ଆନ୍ଦୋଳନକୁ ନେଇ ଡ୍ରାଇଭର ସଂଘର ଚେତାବନୀ। ପୋଲିସ୍ ଉଠାଇ ନେଲେ ଜୋରଦାର ହେବ ବିକ୍ଷୋଭ।

136

କନକ ବ୍ୟୁରୋ: ଡ୍ରାଇଭର ସଂଘର ଖୋଲାଖୋଲି ଚେତବାନୀ । ଧର୍ମଘଟରେ ବସିଥିବା ଡ୍ରାଇଭରଙ୍କୁ ଧମକାଇଲେ କି ଜୋରଜବରଦସ୍ତ ଉଠାଇ ନେଲେ ଆନ୍ଦୋଳନ ଜୋରଦାର ହେବ ବୋଲି ଚେତାବନୀ ଦେଇଛନ୍ତି ଡ୍ରାଇଭର ସଂଘର ସଭାପତି ପ୍ରଶାନ୍ତ ମେଣ୍ଡୁଲି । କେବଳ ସେତିକି ନୁହେଁ ରାଜରାସ୍ତାକୁ ଡ୍ରାଇଭରଙ୍କ ପରିବାର ଓହ୍ଲାଇବେ ବୋଲି ଚେତାବନୀ ଦେଇଛି ସଂଘ ।