Daily Archives

November 13, 2022

ବାଲେଶ୍ୱର ଖଇରା ଅଞ୍ଚଳର ଏସଏଚଜି ମହିଳାଙ୍କ କୁଟୀର ଶିଳ୍ପ। ମୁଢି, ବଡ଼ି ଓ ସାନିଟାରୀ ପ୍ୟାଡ ବିକ୍ରିକରି କରୁଛନ୍ତି…

କନକ ବ୍ୟୁରୋ: ବର୍ତମାନ ସମୟରେ ମହିଳାମାନେ କୌଣସି ଗୁଣରେ କମ୍ ନୁହନ୍ତି । ଘର କାମ ସହ ଅନ୍ୟକିଛି କାମ କରି ଆତ୍ମନିର୍ଭରଶୀଳ ହେବାରେ ସକ୍ଷମ ହୋଇପାରୁଛନ୍ତି । ସେହିପରି ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ମାଟିଆଳପଦା ଗାଁରେ ମହିଳାମାନେ ଏକାଠି ହୋଇ ପ୍ରସ୍ତୁତ କରୁଛନ୍ତି ବଡ଼ି, ପାମ୍ପଡ଼,…

ବୟୋଫ୍ଲକ ପଦ୍ଧତିରେ ମାଛଚାଷ କରୁଛନ୍ତି ବୌଦ୍ଧ ଜଗଦୀଶପୁରର ମହିଳା। ୬ଟି କୁଣ୍ଡରେ ରୁପ୍ ଚାନ୍ଦି ଓ ଜଳଙ୍ଗ ପ୍ରଜାତିର ମାଛ…

କନକ ବ୍ୟୁରୋ: ମହିଳାଙ୍କୁ ରୋଜଗାର ଦେଉଛି ମାଛ ଚାଷ । ବାୟୋଫ୍ଲକ ପଦ୍ଧତିରେ ମାଛ ଚାଷ କରି ଲାଭବାନ ହେଉଛନ୍ତି ମହିଳା । ବୌଦ୍ଧ ଜଗଦିଶପୁର ଗାଁର ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟା ଏବେ ନିଜର ବ୍ୟବସାୟକୁ ନେଇ ବେଶ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ପୋଖରୀ କରିବାକୁ ସୁବିଧା ନଥିବାରୁ ନିଜ ଘର…

ମାଓବାଦୀ କହି ଦିନ ମଜୁରିଆକୁ ମାରିଦେଲା କି ପୁଲିସ: ଦ୍ୱିତୀୟ ମୃତଦେହ ଚିହ୍ନଟ କରି ପରିବାର ଲୋକ ଆଣିଲେ ସାଂଘାତିକ…

କନକ ବ୍ୟୁରୋ: ପୁଲିସର ମାଓବାଦୀ ଥିଓରୀକୁ ମାନିବାକୁ ରାଜି ନୁହଁନ୍ତି ଗାଁ ଲୋକ । କୋରାପୁଟ ବୈପାରୀଗୁଡ଼ାରେ ପୁଲିସର ଏନକାଉଂଟର ଏବଂ ୨ ଜଣଙ୍କ ମୃତ୍ୟୁକୁ ନେଇ ବିବାଦ ତେଜିବାରେ ଲାଗିଛି । ନିରୀହ ଦିନ ମଜୁରିଆକୁ ମାଓବାଦୀ କହି ପୁଲିସ ମାରି ଦେଇଥିବା ଭଳି ସାଂଘାତିକ ଅଭିଯୋଗ ହେବା ପରେ ଉତେଜନା…

ପନିପରିବା ନର୍ସରୀ ଦେଉଛି ରୋଜଗାର। ଚାରା ଉତ୍ପାଦନ କରୁଛନ୍ତି ରାୟଗଡ଼ା ସିଙ୍ଗାରି ଗାଁର ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟା।

କନକ ବ୍ୟୁରୋ: ପନିପରିବା ନର୍ସରୀ ଦେଉଛି ରୋଜଗାର । କମ୍ ଜାଗା ଓ କମ୍ ଖର୍ଚ୍ଚରେ ଉତ୍ପାଦନ ହେଉଛି ଚାରା ଗଛ । ଏହି ଚାରାଗୁଡ଼ିକୁ ପ୍ରସ୍ତୁତ କରିବା ପାଇଁ ଆଧୁନିକ ଜ୍ଞାନ କୌଶଳର ଉପଯୋଗ କରାଯାଇଛି । ମଞ୍ଜି ଗୁଡ଼ିକୁ ପ୍ରତ୍ୟେକ୍ଷ ଭାବେ ମାଟିରେ ନପକାଇ ‘କୋକପିଟ୍’ରେ ପକାଯାଉଛି । ଖରା, ବର୍ଷାରୁ…

ଶୋଷଣର ଶିକାର ହେବେନି ବଲାଙ୍ଗିରର କପା ଚାଷୀ। ଖୁବ୍ ଶୀଘ୍ର ଜିଲ୍ଲାର ୩ଟି ମଣ୍ଡିରେ ଆରମ୍ଭ ହେବ କପା କିଣା। 

କନକ ବ୍ୟୁରୋ: କପା ଚାଷ ପାଇଁ ବଲାଙ୍ଗିର ଜିଲ୍ଲାର ରହିଛି ସ୍ୱତନ୍ତ୍ର ପ୍ରସିଦ୍ଧି । ଉନ୍ନତମାନର କପା ପାଇଁ ବଜାରରେ ମଧ୍ୟ ଏହି କପାର ଚାହିଦା ରହିଛି । ତେଣୁ ଚଳିତ ବର୍ଷ କପା ଚାଷୀଙ୍କ ପାଇଁ ଅଣ୍ଟା ଭିଡିଛି ବଲାଙ୍ଗିର ଜିଲ୍ଲା ପ୍ରଶାସନ । କିଭଳି ଚାଷୀମାନେ ବିନା ଶୋଷଣରେ ଧଳା ସୁନା ବିକ୍ରି…

ମୋବାଇଲ ଭିତରେ ଅଛି କି କଳାଧନର ଗୁମର: ଅର୍ଚ୍ଚନା ନାଗ ମାମଲାରେ ଇଡିର ତନାଘନା, ଅର୍ଚ୍ଚନାଙ୍କ ବାପାଙ୍କ ମୋବାଇଲ ଯାଂଚ…

କନକ ବ୍ୟୁରୋ: ତଦନ୍ତ ଚାଲିଛି, ଗୁମର ଖୋଲୁଛି । ରିମାଣ୍ଡର ତୃତୀୟ ଦିନରେ ଖଗେଶ୍ୱରକୁ ଇଡି ଅଫିସର ମାରାଥନ ଜେରା କରୁଥିବାବେଳେ ମୋବାଇଲର ତଥ୍ୟ ଖୋଳତାଡକୁ ଜୋରଦାର କରାଯାଇଛି । ସାଇବର ଏକ୍ସପର୍ଟଙ୍କ ଏକ ସ୍ୱତନ୍ତ୍ର ଟିମ ଭୁବନେଶ୍ୱର ଇଡି ଅଫିସରେ ଡେରା ପକାଇଛି । ରେଡ ବେଳେ ସିଲ ହୋଇଥିବା ୫ଟି…