Daily Archives

October 22, 2022

ଧାମନଗର ବ୍ୟାଟେଲ: ବିଜୟ ପାଇଁ ମା ଓ ମାଉସୀଙ୍କ ଆଶୀର୍ବାଦ ଭିକ୍ଷା କଲେ ବିଜେପି ପ୍ରାର୍ଥୀ ସୁରଜ ସୂର୍ଯ୍ୟବଂଶୀ ।

କନକ ବ୍ୟୁରୋ: ଧାମନଗର ନିର୍ବାଚନ ଯେତକି ପାଖେଇ ଆସୁଛି, ରାଜନୈତିକ ଦଳଙ୍କ ପ୍ରଚାର ସେତିକି ଜୋରଦାର ହେଉଛି । ତିନି ପ୍ରମୂଖ ଦଳ ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାକୁ ସମସ୍ତ ଉଦ୍ୟମ ଆରମ୍ଭ କରିଛନ୍ତି । ଏହାସହ ମୋଦି ମ୍ୟାଜିକ ଏବଂ ଅନୁକମ୍ପାକୁ ପାଥେୟ କରି ନିର୍ବାଚନ ମଇଦାନକୁ ଓହ୍ଲାଇଥିବା…

ମିଠା ଦୋକାନରେ ବିସ୍ଫୋରଣ : ନିଆଁରେ ପୋଡି ଯାଇ ଜଣଙ୍କର ମୃତ୍ୟୁ

କନକ ବ୍ୟୁରୋ : ରାଉରକେଲା ପାନପୋଷ ଛକ ନିକଟରେ ଭୟାବହ ଅଗ୍ନିକାଣ୍ଡ । ନିଆଁରେ ପୋଡି ଯାଇ ଜଣଙ୍କର ମୃତ୍ୟୁ ହୋଇଛି । ଛକ ନିକଟରେ ଥିବା ଏକ ମିଠା ଦୋକାନରେ ଗ୍ୟାସ ସିଲିଣ୍ଡର ଫାଟିବାରୁ ବିସ୍ଫୋରଣ ଘଟି ଜଳିଯାଇଛି ସମ୍ପୂର୍ଣ୍ଣ ଦୋକାନ । ଏହି ବିସ୍ଫୋରଣରେ ଦୋକାନର ମିଠା ମିସ୍ତ୍ରୀ ଅରୁଣ ଯାଦବଙ୍କ…

ଅକ୍ଟୋବର ୨୫ ତାରିଖକୁ ସରକାରୀ ଛୁଟି ଘୋଷଣା କଲେ ରାଜ୍ୟ ସରକାର । ସୂର୍ଯ୍ୟପରାଗ ପଡୁଥିବାରୁ ବନ୍ଦ ରହିବ ସ୍କୁଲ, କଲେଜ ଓ…

କନକ ବ୍ୟୁରୋ: ଅକ୍ଟୋବର ୨୫ ତାରିଖକୁ ସରକାରୀ ଛୁଟି ଘୋଷଣା କଲେ ରାଜ୍ୟ ସରକାର । ଏହି ତାରିଖରେ ସୂର୍ଯ୍ୟପରାଗ ପଡୁଥିବାରୁ ଉକ୍ତ ଦିନକୁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି । ମଙ୍ଗଳବାର ଦିନ ରାଜ୍ୟର ସମସ୍ତ ସରକାରୀ ଅଫିସ, ସ୍କୁଲ କଲେଜ ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ତା ସହିତ ରାଜସ୍ୱ…

ଅର୍ଚ୍ଚନା ନାଗ ଓ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ମାମଲା : କମିଶନରେଟ୍ ପୋଲିସ କାର୍ଯ୍ୟାଳୟ ସମ୍ମୁଖରେ ବିଜେପିର…

କନକ ବ୍ୟୁରୋ : ଅର୍ଚ୍ଚନା ନାଗ ହନିଟ୍ରାପ ମାମଲା ଓ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣାରେ ବିଜେପିର ଅହୋରାତ୍ର ଆନ୍ଦୋଳନ । ଅର୍ଚ୍ଚନା ନାଗ ମାମଲାରେ ସରକାରୀ ଦଳର ବହୁ ମନ୍ତ୍ରୀ ଓ ବିଧାୟକଙ୍କୁ ପୋଲିସ ଘଣ୍ଟ ଘୋଡଉଥିବା ଦଳ ଅଭିଯୋଗ କରିଛି । ଏହା ସହ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣାରେ…

ବରଗଡର ଧନୁଯାତ୍ରାରେ କିଏ ହେବ କଂସ ? କାହାକୁ ମିଳିବ କଂସ ଭୂମିକାରେ ଅଭିନୟ କରିବା ପାଇଁ ସୁଯୋଗ ? ୪ଜଣ ଆବେଦନକାରୀ…

କନକ ବ୍ୟୁରୋ : ବରଗଡର ଧନୁଯାତ୍ରାରେ କିଏ ହେବ କଂସ । କାହାକୁ ମିଳିବ କଂସ ଭୂମିକାରେ ଅଭିନୟ କରିବା ପାଇଁ ସୁଯୋଗ । ବିଶ୍ୱର ସବୁଠାରୁ ବଡ ମୁକ୍ତାକାଶ ରଂଗମଂଚକୁ କିଏ ଦୁଲକାଇବ । କାହାର ଅଟହାସ୍ୟର କମ୍ପିବ ବରଗଡର ମଥୁରା ନଗର । କଂସ ଭୂମିକାରେ ଅଭିନୟ କରିବା ପାଇଁ ୪ଜଣ ଆବେଦନକାରୀ ଫର୍ମ…