Daily Archives

March 16, 2023

ଟ୍ୱିଟରରେ ଟ୍ରେଣ୍ଡ କଲା ଶଙ୍ଖ ମୋ ଗର୍ବ । ଏଯାଏଁ ହେଇସାରିଲାଣି ସାଢେ ୩ ହଜାରରୁ ଅଧିକ ଟୁଇଟ୍ । କ୍ୟାମ୍ପେନ୍ ପଛର କାରଣ…

କନକ ବ୍ୟୁରୋ: ଟ୍ୱିଟରରେ ଟ୍ରେଣ୍ଡ କଲା ଶଙ୍ଖ ମୋ ଗର୍ବ । ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ ବର୍ତ୍ତମାନ ବିଜୁ ଜନତା ଦଳର ଦଳୀୟ କ୍ୟାମ୍ପେନ୍ ଶଙ୍ଖ ମୋ ଗର୍ବ ଟ୍ରେଣ୍ଡ କରିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଟ୍ୱିଟର ଟ୍ରେଣ୍ଡିଂରେ ଏହା ଏକ ନମ୍ବର ସ୍ଥାନରେ ଥିବାବେଳେ, ମୋଟ ସାଢେ ୩…

ଆଲମାରୀରୁ ପାଣି ଡ୍ରମ୍ ସବୁଠି ମୃତ ଦେହର ଖଣ୍ଡ, ଛାତି ଥରାଇଦେବ ହତ୍ୟାକାରୀ ଝିଅର କାହାଣୀ ।

କନକ ବ୍ୟୁରୋ: ମା’କୁ ହତ୍ୟା କଲା ଝିଅ । ତା’ପରେ ମା’ର ମୃତଦେହକୁ ଖଣ୍ଡ ଖଣ୍ଡ କରି କାଟି ଆଲମୀରା ଓ ପାଣି ଡ୍ରମରେ ୩ ମାସ ଧରି ଲୁଚାଇ ରଖିଲା । ରାତି ଅଧରେ ପୁଲିସ ପାଇଲା ସୁରାଖ । ଏପରି ଘଟଣା ଘଟିଛି ମୁମ୍ବାଇର କାଲାଚୌକି ଅଞ୍ଚଳରେ । ଜଣେ ଝିଅ ବି ଏଭଳି କାଣ୍ଡ ଘଟାଇପାରେ ଏହା ସାରା…

ଭୁଷୁଡିଲା ଶୀତଳଭଣ୍ଡାର ଛାତ । ୨୦ରୁ ୨୫ ଶ୍ରମିକ ଦବି ରହିଥିବା ଆଶଂକା

କନକ ବ୍ୟୁରୋ : ଉତରପ୍ରଦେଶରୁ ଆସିଲା ଏକ ବଡ ଦୁର୍ଘଟଣାର ଚିତ୍ର । ଶିତଳ ଭାଣ୍ଡାର ଛାତ ଭୁଷୁଡି ପଡିବାରୁ ଅନେକ ଲୋକ ତଳେ ଚାପି ହୋଇଯାଇଛନ୍ତି । ଖବର ପାଇଁ ପୋଲିସ ଏବଂ ପ୍ରଶାସନ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ସୂଚନା ଅନୁସାରେ, ଏହି ଘଟଣା ଘଟିଛି ଚନ୍ଦୋସି ଜିଲ୍ଲାର ବଦାୟୁଂ ମାର୍ଗରେ ।…

ମୋତେ କହିବାକୁ ସୁଯୋଗ ଦେଲେ ମୁଁ ଲୋକସଭାରେ ଜବାବ ରଖିବି: ରାହୁଲ ଗାନ୍ଧୀ

କନକ ବ୍ୟୁରୋ: ବିଜେପି ପକ୍ଷରୁ ଲଣ୍ଡନରେ ଭାରତୀୟ ଲୋକତନ୍ତ୍ରକୁ ନେଇ ରାହୁଲ ଦେଇଥିବା ଟିପ୍ପଣୀ ଉପରେ ବାରମ୍ବାର ଆକ୍ରମଣ କରାଯାଉଛି । ଏହାକୁ ନେଇ ନିଜେ ରାହୁଲ ମୁହଁ ଖୋଲିଛନ୍ତି । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କହିଛନ୍ତି ମୋତେ ଯଦି କହିବାକୁ ସୁଯୋଗ ମିଳିବ ତେବେ ମୁଁ ଲୋକସଭାରେ ଏହାର…

ରାଜଧାନୀର ବିଭିନ୍ନ ପେଟ୍ରୋଲ ପମ୍ପରେ ଗ୍ରାହକଙ୍କ ଗହଳି। ପେଟ୍ରୋଲ ନମିଳିବା ଆଶାରେ ତେଲ ଟାଙ୍କିରେ ଲମ୍ବା ଲାଇନ।

କନକ ବ୍ୟୁରୋ: ପେଟ୍ରୋଲ ପମ୍ପରେ ଗ୍ରାହକଙ୍କ ଗହଳି । ପେଟ୍ରୋଲ ନ ମିଳିବା ଆଶଙ୍କାରେ ଜମିଛି ଗ୍ରାହକଙ୍କ ଭିଡ । ଗାଡିରେ ତେଲ ପକାଇବାକୁ ଲାଗିଛି ଦୁଇ ଚକିଆ, ଚାରି ଚକିଆ ଗାଡିର ଲମ୍ବା ଲାଇନ୍ । ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ ରାସ୍ତାରେ ଅଟକି ରହିଛି ତେଲ ଟ୍ୟାଙ୍କର । ପେଟ୍ରୋଲ ଡିଜେଲ…

ତମାଣ୍ଡୋରେ ରାସ୍ତା ଖାଲି କଲା ପୋଲିସ। ଡ୍ରାଇଭର ସଂଘ ଓ ବାହାର ରାଜ୍ୟର ଡ୍ରାଇଭର ହୋଇଥିଲେ ମୁହାଁମୁହିଁ।

କନକ ବ୍ୟୁରୋ: ଡ୍ରାଇଭରଙ୍କ ଆନ୍ଦୋଳନ ଭିତରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଡ୍ରାଇଭର ସଂଘର ଆନ୍ଦୋଳନକୁ ବାହର ରାଜ୍ୟରୁ ଆସୁଥିବା ଡ୍ରାଇଭର ବିରୋଧ କରିଥିଲେ । ଏହାକୁ ନେଇ ଭୁବନେଶ୍ୱର ଉପକଣ୍ଠ ତମାଣ୍ଡୋରେ ଉତେଜନାପୂର୍ଣ୍ଣ ସ୍ଥିତି ଦେଖିବାକୁ ମିଳିଛି । ଦୁଇ ଗୋଷ୍ଠୀ ଡ୍ରାଇଭରଙ୍କ…