Daily Archives

November 18, 2022

କାଳିଆ ଠାକୁରଙ୍କ ଶ୍ରୀମନ୍ଦିର ନାଁରେ କେତେ ସମ୍ପତ୍ତି? ପଢନ୍ତୁ …

କନକ ବ୍ୟୁରୋ: ଓଡିଆ ଜାତିର ମଉଡମଣି କାଳିଆ ଠାକୁରଙ୍କ ଶ୍ରୀମନ୍ଦିର ନାଁରେ କେତେ ସମ୍ପତ୍ତି ରହିଛି, ଏହାକୁ ନେଇ ଲୋକଙ୍କ ଭିତରେ ଉକ୍ରଣ୍ଠା ଲାଗିରହିଥିବାବେଳେ କନକ ନ୍ୟୁଜକୁ ହାତରେ ଲାଗିଛି ସମ୍ପତିର ତଥ୍ୟ । ସୂଚନା ଅନୁସାରେ ଶ୍ରୀମନ୍ଦିର ସମ୍ପତିର ମୂଲ୍ୟ ୧୨ହଜାର କୋଟି ଟଙ୍କା ହେବ ବୋଲି…

ଜିଦରେ ଅଟଳ ଚାଷୀ, ଧାରଣା ଜାରି। ‘ଖାତାକୁ ଟଙ୍କା ନଆସିବା ପର୍ଯ୍ୟନ୍ତ ଚାଲିବ ଆନ୍ଦୋଳନ’

କନକ ବ୍ୟୁରୋ: ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ପ୍ରତିଶ୍ରୁତି ସତ୍ତେ୍ୱ ବି, ମରୁଡି ସହାୟତା ଓ ଫସଲ ବୀମା ଦାବିରେ ପଦ୍ମପୁରରେ ଆନ୍ଦୋଳନ ଚଳାଇଥିବା ଚାଷୀ, ପଛକୁ ହଟି ନାହାଁନ୍ତି । ବ୍ୟାଙ୍କ ଖାତାକୁ ସହାୟତା ଟଙ୍କା ନଆସିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତି ନେଇଛନ୍ତି ଚାଷୀ…

୩୦ରୁ ବଢ଼ି ଓଡ଼ିଶାରେ ହେବ କେତୋଟି ଜିଲ୍ଲା? ପଦ୍ମପୁର ପ୍ରତିଶ୍ରୁତି ପରେ ୧୦ରୁ ଅଧିକ ଜିଲ୍ଲା ପାଇଁ ବିଭିନ୍ନ ସ୍ଥାନରୁ…

କନକ ବ୍ୟୁରୋ: ଓଡ଼ିଶାରେ ବଢ଼ିବ କି ଜିଲ୍ଲା ସଂଖ୍ୟା? ୧୩ରୁ ୩୦ ହୋଇଥିଲା, ୩୦ରୁ ବଢ଼ିବ କେତେ ?ଏହି ପ୍ରଶ୍ନ ଏଥିପାଇଁ ଉଠୁଛି କାରଣ, ପଦ୍ମପୁରକୁ ଜିଲ୍ଲା ମାନ୍ୟତାର ପ୍ରତିଶ୍ରୁତି ମିଳିବା ପରେ ଏବେ ଓଡ଼ିଶାର ଏକାଧିକ ଉପଖଣ୍ଡରୁ ଉଠୁଛି ଜିଲ୍ଲା ମାନ୍ୟତା ଦାବି । ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର…

ତଥାଗତ ଶତପଥୀଙ୍କ ବୟାନକୁ ନେଇ ଚର୍ଚ୍ଚା। କହିଲେ, ରାଜନୀତିରେ ସନ୍ନ୍ୟାସ ନେବାର ପ୍ରଶ୍ନ ଉଠୁନାହିଁ।

କନକ ବ୍ୟୁରୋ: ରାଜନୀତିରୁ ଦୂରେଇ ରହିଥିବା ତଥାଗତ ଶତପଥୀଙ୍କ ବୟାନକୁ ନେଇ ଚର୍ଚ୍ଚା । ସେ ରାଜନୀତିରୁ ସନ୍ନ୍ୟାସ ନେବେ ନା ରାଜନୀତିରେ ରହିବେ । ଏ ନେଇ ପ୍ରତିକ୍ରିୟା ଦେଇ କହିଛନ୍ତି, ରାଜନୀତି ମୁଁ ଛାଡ଼ିଲେ, ରାଜନୀତି ମୋତେ ଛାଡ଼ିବ କ’ଣ? ରାଜନୀତିରେ ସନ୍ନ୍ୟାସ ନେବାର ପ୍ରଶ୍ନ ଉଠୁନାହିଁ ।…

‘ବାଲିଯାତ୍ରା’କୁ ନେଇ ବର୍ଷିଲେ ପ୍ରଭାତ ତ୍ରିପାଠୀ। ହସ୍ତକ୍ଷେପ ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ।

କନକ ବ୍ୟୁରୋ: ଯେଉଁ କଟକ ବାଲିଯାତ୍ରା କଥା ସୁଦୂର ଇଣ୍ଡୋନେସିଆର ବାଲିରେ ଉଠାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସେହି ବାଲିଯାତ୍ରା ପରିଚାଳନାକୁ ନେଇ ବର୍ଷିଛନ୍ତି ପ୍ରଭାତ ତ୍ରିପାଠୀ । ବାଙ୍କୀର ପୂର୍ବତନ ବିଜେଡି ବିଧାୟକଙ୍କ କ୍ଷୋଭ ହେଲା, ସାଂସ୍କୃତିକ ଐତିହ୍ୟ ବାଲିଯାତ୍ରାର…

ଶ୍ରଦ୍ଧାଞ୍ଜଳିଙ୍କୁ ଖୋଜୁଛି ଇଡି। କୁଆଡ଼େ ଗଲେ ଶ୍ରଦ୍ଧାଞ୍ଜଳି ବେହେରା?

କନକ ବ୍ୟୁରୋ: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଘଟଣାକୁ ନେଇ ହୁଲୁସ୍ତୁଲ କରୁଛି ଇଡି । ଅର୍ଚ୍ଚନାର ବିଜିନେସ୍ ପାର୍ଟନର ଖଗେଶ୍ୱରର ଅଷ୍ଟମ ଦିନର ଜେରାରେ ଚାଞ୍ଚଲ୍ୟକର ତଥ୍ୟ ହାସଲ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଇଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଚାଲିଥିବା ତଦନ୍ତ…