Daily Archives

March 25, 2023

ତାମିଲନାଡୁର ମଦୁରାଇ ଜିଲ୍ଲା କୋର୍ଟର କୋଠା ଭିତିପ୍ରସ୍ତର ସ୍ଥାପନ ବେଳେ ପ୍ରଧାନବିଚାରପତିଙ୍କ ବୟାନ । କହିଲେ, ଚାକିରି…

କନକ ବ୍ୟୁରୋ : ଆଜିର ଦିନରେ ଜଣେ ମହିଳା ପରିବାର ଚଳାଇବା ସହିତ ଚାକିରି କରୁଛନ୍ତି । ଏପରି ସ୍ଥିତିରେ ସଂପୃକ୍ତ ସଂସ୍ଥା ମହିଳାଙ୍କୁ ସମର୍ଥନ କରିବା ଆବଶ୍ୟକ । ତାମିଲନାଡୁର ମଦୁରାଇ ଜିଲ୍ଲା କୋର୍ଟର କୋଠା ଭିତିପ୍ରସ୍ତର ସ୍ଥାପନ ହୋଇଛି । ଏହି ଅବସରରେ ଯୋଗ ଦେଇ ପ୍ରଧାନବିଚାରପତି ଡି. ୱାଇ…

ଜମି ବଦଳରେ ଚାକିରି ମାମଲା : ସିବିଆଇ ଏବଂ ଇଡିରେ ହାଜର ହେଲେ ବିହାର ଉପମୁଖ୍ୟମନ୍ତ୍ରୀ ଓ ମିସା ଭାରତୀ

କନକ ବ୍ୟୁରୋ : ଇିଡ ଓ ସିବିଆଇରେ ହାଜର ହେଲେ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଏବଂ ତାଙ୍କ ଭଉଣୀ ତଥା ଆରଜେଡି ସାଂସଦ ମିସା ଭାରତୀ । ଜମି ବଦଳରେ ଚାକିରି ଦୁର୍ନିତି ମାମଲାରେ ଉଭୟ ଶନିବାର ସିବିଆଇ ଏବଂ ଇଡିରେ ହାଜର ହୋଇଛନ୍ତି । ପୂର୍ବରୁ ସିବିଆଇ ପଚରାଉଚରା କରିବା ପାଇଁ ୩ ଥର…

ମାଡ଼ିଆସୁଛି ମହାନଦୀ ମହାସଙ୍କଟ । ଶୁଖିଯାଉଛି ଓଡ଼ିଶାର ଜୀବନ ରେଖା । ଟ୍ରିବ୍ୟୁନାଲକୁ ବୟକଟ କରିବା ପାଇଁ ବିଜୟ…

କନକ ବ୍ୟୁରୋ: ମାଡ଼ି ଆସୁଛି ମହାନଦୀ ମହାସଙ୍କଟ । ମହାନଦୀ ପ୍ରସଙ୍ଗ ଉଠାଇ ପୁଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର । ଟ୍ରିବ୍ୟୁନାଲକୁ ଅପେକ୍ଷା ନକରି ଟ୍ରିବ୍ୟୁନାଲକୁ ବୟକଟ୍ କରିବା ପାଇଁ ଆହ୍ୱାନ ଦେଇଛନ୍ତି ବିଜୟ ମହାପାତ୍ର । ରାଜ୍ୟ ସରକାର ଯୁଦ୍ଧକାଳୀନ…

କର୍ଣ୍ଣାଟକରେ ବିଶାଳ ରୋଡ ଶୋ କଲେ ପ୍ରଧାନମନ୍ତ୍ରୀ । ବିଭିନ୍ନ ପ୍ରକଳ୍ପର କଲେ ଉଦଘାଟନ

କନକ ବ୍ୟୁରୋ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇନି । ହେଲେ ରାଜନୈତିକ ଦଳ ପ୍ରଚାର କରିବା ଆରମ୍ଭ କରି ଦେଇଛନ୍ତି । ଏହାରି ଭିତରେ ଶନିବାର କର୍ଣ୍ଣାଟକ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୋଡ ସୋ କରିଛନ୍ତି । ଏଥିସହ ନୂଆ ମେଟ୍ରୋ ଲାଇନ୍ ସହ ମେଡିକାଲ…

ଏପ୍ରିଲରେ ଜାପାନ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡିଶାରେ ପୁଞ୍ଜିନିବେଶ ପାଇଁ ଶିଳ୍ପପତିଙ୍କ ସହ କରିବେ…

କନକ ବ୍ୟୁରୋ: ଆସନ୍ତା ମାସ ପ୍ରଥମ ସପ୍ତାହରେ ଜାପାନ ଯାଇପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ସରକାରଙ୍କ ମହତ୍ୱାକାଂକ୍ଷୀ ପରିକଳ୍ପନା ମେକ୍ ଇନ୍ ଓଡ଼ିଶାକୁ ଆହୁରି ବ୍ୟାପକ କରିବା ଏବଂ ପୁଞ୍ଜି ନିବେଶକଙ୍କୁ ଆକର୍ଷିତ କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ଜାପାନ ଯାଉଥିବା ସୂଚନା…

ପଦ ହରାଇବା ପରେ ସାମ୍ନାକୁ ଆସିଲେ ରାହୁଲ୍ । ତେଜିଲା ସହାନୁଭୁତି ବନାମ୍ ଜାତି ରାଜନୀତି

କନକ ବ୍ୟୁରୋ : ଲୋକସଭା ସାଂସଦ ସଭ୍ୟପଦ ଯିବା ପରେ ଶନିବାର ବଡ ଅଭିଯୋଗ ଆଣିଛନ୍ତି ରାହୁଲ ଗାନ୍ଧୀ । ଲୋକସଭା ସଦସ୍ୟତା ରଦ୍ଦ ପଛରେ ଷଡଯନ୍ତ୍ର ରହିଥିବା ସେ କହିଛନ୍ତି । ଗଣତନ୍ତ୍ର ଉପରେ ଆକ୍ରମଣ ହୋଇଛି । ଏହି ଗଣତନ୍ତ୍ର ପାଇଁ ମୁଁ ଲଢେଇ କରୁଛି ଓ ଆଗକୁ ମଧ୍ୟ ଲଢେଇ ଜାରିରଖିବି । କେହି ମୋତେ…