Daily Archives

January 24, 2023

ସୁପ୍ରିମକୋର୍ଟ ଆଇବି ଏବଂ ‘ର’ ଅଧିକାରୀଙ୍କ ତଥ୍ୟ ସାର୍ବଜନୀନ କରିବାକୁ କେନ୍ଦ୍ର ଆଇନ୍ ମନ୍ତ୍ରୀ କିରଣ ରିଜଜୁଙ୍କ…

କନକ ବ୍ୟୁରୋ : ସୁପ୍ରିମକୋର୍ଟ ଆଇବି ଏବଂ ‘ର’ ଅଧିକାରୀଙ୍କ ତଥ୍ୟ ସାର୍ବଜନୀନ କରିବାକୁ ନାପସନ୍ଦ କରିଛନ୍ତି କେନ୍ଦ୍ର ଆଇନ୍ ମନ୍ତ୍ରୀ କିରଣ ରିଜଜୁ । ଏପରି କରିବା ଅତ୍ୟନ୍ତ ଚିନ୍ତାର ବିଷୟ । ଏହା ଉପରେ ସେ ଠିକଣା ସମୟରେ ଜବାବ ରଖିବେ ବୋଲି କହିଛନ୍ତି । ଏବେ ପ୍ରତିକ୍ରିୟା ରଖିବା ଉପଯୁକ୍ତ…

ଘରେ ଘରେ ଥଣ୍ଡା ଜ୍ୱର: ସର୍ଦ୍ଦି, କାଶରେ ଘାଣ୍ଟି ହେଉଛନ୍ତି ରାଜ୍ୟବାସୀ

କନକ ବ୍ୟୁରୋ: ଏବେ ଘରେ ଘରେ ବ୍ୟାପିଛି ଥଣ୍ଡାଜ୍ୱର । ଘରେ ଯାହାକୁ ବି ଦେଖିଲେ କାଶୁଥିବେ ନ ହେଲେ ଥଣ୍ଡାରେ ନାକରୁ ପାଣି ବାହାରୁଥିବ । ସବୁଠାରୁ ବଡ କଥା ହେଲା, ଘରେ ଜଣକୁ ହେଲେ ଅନ୍ୟ ଜଣକୁ ବ୍ୟାପୁଛି । ଫଳରେ ଟେନସନ ବି ବଢୁଛି । ଘରେ ଯାହାକୁ ଦେଖିବ ଏବେ ଥଣ୍ଡା କାଶ ଆଉ ଛିଙ୍କ । ଗତ…

ସର୍ଜିକାଲ’ବୟାନକୁ ନେଇ ଘେରିଲା ବିଜେପି । ଚାରିଆଡୁ ବିରୋଧ, କାଶ୍ମୀରରେ ପୋଡ଼ାଜଳା

କନକ ବ୍ୟୁରୋ : ସୋମବାର ଭାରତ ଯୋଡ ଯାତ୍ରା ବେଳେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ ସର୍ଜିକାଲ ଷ୍ଟ୍ରାଇକୁ ନେଇ ପ୍ରଶ୍ନ ଉଠାଇଥିଲେ । ଯଦିଓ କଂଗ୍ରେସ ଏହାକୁ ତାଙ୍କର ବ୍ୟକ୍ତିଗତ ମତ ବୋଲି କହିଥିଲା କିନ୍ତୁ ଶାସକ ଦଳ ବିଜେପି ଏହା କଂଗ୍ରେସର ଅଭିମୁଖ୍ୟ ବୋଲି କହିଛି ।…

ନୀତୀଶଙ୍କ ଜେଡିୟୁରେ ଫାଟ, ଦଳ ଛାଡିବେ ଉପନ୍ଦ୍ରେ କୁଶୱା !

କନକ ବ୍ୟୁରୋ : ଉପେନ୍ଦ୍ର କୁଶୱା । ବିହାର ଜେଡିୟୁର ସଂସଦୀୟ ବୋର୍ଡର ଅଧ୍ୟକ୍ଷ । ତଥା ବିହାରରେ କୁର୍ମୀ ସମାଜର ଜଣେ ବଡ ଚେହେରା । ଏବେ ଦଳ ଛାଡିବା ଏକ ପ୍ରକାର ଥୟ ବୋଲି କୁହାଯାଉଛି । କୁଶୱାଙ୍କ ସହ ଚାଲିଥିବା ବିବାଦକୁ ନେଇ ନୀତୀଶ କୁମାର ଯେଉଁ ବୟାନ ଦେଇଛନ୍ତି ସେଥିରୁ ଏପରି ଏକ ଅନୁମାନ…

ବିବିସିର ବିବାଦୀୟ ଡକ୍ୟୁମେଣ୍ଟାରୀ ହାଇଦ୍ରାବାଦରେ ସ୍କ୍ରିନିଂ, କେରଳରେ ସ୍କ୍ରିନିଂ ପାଇଁ ଅପିଲ୍, କେନ୍ଦ୍ର ଲଗାଇଛି…

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଗୁଜରାଟ ଦଙ୍ଗାକୁ ନେଇ ବିବିସିର ଡକ୍ୟୁମେଂଟାରୀ ବିବାଦ ଜାରି ରହିଛି । ଶାନ୍ତି ଭଙ୍ଗ ହୋଇପାରେ ଆଶଙ୍କା କରି କେନ୍ଦ୍ର ସରକାର ଏହାକୁ ନେଇ କଡା ପ୍ରତିବନ୍ଧକ ଲଗାଇଛନ୍ତି । ହେଲେ କେରଳ ଏବଂ ହାଇଦ୍ରାବାଦରେ ଡକ୍ୟୁମେଂଟାରୀର ସ୍କ୍ରିନିଂ ହୋଇଛି ।…

ପୁଣି ଚର୍ଚ୍ଚାରେ ବାଗେଶ୍ୱର ବାବା, ସୁବାଷ ବୋଷଙ୍କ ଭଳି ଦେଲେ ନାରା

କନକ ବ୍ୟୁରୋ : ଭବିଷ୍ୟବାଣୀ କରି ଟ୍ରେଣ୍ଡରେ ଥିବା ବାଗେଶ୍ୱର ଧାମର ବାଗେଶ୍ୱର ବାବା ନାମରେ ପରିଚତ ଥିବା ଧୀରେନ୍ଦ୍ର ଶାସ୍ତ୍ରୀ ନୂଆ ନାରାକୁ ନେଇ ଏବେ ସବୁଠି ଚର୍ଚ୍ଚା । ସ୍ୱାଧୀନତା ସଂଗ୍ରାମୀ ସୁବାଷ ବୋଷଙ୍କ ଭଳି ବାଗେଶ୍ୱର ବାବା, ‘ମୋତେ ସମର୍ଥନ କର, ମୁଁ ଆପଣଙ୍କୁ ହିନ୍ଦୁ ରାଷ୍ଟ୍ର…