Daily Archives

November 11, 2022

ଟ୍ୱିଟର ହେବ କି ଦେବାଳିଆ? ଆଶଙ୍କା ପ୍ରକାଶ କଲେ ମାଲିକ ମସ୍କ

କନକ ବ୍ୟୁରୋ : ଟ୍ୱିଟରରୁ କର୍ମଚାରୀ ହଟାଇବା ପୂର୍ବରୁ ଏକ ଚିତ୍ର ଦେଖିବାକୁ ମିଳିଥିଲା କି ଏଲନ ମସ୍କ ଏକ ବେସିନ ଧରି କାର୍ଯ୍ୟାଳୟରେ ପ୍ରବେଶ କରିଥିଲେ । ଏହାପରେ ମସ୍କ ଟ୍ୱିଟ୍ କରି ଇସାରା ଦେଇଥିଲେ, ପୁରୁଣା କର୍ମଚାରୀ ହଟିବେ, ନୂଆ ଆସିବେ । ଆଉ ନିଜ ଚିନ୍ତାଧାରା ଅନୁସାରେ ଏହି ମାଇକ୍ରୋ…

ଦିଲ୍ଲୀ ଅବକାରୀ ଦୁର୍ନୀତିରେ ଇଡିର ବଡ ଦାବି । ପ୍ରମାଣ ନଷ୍ଟ ପାଇଁ ୧୪୦ ମୋବାଇଲ ବ୍ୟବହାର

କନକ ବ୍ୟୁରୋ : ଦିଲ୍ଲୀ ଏମସିଡି ନିର୍ବାଚନ ପାଇଁ ବୟାନବାଜି ଜୋର ଧରିଥିବା ବେଳେ ଅବକାରୀ ଦୁର୍ନୀତିକୁ ନେଇ ଇଡି ନୂଆ ଦାବି କରିଛି । ପ୍ରମାଣ ନଷ୍ଟ ପାଇଁ ଗୋଟିଏ କି ଦୁଇଟି ନୁହେଁ ୧୪୦ଟି ମୋବାଇଲ ବ୍ୟବହାର ହୋଇଥିବା ଇଡି ଦାବି କରିଛି । ଆଉ ଏହି ମୋବାଇଲ କିଣାରେ କୋଟିଏରୁ ଦୁଇ କୋଟି ମଧ୍ୟରେ…

କାହିଁକି ହାରିଲା ଭାରତ ? କାରଣ ଖୋଜୁଛି ବିସିସିଆଇ, ଟିମରେ ପରିବର୍ତ୍ତନ ନେଇ ଉଠୁଛି ଦାବି

କନକ ବ୍ୟୁରୋ : ଟି-୨୦ ବିଶ୍ୱକପ ସେମିଫାଇନାଲରେ ଭାରତ ଯେଉଁଭଳି ଭାବେ ଇଂଲଣ୍ଡଠୁ ହାରିଲା ତାକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି କ୍ରିକେଟ ପ୍ରେମୀ । ବିସିସିଆଇ ଏଭଳି ଶୋଚନୀୟ ପରାଜୟ ପଛରେ ପ୍ରକୃତ କାରଣ ଜାଣିବାକୁ ଚେଷ୍ଟା କରୁଛି । ଦଳରେ ପରିବର୍ତନ କରିବାକୁ ଦାବି କରିଛନ୍ତି ପୂର୍ବତନ…

ଦିଲ୍ଲୀ ଏମସିଡି ନିର୍ବାଚନ ପାଇଁ ଆପ୍ ର ଇସ୍ତାହାର ଜାରି । ୧୦ ପ୍ରତିଶ୍ରୁତି ଦେଇ ବିଜେପିକୁ ଘେରିବାକୁ ପ୍ରସ୍ତୁତ ଦଳ

କନକ ବ୍ୟୁରୋ : ଦିଲ୍ଲୀ ମହାନଗର ନିଗମ ନିଗମ ନିର୍ବାଚନ ପାଇଁ ଶୁକ୍ରବାର ନିର୍ବାଚନୀ ଇସ୍ତାହାର ପ୍ରକାଶ ପରିଛି ଆପ୍ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ୧୦ ଟି ପ୍ରତିଶ୍ରୁତି ଦେଇଛନ୍ତି । ଯିଏ ଦିଲ୍ଲୀର ବିକାଶ କରୁଛି ତାକୁ ଭୋଟ ଦେବାକୁ ନିବେଦନ କରିବା ସହ ଯିଏ ବିକାଶରେ ବାଧା…

ମଡେଲ ଭାଙ୍ଗିଲେ ସାନିଆ-ସୋଏବଙ୍କ ଘର ! ଜୋର ଧରିଲା ବିବାହ ବିଚ୍ଛେଦ ଚର୍ଚ୍ଚା

କନକ ବ୍ୟୁରୋ : ଭାରତର ଟେନିସ୍ ଖେଳାଳି ସାନିଆ ମିର୍ଜା ଏବଂ ପାକିସ୍ତାନର ପୂର୍ବତନ କ୍ରିକେଟର ସୋଏବ ମଲିକଙ୍କ ଛାଡପତ୍ର ଖବର ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛି । ଉଭୟଙ୍କ ସଂପର୍କ ଆଉ ପତି-ପତ୍ନୀ ଭଳି ନାହିଁ ବୋଲି କୁହାଯାଉଛି । ଆଉ ସ୍ୱାମୀ-ସ୍ତ୍ରୀ ସଂପର୍କରେ ଫାଟ ପଛରେ ପାକିସ୍ତାନୀ…

ୟୁନିଟ-୨ ବାଳିକା ଉଚ୍ଚ ବିଦ୍ୟାଳୟରେ ପହଞ୍ଚି ଭାବବିହ୍ୱଳ ହେଲେ ରାଷ୍ଟ୍ରପତି । ପିଲାଙ୍କ ସହ ଉଠାଇଲେ ଫଟୋ । ସହପାଠୀଙ୍କୁ…

କନକ ବ୍ୟୁରୋ: ଯେଉଁ ସ୍କୁଲରେ ଦିନେ ସେ ଦିନେ ଛାତ୍ରୀ ଥିଲେ, ପାଠ ପଢ଼ୁଥିଲେ, ସାଙ୍ଗଙ୍କ ସହ ଖେଳୁଥିଲେ, ଆଜି ସେଠାରେ ଦେଶର ପ୍ରଥମ ନାଗରିକ ଭାବେ ପହଞ୍ଚିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଜଧାନୀର ୟୁନିଟ-୨ ବାଳିକା ଉଚ୍ଚ ବିଦ୍ୟାଳୟରେ ପହଞ୍ଚି ମହାମହିମ ପିଲା ଓ କର୍ମଚାରୀଙ୍କ ସହ ଫଟୋ…