋ: କର୍ଣ୍ଣାଟକରେ କଂଗ୍ରେସ ଆରମ୍ଭ କରିଛି ‘କ୍ରାଏପିଏମ’ କ୍ୟାମ୍ପେନ । କଂଗ୍ରେସ ନିଜ ଅଫିସିଆଲ ଟୁଇଟ ପେଜରେ କିଛି ଫଟୋ ପୋଷ୍ଟ କରି ବିଜେପିକୁ ଟାର୍ଗେଟ କରିଛି । ପ୍ରଧାନମନ୍ତ୍ରୀ ମୋଦି କାନ୍ଦୁଥିବା ଫଟୋକୁ କ୍ୟୁାଆର କୋର୍ଡ ସହ ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଏହି ଫଟୋ ବେଶ…

କର୍ଣ୍ଣାଟକ ପାଇଁ ପ୍ରତିଶ୍ରୁତି ବର୍ଷା: ବିଜେପିର ନିର୍ବାଚନୀ ଇସ୍ତାହାର, ପ୍ରତିଦିନ ମିଳିବ ମାଗଣା କ୍ଷୀର

କନକ ବ୍ୟୁରୋ: ବେଶ ରୋଚକ ହେଉଛି କର୍ଣ୍ଣାଟକ ନିର୍ବାଚନର ପ୍ରାକ-ମାହୋଲ । ଘନଘନ ପ୍ରଚାର ସାଙ୍ଗକୁ ବିବାଦୀ ବୟାନବାଜୀ ।ଭୋଟ ପାଇଁ ଚାଲିଛି ଦଳରମାନଙ୍କର କସରତ । ବିଶେଷ କରି ଦୁଇ ପ୍ରମୁଖ ପ୍ରତିନ୍ଦନ୍ଦୀ ବିଜେପି-କଂଗ୍ରେସ ମଧ୍ୟରେ ଟକ୍କର କେତେ ଯେ ବଡ ଧରଣର ହେବ ସେକଥା ପ୍ରଚାର ମଇଦାନରେ…

ଜନ୍ମମାଟିକୁ ଆସୁଛନ୍ତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ପାଇଁ ତିଆରି ହୋଇଛି ସ୍ୱତନ୍ତ୍ର ଚୌକି ।

କନକ ବ୍ୟୁରୋ: ଆସନ୍ତା ଗୁରୁବାର ରାଇରଙ୍ଗପୁର ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମହାମହିମଙ୍କ ଗସ୍ତକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି ମୟରଭଞ୍ଜ ଜିଲ୍ଲା । ରାଷ୍ଟ୍ରପତିଙ୍କୁ ଜୋରଦାର ସ୍ୱାଗତ, ସମ୍ବର୍ଦ୍ଧନା ପାଇଁ ଚାଲିଛି ପ୍ରସ୍ତୁତି । ଏହାରି ଭିତରେ ଚର୍ଚ୍ଚାରେ ରହିଛି…

ରାସ୍ତା ଖୋଳି କିଏ ବନ୍ଦ କଲା କୋଟିଆ ବାଟ? ଆସିଲେ ଆନ୍ଧ୍ର ଉପ-ମୁଖ୍ୟମନ୍ତ୍ରୀ, ଯାଇପାରିଲେନି ଓଡ଼ିଶା ଅଧିକାରୀ

କନକ ବ୍ୟୁରୋ: କୋଟିଆକୁ ନେଇ ବିବାଦ ଭିତରେ ପୁଣି ଥରେ ଆଧିପତ୍ୟ ଜାହିର କରିବାକୁ ଚେଷ୍ଟା କରିଛି ଆନ୍ଧ୍ର । ଆନ୍ଧ୍ରପ୍ରଦେଶର ଉପ ମୁଖ୍ୟମନ୍ତ୍ରୀ ପି ରାଜନ୍ ଦୋରା କୋଟିଆରେ ପହଞ୍ଚି ବିଭିନ୍ନ କାର୍ଯ୍ୟକ୍ରମ କରିଛନ୍ତି । ସେପଟେ ଆନ୍ଧ୍ର ଉପ-ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଗାଁକୁ ସଂଯୋଗ…

ପ୍ରଥମ ଥର ପାଇଁ ବୁଲାକୁକୁର ଗଣନା କରିବ ବିଏମସି । ବନ୍ଧ୍ୟାକରଣକୁ ଦିଆଯିବ ଗୁରୁତ୍ୱ । ଏପଟେ ପୋଷା କୁକୁର କାମୁଡିଲେ…

କନକ ବ୍ୟୁରୋ: ରାଜଧାନୀରେ ବଢି ବଢି ଚାଲିଛି ବୁଲା କୁକୁରଙ୍କ ଦୌରାତ୍ମ୍ୟ । ସେମାନଙ୍କ ସଂଖ୍ୟା ବଢି ବଢି ଚାଲିଥିବାବେଳେ ସେ ତୁଳନାରେ ଖାଦ୍ୟ ମିଳୁନାହିଁ । ଯାହା ଫଳରେ ହିଂସ୍ର ହେବାରେ ଲାଗିଛନ୍ତି ବୁଲା କୁକୁର । ଏ ଦିଗରେ ଏବେ ତତ୍ପରତା ପ୍ରକାଶ କରି ବୁଲା କୁକୁରଙ୍କ ଗଣନା ଆରମ୍ଭ କରିଛି…