Daily Archives

October 29, 2022

ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସହ ୫ଟି ସଚିବଙ୍କ ଫଟୋ ଭାଇରାଲ ପ୍ରସଙ୍ଗ । ସ୍ପଷ୍ଟୀକରଣ ରଖିଲେ ହାଇକୋର୍ଟ ରେଜିଷ୍ଟାର ।

କନକ ବ୍ୟୁରୋ: ହାଇକୋର୍ଟ ମୁଖ୍ୟ ବିଚାରପତି ସହ ୫-ଟି ସଚିବ ଫଟୋ ଓ ଖବର ଭାଇରାଲ ପ୍ରସଙ୍ଗ । ପ୍ରେସ ରିଲିଜ ଜାରି କରି ସ୍ପଷ୍ଟୀକରଣ ରଖିଛନ୍ତି ହାଇକୋର୍ଟ ରେଜିଷ୍ଟାର । ଦୁଇ ଦିନ ତଳେ ହାଇକୋର୍ଟ ମୁଖ୍ୟ ବିଚାରପତି ଓ ୫-ଟି ସଚିବ ଭିକେ ପାଣ୍ଡିଆନଙ୍କ ସାକ୍ଷାତ ସମୟର ଏକ ଫଟୋ ସୋସିଆଲ ମିଡିଆରେ…

ଗୁଜୁରାଟ ନିର୍ବାଚନ ପୂର୍ବରୁ ବିଜେପିର ୟୁନିଫର୍ମ ସିଭିଲ କୋଡ୍! ସ୍ୱତନ୍ତ୍ର କମିଟି ବନାଇବାକୁ ପ୍ରସ୍ତୁତି ।

କନକ ବ୍ୟୁରୋ: ଖୁବ୍ ଶୀଘ୍ର ହୋଇପାରେ ଗୁଜୁରାଟ ବିଧାନସଭା ନିର୍ବାଚନ । ଏଥିପାଇଁ ନିର୍ବାଚନ କମିଶନ ସବୁ ପ୍ରସ୍ତୁତି ସାରିଥିବାବେଳେ କେବଳ ମତଦାନର ତାରିଖ ଘୋଷଣା କରିବା ବାକି ରହିଛି । ଏହା ଭିତରେ ରାଜନୀତି ରଣକୌଶଳ ପ୍ରସ୍ତୁତ କରିଛି ବିଜେପି । ଗୁଜୁରାଟ ନିର୍ବାଚନ ପୂର୍ବରୁ ବିଜେପି ଏଠାରେ…

ଓଲା ଓ ବଜାଜକୁ ଟକ୍କର ଦେବାକୁ ବଜାରକୁ ଆସିଲା ବାଜ୍ ର ଇଲେକ୍ଟ୍ରିକ ସ୍କୁଟର, ଶସ୍ତା ଦାମ ସାଂଗକୁ ଅଧିକ ମାଇଲେଜ୍

କନକ ବ୍ୟୁରୋ : ଦେଶରେ ଦିନକୁ ଦିନ ବିଦ୍ୟୁତ ଚାଳିତ ଯାନର ବ୍ୟବହାର ବଢିବାରେ ଲାଗିଛି । କିଛି ଛୋଟ ଛୋଟ ଅସୁବିଧାକୁ ବାଦଦେଲେ ବିଦ୍ୟୁତ ଚାଳିତ ଯାନ ପ୍ରତି ଲୋକମାନଙ୍କର ଆଗ୍ରହ ବି ବଢିବାରେ ଲାଗିଛି । ଏସବୁକୁ ନଜରରେ ରଖି ବିଦ୍ୟୁତ୍ ଚାଳିତ ଗାଡି ନିର୍ମାତାମାନଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା…

ଚିଲିକା ମଝିରେ ଫଶିଲା ଡଙ୍ଗା, ସାତପଡାରୁ ଜହ୍ନିକୁଦା ଯାତ୍ରୀ ନେଇ ଯାଉଥିଲା

କନକ ବ୍ୟୁରୋ: ଚିଲିକାରେ ପୁଣି ଅଘଟଣ । ଯାତ୍ରୀ ନେଇ ଯାଉଥିବାବେଳେ ଚିଲିକା ମଝିରେ ଡଙ୍ଗା ଫଶିଯାଇଛି । ଏଥିରେ ୪୦ରୁ ଅଧିକ ଯାତ୍ରୀ ଯାଉଥିବା ଜଣାପଡିଛି । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ସାତପଡା ଚିଲିକାରେ ଫସି ରହିଛି ଯାତ୍ରୀବାହି ଡଙ୍ଗା । ଏହି ଡଙ୍ଗାରେ ୪୦ରୁ ଅଧିକ ଯାତ୍ରୀ ଥିବା…

ବିଜେଡିକୁ ଜୋରଦାର ଟାର୍ଗେଟ କଲେ ପ୍ରଦୀପ ପୁରୋହିତ । କହିଲେ, ଉପନିର୍ବାଚନ ଆସିଲେ ମନେପଡ଼େ ବିକାଶର କଥା । ବିକାଶ ପାଇଁ…

କନକ ବ୍ୟୁରୋ: ପଦ୍ମପୁର ପାଇଁ ମୁଖ୍ୟମନ୍ତ୍ରୀ ୪୮୮ କୋଟି ଟଙ୍କାର ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପ ଉଦଘାଟନ କରିବାକୁ ଥିବାବେଳେ, ଏହାକୁ ନେଇ ଏବେ ତେଜିଛି ରାଜନୀତି । ପଦ୍ମପୁରର ପୂର୍ବତନ ବିଧାୟକ ତଥା ବିଜେପି ନେତା ପ୍ରଦୀପ ପୁରୋହିତ ଏହି ଘଟଣାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ସହିତ…

ଉତ୍କଳ ହସ୍ପିଟାଲରେ ସ୍ତନକର୍କଟ ସଚେତନତା ପାଇଁ ୱାକାଥନ୍ ।

କନକ ବ୍ୟୁରୋ: ନୀଳାଦ୍ରିବିହାର ସ୍ଥିତ ଉତ୍କଳ ସୁପର ସ୍ପେଶାଲିଟି ହସ୍ପିଟାଲ, କ୍ରିୟା ଫାଉଣ୍ଡେସନ୍ ଓ ବିଶ୍ୱାସ ନର୍ସିଙ୍ଗ କଲେଜ୍ ସହଯୋଗରେ ସ୍ତନ କର୍କଟ ସଚେତନତା ପାଇଁ ଏକ ୱାକାଥନ୍ ଅନୁଷ୍ଠିିତ ହୋଇଯାଇଛି । ହସ୍ପିଟାଲର ଡାଇରେକ୍ଟର ଅଫ୍ ମେଡିକାଲ ସର୍ଭିସେସ୍ ଏବଂ ଡାଇରେକ୍ଟର ଅଫ୍…