Daily Archives

March 16, 2023

ପୋଲିସ-ଡ୍ରାଇଭର ମୁହାଁମୁହିଁ, ପୋଲିସ ବୁଝାସୁଝା କରିବା ପରେ ଖୋଲିଲା ରାସ୍ତା ଜାମ୍ ।

କନକ ବ୍ୟୁରୋ: ତମାଣ୍ଡୋରେ ଡ୍ରାଇଭରଙ୍କ ହାଇଡ୍ରାମା । କେତେବେଳେ ପୋଲିସ ଡ୍ରାଇଭର ମୁହାଁମୁହିଁ ତ ଆଉ କେତେବେଳେ ଡ୍ରାଇଭର-ଡ୍ରାଇଭର ଭିତରେ ହଙ୍ଗାମା । ଷ୍ଟିଅରିଂ ଛାଡ ଆନ୍ଦୋଳନ ଦ୍ୱିତୀୟ ଦିନରେ ଉଗ୍ର ରୂପ ନେଇଛି । ନଛୋଡବନ୍ଦା ହୋଇ ଆନ୍ଦୋଳନ, ପ୍ରତିବାଦକୁ ଆହୁରି ଜୋରଦାର କରିଛି ଡ୍ରାଇଭର…

ଆନ୍ଦୋଳନକୁ ନେଇ ଡ୍ରାଇଭର ସଂଘର ଚେତାବନୀ। ପୋଲିସ୍ ଉଠାଇ ନେଲେ ଜୋରଦାର ହେବ ବିକ୍ଷୋଭ।

କନକ ବ୍ୟୁରୋ: ଡ୍ରାଇଭର ସଂଘର ଖୋଲାଖୋଲି ଚେତବାନୀ । ଧର୍ମଘଟରେ ବସିଥିବା ଡ୍ରାଇଭରଙ୍କୁ ଧମକାଇଲେ କି ଜୋରଜବରଦସ୍ତ ଉଠାଇ ନେଲେ ଆନ୍ଦୋଳନ ଜୋରଦାର ହେବ ବୋଲି ଚେତାବନୀ ଦେଇଛନ୍ତି ଡ୍ରାଇଭର ସଂଘର ସଭାପତି ପ୍ରଶାନ୍ତ ମେଣ୍ଡୁଲି । କେବଳ ସେତିକି ନୁହେଁ ରାଜରାସ୍ତାକୁ ଡ୍ରାଇଭରଙ୍କ ପରିବାର…

ଘରୁ ମିଳିଲା ୬ ହଜାର ଶାଢୀ, ୯ ହଜାର ସ୍କୁଲ ବ୍ୟାଗ… କର୍ଣ୍ଣାଟକ ବିଜେପି ଏମଏଲସିଙ୍କ ଘରୁ ମିଳିଲା ସାମଗ୍ରୀର…

କନକ ବ୍ୟୁରୋ: କର୍ଣ୍ଣାଟକରେ ବିଜେପିର ନେତା ଆର ଶଙ୍କରଙ୍କ ଘରେ କମର୍ସିଆଲ ଟାକ୍ସ ଅଧିକାରୀ ରେଡ୍ କରିଛନ୍ତି । ରେଡ ବେଳେ ଏହି ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନ ଏମଏଲସି ଥିବା ଆର ଶଙ୍କରଙ୍କ ଘରୁ ବିପୁଳ ଶାଢୀ ଏବଂ ଅନ୍ୟାନ ସାମଗ୍ରୀ ଜବତ କରାଯାଇଛି । ଆର ଶଙ୍କର ତଥାକଥିକ ଭାବେ ନିର୍ବାଚନ…

ଆତଙ୍କବାଦୀଙ୍କ ନିଆଁରେ ନିଜେ ଜଳୁଛି ପାକ୍ । ଆଫଗାନିସ୍ତାନକୁ ପଛରେ ପକାଇଲା ପାକିସ୍ତାନ

କନକ ବ୍ୟୁରୋ : ଆତଙ୍କବାଦକୁ ସବୁବେଳେ ସୁରକ୍ଷା ଦେଇଆସୁଥିବା ପାକିସ୍ତାନ ଏବେ ନିଜ ନିଆଁରେ ନିଜେ ଜଳୁଛି । ଗ୍ଲୋବାଲ୍ ଟେରର ଇଂଡେକ୍ସ ୨୦୨୨ର ରିପୋର୍ଟ ପାକିସ୍ତାନର ବାସ୍ତବ ଚିତ୍ରକୁ ପଦାରେ ପକାଇଦେଇଛି । ଆତଙ୍କବାଦୀଙ୍କ ଦ୍ୱାରା ଅଧିକ ଲୋକ ମୃତ୍ୟୁବରଣ କରୁଥିବା ଦେଶଙ୍କ ମଧ୍ୟରେ ପାକିସ୍ତାନ…

ସ୍କୁଲ କମିଟି ସଭାପତିଙ୍କୁ ବିଡିଓ କଲେ ଦୁର୍ବ୍ୟବହାର, ଭିଡିଓ ଭାଇରାଲ।

କନକ ବ୍ୟୁରୋ: ସ୍କୁଲ କମିଟି ସଭାପତିଙ୍କୁ ବିଡିଓଙ୍କ ଦୁର୍ବବ୍ୟବହାର । ଗ୍ରାମବାସୀଙ୍କ ଉପସ୍ଥିତିରେ ସଭାପତିଙ୍କୁ ଚାପୁଡା ମାରିଲେ ବିଡିଓ ପ୍ରଦୀପ ସେଠୀ । ଭଦ୍ରକ ବନ୍ତ ବ୍ଲକ ସିଆଳିଆ ସ୍କୁଲରେ ଫାଇଭ୍-ଟି କାର୍ଯ୍ୟ ସ୍ଥଗିତ ଓ ଶିକ୍ଷକଙ୍କ ବଦଳି ସ୍ଥଗିତ ନେଇ ଚାଲିଥିଲା ଆଲୋଚନା ।

ପ୍ରଧାନମନ୍ତ୍ରୀ ଆଦାନୀ ପ୍ରସଙ୍ଗରେ ଡରିଯାଇଛନ୍ତି। ମୋତେ ସଂସଦରେ କହିବାକୁ ସୁଯୋଗ ମିଳିନପାରେ: ରାହୁଲ ଗାନ୍ଧୀ

କନକ ବ୍ୟୁରୋ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ସଂସଦରେ ଲଗାତର ହଙ୍ଗାମା ହେବାରେ ଲାଗିଛି । ନିକଟରେ ଲଣ୍ଡନରେ ଦିଆଯାଇଥିବା ଭାରତର ଲୋକତନ୍ତ୍ର ନେଇ ତାଙ୍କର ଟିପ୍ପଣୀକୁ ବିରୋଧ କରାଯାଉଛି । ସରକାରଙ୍କ ତରଫରୁ ତାଙ୍କୁ ଘେରାଯାଉଛି । ବିଜେପି ପକ୍ଷରୁ ରାହୁଲ କ୍ଷମାମାଗନ୍ତୁ ବୋଲି ଦାବି…