Daily Archives

November 24, 2022

ବିଜେପି ଆକ୍ଷେପର କଡ଼ା ଜବାବ ରଖିଲେ ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା । କହିଲେ, ମୁଁ ନୁହେଁ ବିଦେଶିନୀ, ଲୋକଙ୍କ…

କନକ ବ୍ୟୁରୋ: ପଦ୍ମପୁର ଉପ ନିର୍ବାଚନ ପାଇଁ ଚାଲିଛି ଜୋରଦାର ବୟାନବାଜି । ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ବିଦେଶିନୀ କହି ବାରମ୍ବାର ଆକ୍ଷେପ କରି ଆସୁଛି ବିଜେପି । ଯାହାର ଜବାବ ରଖିଛନ୍ତି ବର୍ଷା । କହିଛନ୍ତି ସେ ପଦ୍ମପୁର ଝିଅ, ଆଉ ପଦ୍ମପୁର ଲୋକଙ୍କ ସାଥିରେ ରହିବେ । ସେପଟେ ଆଉ…

 ମୁଖ୍ୟ  ନିର୍ବାଚନ କମିଶନ ନିଯୁକ୍ତି ବିବାଦ । ସୁପ୍ରିମକୋର୍ଟଙ୍କୁ କେନ୍ଦ୍ରର ଜବାବ, ନ୍ୟାୟପାଳିକା କରିପାରିବେନି…

କନକ ବ୍ୟୁରୋ : ଦେଶର ମୁଖ୍ୟ ନିର୍ବାଚନ କମିଶନ ଓ ନିର୍ବାଚନ କମିଶନ ନିଯୁକ୍ତିକୁ ନେଇ ମୁହାଁମୁହିଁ ପରିସ୍ଥତିରେ ସରକାର ଏବଂ ସୁପ୍ରିମକୋର୍ଟ୍ । ନିର୍ବାଚନ କମିଶନ ନିଯୁକ୍ତି ପ୍ରକିୟା ଉପରେ  ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇବା ପରେ ଏହାର କଡ଼ା ଜବାବ ରଖିଛନ୍ତି କେନ୍ଦ୍ର ସରକାର । ସମ୍ବିଧାନର…

ଆକ୍ସନମୋଡରେ ଉତରାଖଣ୍ଡ ସ୍ୱାସ୍ଥ୍ୟ ବିଭାଗ, କାର୍ଯ୍ୟରେ ଅବହେଳା ଯୋଗୁ ୧୦୯ ଡାକ୍ତରଙ୍କୁ କଲେ କଳାତାଲିକାଭୁକ୍ତ

କନକ ବ୍ୟୁରୋ :  କାର୍ଯ୍ୟରେ ଅବହେଳା ପଦର୍ଶନ କରୁଥିବା ଏବଂ ଡ୍ୟୁଟି ଠିକ୍ରେ କରୁନଥିବା ଡାକ୍ତରଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଉତରାଖଣ୍ଡ ସରକାର । ଉତରାଖଣ୍ଡର ସ୍ୱାସ୍ଥ୍ୟ ବିଭାଗ ୧୦୯ ଜଣ ଡାକ୍ତରଙ୍କୁ ବ୍ଲାକଲିଷ୍ଟ୍ ତଥା କଳାତାଲିକାଭୁକ୍ତ କରିଛନ୍ତି । ସେମାନଙ୍କୁ…

ଶ୍ରଦ୍ଧା ହତ୍ୟାକାଣ୍ଡରେ ଗୃହମନ୍ତ୍ରୀଙ୍କ ପ୍ରତିକ୍ରିୟା । ସେପଟେ ଅଫତାବର ଚାଲିଛି ପଲିଗ୍ରାଫ ଟେଷ୍ଟ

କନକ ବ୍ୟୁରୋ : ଶ୍ରଦ୍ଧା ୱାଲକର ହତ୍ୟା ମାମଲାରେ ଗୁରୁବାର ମାଷ୍ଟରମାଇଣ୍ଡ ଅଫତାବର ହୋଇଛି ପଲିଗ୍ରାଫ ଟେଷ୍ଟ । ସୋମବାର ସକାଳୁ ଅପରାଧୀ ଅଫତାବକୁ ନେଇ ଦିଲ୍ଲୀ ପୁଲିସ ରୋହିଣୀ ଏଫଏସଏଲ ସେଂଟରରେ ପହଁଚିଥିଲା । କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ଅଫତାବକୁ ପଲିଗ୍ରାଫ ଟେଷ୍ଟ ପାଇଁ ଅଣାଯାଇଥିଲା ।…

କରୋନା ପରେ ମିଳିମିଳାକୁ ନେଇ ଚିନ୍ତା ପ୍ରକଟ କଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ । ମହାରାଷ୍ଟ୍ର ସମେତ ସାରା ବିଶ୍ୱରେ…

କନକ ବ୍ୟୁରୋ : କରୋନା ପରେ ଏବେ ମିଳିମିଳା ରୋଗକୁ ନେଇ ଚିନ୍ତା ପ୍ରକଟ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ । କରୋନା ସଂକ୍ରମଣ ଯୋଗୁ ସାରା ବିଶ୍ୱରେ ମିଳିମିଳା ପ୍ରତିରୋଧକ ଟିକା ପ୍ରଦାନରେ ବିଳମ୍ବ ହୋଇଛି । କେବଳ ଭାରତ ନୁହେଁ ବିଭିନ୍ନ ଦେଶର ସରକାର ବିଫଳ ହୋଇଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ…

ବାଣ ପୋଡ଼ି ଦେଲା ଭସାଣୀର ଖୁସି । କେନ୍ଦ୍ରାପଡ଼ାରେ ଭସାଣି ଅଘଟଣରେ ୧୦ ଜଣଙ୍କ ଅବସ୍ଥା ଅତି ଗୁରୁତର

କନକ ବ୍ୟୁରୋ: କେନ୍ଦ୍ରାପଡାରେ କାର୍ତ୍ତିକେଶ୍ୱର ପୂଜା ଭସାଣିରେ ବାଣ ବିସ୍ଫୋରଣକୁ ନେଇ ଉଠିଲା ଅନେକ ପ୍ରଶ୍ନ । କାହା ଅନୁମତିରେ ଏତେ ମାତ୍ରାରେ ବାଣ ରଖିଥିଲା ପୂଜା କମିଟି ତାହାକୁ ନେଇ ଅଭିଯୋଗ ଉଠିଛି । ତେବେ ଗତକାଲି ଭସାଣି ବେଳେ ହାବେଳି ଫୁଟି ବାଣ ବସ୍ତା ଉପରେ ପଡିଥିଲା । ଆଉ କେହି…