Daily Archives

November 1, 2022

ବିବାଦ ପରେ ସାମ୍ନାକୁ ଆସିଲେ ବାବୁସାନ, କନକ ନ୍ୟୁଜରେ କହିଲେ ପରିବାର କଥା।

କନକ ବ୍ୟୁରୋ: ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି ଓଡିଆ ଫିଲ୍ମ ଦମନ। ଏଥିରେ ଓଲିଉଡ ହିରୋ ବାବୁସାନଙ୍କ ଅଭିନୟ ନେଇ ଚର୍ଚ୍ଚା ଜୋର ଧରିଛି । କନକ ନ୍ୟୁଜର କାର୍ଯ୍ୟକ୍ରମ ମନୋରଞ୍ଜନ ମିଶ୍ର ଲାଇଭରେ ଏ ନେଇ ନିଜର ମତ ରଖିଛନ୍ତି ବାବୁସାନ । ଫିଲ୍ମର ପ୍ରଚାର ଭିତରେ ପାରିବାରିକ ବିବାଦ ନେଇ ବି ମୁହଁ…

ଟ୍ୱିଟରର ନୂଆ ଟିମରେ ଭାରତୀୟ ବଂଶୋଦ୍ଧଭଙ୍କ ଏଣ୍ଟ୍ରି । କୋରଟିମରେ ସଦସ୍ୟ ହେଲେ ଚେନ୍ନାଇରେ ଜନ୍ମିତ ଶ୍ରୀରାମ…

କନକ ବ୍ୟୁରୋ : ଏଲନ ମସ୍କଙ୍କ ହାତରେ ଏବେ ଟ୍ୱିଟର । ମାଲିକ ହେବା ପରେ ଅଧିକାଂଶ ସଦସ୍ୟଙ୍କୁ ହଟାଇ ଟ୍ୱିଟରର ଏକମାତ୍ର ନିର୍ଦ୍ଦେଶକ ହୋଇଛନ୍ତି ଏଲନ ମସ୍କ । ଏହା ଭିତରେ ଜଣେ ଭାରତୀୟ ମୂଳ ଭାରତୀୟଙ୍କୁ ଟ୍ୱିଟର ନୂଆ ଟିମରେ ସ୍ଥାନ ମିଳିଛି । ସେ ହେଲେ ଚେନ୍ନାଇରେ ଜନ୍ମିତ ଓ ଆମେରିକାର ଜଣେ…

ଗୁଜରାଟ ବିଧାନଭସଭା ନିର୍ବାଚନ ପୂର୍ବରୁ ବିଜେପିର ଗୋଟି ଚାଳନା । ରାଜ୍ୟରେ ରହୁଥିବା ଶରଣାର୍ଥୀଙ୍କୁ ମିଳିବ ନାଗରିକତାର…

କନକ ବ୍ୟୁରୋ : ଗୁଜରାଟ ବିଧାନସଭା ନିର୍ବାଚନକୁ ଆଖିରେ ରଖି ବିଜେପିର ନୂଆ ଗୋଟି ଚାଳନା । ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ରାଜ୍ୟରେ ରହୁଥିବା ସଂଖ୍ୟାଲଘୁଙ୍କୁ ନେଇ ବଡ ଘୋଷାଣା କରିଛି ବିଜେପି । ଆଫଗାନିସ୍ତାନ, ପାକିସ୍ତାନଳ ବାଙ୍ଗଲାଦେଶ ଶରଣାର୍ଥୀଙ୍କୁ ନାଗରିକତା ପ୍ରମାଣ ଦେବେ ସରକାର ।…

ଗ୍ରାହକ ବେଶରେ ଦେହ ବ୍ୟବସାୟର ପର୍ଦ୍ଦାଫାଶ କଲେ ବ୍ରହ୍ମପୁର ଏସପି। ତିନି ବଙ୍ଗୀୟ ଯୁବତୀଙ୍କ ସହ ୬ଦଲାଲ ଓ ୬ ଗ୍ରାହକ…

କନକ ବ୍ୟୁରୋ: ବିଳମ୍ବିତ ରାତିରେ ଜନଗହଳିପୂର୍ଣ୍ଣ ଛକରେ ବୁଲୁଛନ୍ତି ଜଣେ ବାବୁ । ପରେ ଗାଡି ରଖି ଏକ ବିଲଡିଂ ଭିତରକୁ ପ୍ରବେଶ କରୁଛନ୍ତି । ତଳେ ବାଇକ ସୋରୁମ୍, ଉପରେ ତୁଳସୀ ଗେଷ୍ଟ ହାଉସ ରହିଛି । କିନ୍ତୁ ବାବୁ ଜଣଙ୍କ ଗେଷ୍ଟ ହାଉସରେ ପ୍ରବେଶ କରିଥିଲେ । ଯେଉଁଠି ବିଳମ୍ବିତ ରାତିରେ…

ସୁପ୍ରିମକୋର୍ଟରେ ପହଞ୍ଚିଲା ମୋରବୀ ଝୁଲାପୋଲ ଦୁର୍ଘଟଣା ମାମଲା । ନିମ୍ନମାନର କାମ ଓ ଘଣ୍ଟା ତିଆରି କରୁଥିବା କମ୍ପାନୀକୁ…

କନକ ବ୍ୟୁରୋ : ସୁପ୍ରିମକୋର୍ଟରେ ପହଁଚିଲା ମୋରବୀ ଝୁଲାପୋଲ ଦୁର୍ଘଟଣା ମାମଲା । କୋର୍ଟରେ ମାମଲାକୁ ନେଇ ଏକ ଜନସ୍ୱାର୍ଥ ମାମଲା ଦାୟର ହୋଇଛି । ଆବେଦନ ଉପରେ ନଭେମ୍ବର ୧୪ରେ ଶୁଣାଣୀ କରାଯିବ । ସୁପ୍ରିମକୋର୍ଟର ପ୍ରଧାନବିଚାରପତି ଜଷ୍ଟିସ ଉଦୟ ଊମେଶ ଲଲିତଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଏହି…

ଧାମନଗର ଉପନିର୍ବାଚନରେ ଭୋଟରଙ୍କ ମୁଡ୍ ପରଖିଲା କନକ ନ୍ୟୁଜ। ରାଜନୈତିକ ମହାଲଢ଼େଇର ପ୍ରତିଟି ଦୃଶ୍ୟ କ୍ୟାମେରାରେ କଏଦ।

କନକ ବ୍ୟୁରୋ: ଧାମନଗର ଉପନିର୍ବାଚନରେ ଭୋଟରଙ୍କ ହୃଦୟ ଜିଣିବା ପାଇଁ ଶେଷ ଦିନରେ ସବୁ ବଳ ଖଟାଇ ଦେଇଛନ୍ତି ବିଧାୟକ ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକ । ବିରାଟ, ବିରାଟ ପଟୁଆରରେ ବାହାରି ଶୋଭାଯାତ୍ରା କରି ସେମାନଙ୍କ ଶକ୍ତି ପ୍ରଦର୍ଶନ କରିଛନ୍ତି । ଆଉ ସେହି ରାଜନୈତିକ ମହାଲଢ଼େଇର ପ୍ରତିଟି…